ଜନ୍ମତିଥି

ଓଡ଼ିଆ ଉଇକିପିଡ଼ିଆର ଜନ୍ମତିଥି ଆମେ ୨୦୦୪ ମସିହା ଜାନୁଆରୀ ୨୯ ରେ ହୋଇଥିବା ପ୍ରଥମ ସମ୍ପାଦନା ଆଧାରରେ ପାଳନ କରୁଛେ । କିନ୍ତୁ ସେହି ସମ୍ପାଦନା ଇତିହାସର ଲିଙ୍କ କେଉଁଠି ପୂର୍ବରୁ ଦିଆଯାଇଛି କି? ମୁଁ ଆଲୋଚନା ସଭା ଅଭିଲେଖରେ ଓ ଉଇକିପିଡ଼ିଆ:ମେଳଣ/ଓଡ଼ିଆ ଉଇକିପିଡ଼ିଆର ୮ତମ ଜନ୍ମତିଥିରେ ପାଇଲିନି । ଏହା ଯେଉଁ ସ୍ଥିର କରାଯାଇଥିଲା କେଉଁଠି ଆଲୋଚନା ହୋଇଥିଲା କି? ଯଦି ହୋଇଥିଲା କେଉଁଠି? ମୃତ୍ୟୁଞ୍ଜୟ ଭାଇ, ସୁଭାସିସ ଦୟାକରି କଣ ଜାଣିଛନ୍ତି ଜଣାଇବେ? ମୋର ସନ୍ଧାନ ଅନୁସାରେ ମୁଁ ୨୦୦୨ ମସିହା ଓ ୨୦୦୪ ମସିହାର କିଛି ସମ୍ପାଦନା ପାଇଛି, ୨୦୦୨ର ସମ୍ପାଦନା ଲିଭାହୋଇସାରିଛି, ୨୦୦୪ Jan ୨୯ର ସମ୍ପାଦନା ଇଉଜର MediaWiki_default ଦ୍ଵାରା, ଯାହା ଏକ ବଟ । ଏ ବିଷୟରେ କଣ କହିବେ ଆପଣମାନେ? -- ଅଂଶୁମାନ ତାର ଯୋଡ଼ିବେ? ୦୭:୪୯, ୧୨ ଫେବୃଆରୀ ୨୦୧୪ (UTC)

