ଉଗାଡ଼ି ପର୍ବ

ଉଗାଡ଼ି (Ugādi, Samvatsarādi, Yugadi) ଭାରତରେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ତେଲେଙ୍ଗାନା ରାଜ୍ୟର ହିନ୍ଦୁମାନଙ୍କ ପାଇଁ ନୂଆବର୍ଷ ଅଟେ । ଚୈତ୍ର ମାସ, ହିନ୍ଦୁ ଲିନିସୋଲର କ୍ୟାଲେଣ୍ଡରର ପ୍ରଥମ ଦିନରେ ଏହି କ୍ଷେତ୍ର ମାନଙ୍କରେ ଉତ୍ସବ ପୂର୍ବକ ପାଳନ କରାଯାଏ ।ଏହା ସାଧାରଣତଃ ଗ୍ରେଗୋରୀୟନ କ୍ୟାଲେଣ୍ଡରର ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ ପଡିଥାଏ ।

ଉଗାଡ଼ି
ଉଗାଡ଼ି ପର୍ବ
ନୂଆବର୍ଷ ପାଇଁ ଉଗାଡ଼ି ପୂଜା
ଅନ୍ୟ ନାମୟୁଗାଡ଼ି
ପାଳନକାରୀଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା
ପ୍ରକାରହିନ୍ଦୁ ସଂସ୍କୃତି
ପାଳନKolam-Rangoli, visiting Temples, Feast with Ugadi pachadi
ଆରମ୍ଭଚୈତ୍ର ପ୍ରଥମ ଦିନ
ତାରିଖସାଧାରଣ (ମାର୍ଚ୍ଚ), ବେଳେବେଳେ (ଏପ୍ରିଲ)
୨୦୨୪ ତାରିଖdate missing (please add)
ପୁନଃପୌନିକତାବର୍ଷୀୟ
ସମ୍ପର୍କିତGudi Padwa and other regional Hindu new year day

ଏହିଦିନରେ "କଲାମ" (କନ୍ନଡ଼: ରଙ୍ଗୋଲି) ନାମକ ଚଟାଣରେ ରଙ୍ଗୀନ ଚିତ୍ର (ଝୋଟି) ଆଙ୍କି ପାଳନ କରାଯାଏ । "ତୋରନାଲୁ" (କନ୍ନଡ଼: ତୋରଣଗଲୁ) ନାମକ କବାଟରେ ଆମ୍ବ ପତ୍ରରେ ସଜାଯାଏ । ନୂଆ ବସ୍ତ୍ର ଯେପରି ଉପହାର କିଣିବା ଏବଂ ଦେବା, ଗରିବମାନଙ୍କୁ ଦାନ ଦେବା, ତେଲ ଉପଚାର, "ପଚାଡି" ନାମକ ବିଶେଷ ଭୋଜନର ପ୍ରସ୍ତୁତି ଓ ଭୋଜନ ଦାନ ଏବଂ ହିନ୍ଦୁ ମନ୍ଦିରର ଭ୍ରମଣ କରିବା । "ପଚାଡି" ଏକ ଉଲ୍ଲେଖନୀୟ ଉତ୍ସବ ପୂର୍ଣ୍ଣ ଭୋଜନ ଅଟେ ଯାହା ସବୁପ୍ରକାର ସ୍ୱାଦକୁ ଯୋଡ଼ିଥାଏ - ମିଠା, ଖଟା, ଲୁଣି ଏବଂ କସା । ତେଲୁଗୁ ଓ କନ୍ନଡ଼ ହିନ୍ଦୁ ପରମ୍ପରାରେ , ଏହା ପ୍ରତୀକାତ୍ମକ ଅନୁସ୍ମାରକ ଅଟେ ।

ଉଗାଡ଼ି ହିନ୍ଦୁମାନଙ୍କର ମହତ୍ତ୍ୱପୂର୍ଣ୍ଣ ଏବଂ ଐତିହାସିକ ପର୍ବ ଅଟେ, ଯାହା ମଧ୍ୟଯୁଗୀୟ ଗ୍ରନ୍ଥ ଏବଂ ଶିଳ ଲେଖ ସହିତ ଏହି ଦିନ ହିନ୍ଦୁ ମନ୍ଦିର ଏବଂ ସମୁଦାୟିକ କେନ୍ଦ୍ରରେ ପ୍ରମୁଖ ଧର୍ମାର୍ଥ ଦାନର ରେକର୍ଡିଙ୍ଗ କରିଥାଏ । ସେହିଦିନ ଭାରତର ବହୁ ଅନ୍ୟ ସ୍ଥାନରେ ହିନ୍ଦୁ ମାନଙ୍କଦ୍ୱାରା ନବବର୍ଷ ରୂପେ ପାଳନ କରାଯାଏ । ଉଦାହରଣ: ଏହାକୁ ମହାରାଷ୍ଟ୍ରରେ ଗୁଡ଼ି ପଡୱା କୁହାଯାଏ, କିନ୍ତୁ କେବେ କେବେ ଏକ ଗ୍ରେଗୋରୀ ଦିନ ପୂର୍ବରୁ ହିଁ ପାଳନ କରାଯାଉଥିଲା, କାରଣ ଚନ୍ଦ୍ରମା ଦିନ ଚନ୍ଦ୍ରମାର ସ୍ଥିତି ଅନୁସାରେ ହିନ୍ଦୁ କ୍ୟାଲେଣ୍ଡରରେ ଆରମ୍ଭ ହୋଇଥାଏ ଏବଂ ସମାପ୍ତ ହୋଇଥାଏ । କର୍ଣ୍ଣାଟକରେ ପର୍ବ ମାନଙ୍କୁ ୟୁଗଡୀ ରୂପେ ପାଳନ କରାଯାଏ ।