ଜନ୍ମତିଥି

  • ସେହି ମେଟା ପୃଷ୍ଠା ଅନୁସାରେ te:Special:diff/1 ତେଲୁଗୁ ଉଇକି ପାଇଁ ସମାନ ତାରିଖ ଆଉ ପୃଷ୍ଠା ମଧ୍ୟ ସମାନ, Templete:All messages କିନ୍ତୁ te:WP:Tewiki10ରୁ ଜଣାପଡୁଛି ସେମାନେ ୨୯ ଜାନୁଆରୀ ୨୦୦୪ କୁ ପାଳନ ନକରି ୧୦ ଡିସେମ୍ବର ୨୦୦୩ ପାଳନ କରୁଛନ୍ତି ।
  • ଓଡ଼ିଆ ଉଇକିରେ Special:Diff/1ର ତାରିଖ ୨୯ ଜାନୁଆରୀ ୨୦୦୪ ଓ Special:Diff/2ର ୩ ଜୁନ ୨୦୦୨, ତ diff/oldid ଓ ତାରିଖ କ୍ରମରେ ରହୁନି ।
  • Special:Diff/2ର ସଂସ୍କରଣକୁ ପୁନସ୍ଥାପନ କରିବା ପରେ ଆମେ ଦେଖିପାରିବା ତାରିଖ ୨୦୦୨/୦୬/୦୩, ଆମେ ଯେଉଁ କହୁଛେ ୨୦୦୨ ରେ ଆରମ୍ଭ ହୋଇଥିଲା ତାହା ଏହି ବଦଳ ପାଇଁ, ଆଉ କିଛି ବଦଳ ୨୦୦୨ରୁ ମିଲୁନି ।
  • ୨୯ ଜାନୁଆରୀ ୨୦୦୪ ରେ ବଟ ବଦଳକୁ ମାନିବାରେ କିଛି ଯଥାର୍ଥତା ନାହିଁ, କାରଣ ୨୦୦୮/୨୦୦୯ ପର୍ଯ୍ୟନ୍ତ ସେମିତି କିଛି ଓଡିଆରେ ଲେଖାହେଇନି । ଆମେ ୨୦୦୫ର Special:Diff/2172, ୨୦୦୬ର Special:Diff/5076 ବା ପ୍ରଧାନ ପୃଷ୍ଠାର ଇତିହାସ ଅନୁସାରେ Special:Diff/5092/Special:Diff/5093 କୁ ମଧ୍ୟ ବିଚାର କରିପାରିବା ।
  • ମୋ ମତରେ diff 2 ଅନୁସାରେ ୩ ଜୁନ ୨୦୦୨ (ପ୍ରଧାନ ପାତା)ର ବଦଳକୁ ମାନିବା ଠିକ ହେବ, ଯେହେତୁ ଏବିଷୟରେ ଆଗରୁ କିଛି ଆଲୋଚନା ହେଇନି ଆମେ ବିଚାର କରି ସ୍ଥିର କରିପାରିବା । -- ଅଂଶୁମାନ ତାର ଯୋଡ଼ିବେ? ୦୪:୧୮, ୧୩ ଫେବୃଆରୀ ୨୦୧୪ (UTC)
    ଯୁକ୍ତିଯୁକ୍ତ ଲାଗୁଛି ଉପରର ସମସ୍ତ କ‌ଥା । ସମସ୍ତଙ୍କ ମ‌ତକୁ ଅପେକ୍ଷା, ଆଉ ଏମିତି ହେଲେ ଜୁନ ୩ରେ ଆଉଥରେ ଜନ୍ମତିଥି ପାଳନ ହେବ? :) --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୯:୧୦, ୧୩ ଫେବୃଆରୀ ୨୦୧୪ (UTC)
      ମୁଁ ଖୋଜି ମୋ ମତରଖିଲି, ଆପଣମାନଙ୍କ ଇଚ୍ଛା । ତିନିବର୍ଷ ପାଳନ କରିଛେ, ଆଶା ତିରିସ ବର୍ଷ ପାଳନ କରିବା ତ ସଠିକ ତାରିଖରେ ପାଳନ କଲେ ଭଲ । -- ଅଂଶୁମାନ ତାର ଯୋଡ଼ିବେ? ୦୩:୦୭, ୧୫ ଫେବୃଆରୀ ୨୦୧୪ (UTC)
        ମୋ ମତରେ ଜୁନ ୩ ହିଁ ଠିକହେବ । କିନ୍ତୁ ଏ ବର୍ଷ ଆଉଥରେ ପାଳନ କରିବା ହାସ୍ୟାସ୍ପଦ ହେବ ।--ଶିତିକଣ୍ଠ (ଆଲୋଚନା) ୦୫:୨୪, ୧୫ ଫେବୃଆରୀ ୨୦୧୪ (UTC)