ଶବ୍ଦାବଳୀ

ଉଗାଡ଼ିକୁ ସଂସ୍କୃତରେ "ଯୁଗ" (ଆୟୁ) ଏବଂ "ଆଦି" (ଆରମ୍ଭ)ରୁ ନିଆଯାଇଛି । ଏହାର ଅର୍ଥ : ଏକ ନୂଆ ଯୁଗର ଆରମ୍ଭ । ଉଗାଡ଼ି ପର୍ବ "ଚୈତ୍ର ଶୁଧଧା ପଦ୍ୟମି" କିମ୍ବା ଚୈତ୍ର ମାସର ଅଧାରେ ପଡିଥାଏ । ଏହା ସାଧାରଣତଃ ମାର୍ଚ୍ଚର ଶେଷରେ କିମ୍ବା ଗ୍ରେଗୋରୀୟ କ୍ୟାଲେଣ୍ଡରର ଏପ୍ରିଲ ପ୍ରମ୍ଭରେ ପଡିଥାଏ ।

ତେଲେଙ୍ଗାନା ରାଜ୍ୟ ଏବଂ ଆନ୍ଧ୍ରପ୍ରଦେଶର ଲୋକ ଉଗାଡ଼ି (ఉగాది) ଏବଂ କର୍ଣ୍ଣାଟକ ଶବ୍ଦର ପ୍ରୟୋଗ କରିଥାନ୍ତି । ଏଥିପାଇଁ ଶବ୍ଦ ୟୁଗାଡ଼ି (ಯುಗಾದಿ) ର ବ୍ୟବହାର କରାଯାଏ ।

ଆଧାର

Tags:

ଭାରତ

🔥 Trending searches on Wiki ଓଡ଼ିଆ:

ରତ୍ନାକର ଚଇନିଅମର ସିଂହ ଚମକିଲାସିଦ୍ଧାର୍ଥ ଭରତନକୃଷ୍ଣ ଜନ୍ମାଷ୍ଟମୀଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରବି ପଟ୍ଟନାୟକସୁଭାଷ ଚନ୍ଦ୍ର ବୋଷପ୍ରଧାନ ପୃଷ୍ଠାଶ୍ରୀନିବାସ ରାମାନୁଜନକୁନ୍ଦୁଲି ଗଣଦୁଷ୍କର୍ମ ମାମଲାଗଞ୍ଜାମ ଜିଲ୍ଲାକୁଷ୍ଠଭୁବନେଶ୍ୱରଫେସବୁକବସନ୍ତ କୁମାର ଶତପଥୀକରଞ୍ଜଆହାର ଯୋଜନାପଦ୍ମ ଲୋଚନ ପଣ୍ଡାସଉରାପାଳଙ୍ଗଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଅଂଶୁଘାତବି. ଆର. ଆମ୍ବେଦକରଓଡ଼ିଆ ଭାଗବତପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଯବକ୍ଷାରଜାନକେବେ ତମେ ନାହଁ କେବେ ମୁଁ ନାହିଁଭଗବତ ଗୀତାକଳାହାଣ୍ଡି ଜିଲ୍ଲାରବି ନାରାୟଣ ନନ୍ଦପ୍ରସନ୍ନ ଦାସ (ବହୁବିକଳ୍ପ)ଜଳ ପ୍ରଦୂଷଣପିପିଲିଭାରତୀୟ ସମ୍ବିଧାନଗଣେଶଫକୀର ମୋହନ ସେନାପତିଶବ୍ଦ (ଧ୍ୱନି)ନବମୀଦାଶରଥି ଦାସଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାଲାଟିନ ଭାଷାରଜବୌଦ୍ଧ ଧର୍ମବିଧାନ ସଭା ସଭ୍ୟଅଖିଳ ମୋହନ ପଟ୍ଟନାୟକଓଡ଼ିଶା ବିଧାନ ସଭାଆଇଜାକ ନିଉଟନଅଶ୍ୱିନୀ କୁମାର ଘୋଷଶ୍ରୀତମ ଦାସଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓସୂର୍ଯ୍ୟ ଦେବତାପ୍ରାଣବନ୍ଧୁ କରଇଣ୍ଡୋନେସିଆ୫ ଜୁନବିଶ୍ୱ ଏଡ୍‌ସ ଦିବସସାଲବେଗ୨ୟ ଓଡ଼ିଶା ବିଧାନ ସଭାଶିଶୁ ଅନନ୍ତ ଦାସଓଡ଼ିଶା ଉଚ୍ଚ ନ୍ୟାୟାଳୟପ୍ରସନ୍ନ ଦାସହନୁମାନ ଚାଳିଶାସମ୍ବାଦ (ଖବରକାଗଜ)ତେଲକୋଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ଲୀହାହାତବୈଷୟିକ ବିଜ୍ଞାନ🡆 More