          ଯଦି ପ୍ରଥମ ସମ୍ପଦନାକୁ ଜନ୍ମଦିନ ଭାବେ ପାଳନ କରାଯିବ ତେବେ or.wikipedia.orgରେ ପ୍ରମାଣିତ ହେଇପାରୁଥିବା ଭଳି ସମ୍ପାଦନାଟି ହେଉଛି ପ୍ରଧାନ ପ୍ରତା ଆଉ ସେଇ ଅନୁସାରେ ଜୁନ 3 ହିଁ ଜନ୍ମଦିନ ରୂପେ ପାଳନ କରାଯିବା ଉଚିତ । ଜଣାଶୁଣା ପ୍ରସଙ୍ଗ ହିସାବରେ ଭାରତକୁ ନିଆଯାଇପାରିବ । ଯଦି ଏହି ସବୁ ଜିନିଷର ସେମିତି କିଛି ସଠିକ ତଥ୍ୟ ମିଳୁନାହିଁ ତ ମୋ ମତରେ or.wikipedia.orgରେ ଯେଉଦିନ ଓଡ଼ିଆ ଉଇକିପେଡିଆ ଲେଖା ହେଲା ସେହିଦିନକୁ ମଧ୍ୟ ପାଳନ କରାଯାଇପାରିବ । ଆଉ ଯଦି ଜୁନ ୩କୁ ପାଳନ କରାଯାଉଛି ତେବେ ଏଇ ବର୍ଷ ପାଳନ କଲେ ଭଲ ହେବନି ବିଭିନ୍ନ ଆଡୁ ବିଭିନ୍ନ ପ୍ରଶ୍ନ ଆସିବ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୯:୩୦, ୧୫ ଫେବୃଆରୀ ୨୦୧୪ (UTC)
            ମତେ ୨୫ ମାର୍ଚ୍ଚ (୨୦୦୫) ଅଧିକ ଯୁକ୍ତିଯୁକ୍ତ ଲାଗୁଛି ( ପ୍ରଧାନ ପାତାରେ ଓଡ଼ିଆ ଲିପିର ପ୍ରଥମ ବ୍ୟବହାର)। ୩ ଜୁନ (୨୦୦୨) କୁ ଆରମ୍ଭ ଧରିଲେ ଆଉ ୪ମାସପରେ ଦ୍ଵାଦଶ ଜନ୍ମତିଥି ପାଳନ କରିବା ଉଚିତ ହେବ । ଅଂଶୁମାନ ଭାଇ ଏହି ପ୍ରଶଂସନୀୟ ଉଦ୍ୟମ (ଜନ୍ମତିଥିର ଆଧାର ସମ୍ବନ୍ଧୀୟ ପ୍ରାମାଣିକ ତଥ୍ୟ) ନିମନ୍ତେ ମୋ ତରଫରୁ ଶୁଭେଚ୍ଛା । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୭:୨୮, ୧୮ ଫେବୃଆରୀ ୨୦୧୪ (UTC)
              ମୃତ୍ୟୁଞ୍ଜୟ ଭାଇ ୨୫ ମାର୍ଚ୍ଚ ୨୦୦୪ର Special:Diff/765 ସମ୍ପାଦନା? ହଁ କିନ୍ତୁ "ପ୍ରଧାନ ପାତା" ପୃଷ୍ଠାର ନାମ ଓଡିଆ ଲିପି ପରା ଯାହା ୩ ଜୁନ ୨୦୦୨ ରେ ଲେଖାଯାଇଛି, ସେଇଟା ପ୍ରଥମ ବ୍ୟବହାର ନୁହେଁ କି? ଧନ୍ୟବାଦ ଭାଇ.. -- ଅଂଶୁମାନ ତାର ଯୋଡ଼ିବେ? ୧୧:୦୩, ୨୮ ଫେବୃଆରୀ ୨୦୧୪ (UTC)
  • ଏହି ଆଲୋଚନାରେ ଭାଗ ନେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ତାହେଲେ ଏବେଠୁ ୩ ଜୁନ :) କିନ୍ତୁ ଆସନ୍ତା ବର୍ଷଠୁ ପାଳନ କରିବା ଠିକ ହେବ, ଯେଉଁମାନେ ପ୍ରଶ୍ନ କରିବେ ସେମାନଙ୍କୁ ଏହି ସମ୍ପାଦନା ଓ ଓଡ଼ିଆ ଲିପିର ପ୍ରଥମ ବ୍ୟବହାର ବିଷୟରେ ଅବଗତ କରାଇପାରିବେ । -- ଅଂଶୁମାନ ତାର ଯୋଡ଼ିବେ? ୧୧:୦୩, ୨୮ ଫେବୃଆରୀ ୨୦୧୪ (UTC)

ଜୁନ ୨୦୧୪ ଗଣ ସମ୍ପାଦନା ପାଇଁ ଆଲୋଚନା

  • ଆସନ୍ତା ୩ ଜୁନରେ ଆମ ଓଡ଼ିଆ ଉଇକିପିଡ଼ିଆକୁ ବାର ବର୍ଷ ପୁରିବ । ଏ ଅବସରରେ ଗୋଟାଏ ସମୂହ ସମ୍ପାଦନ କାର୍ଯ୍ୟକ୍ରମ କରିବାକୁ ମୁଁ ପ୍ରସ୍ତାବ ରଖୁଛି । ସମସ୍ତେ ରାଜି ହେଲେ, ଆମେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିତ୍ଵମାନଙ୍କ ବିଷୟରେ ସେଦିନ ସମସ୍ତେ ଲେଖିପାରିବେ । ସମସ୍ତଙ୍କର ମତାମତ ଓ ଦିଗଦର୍ଶନ ଅପେକ୍ଷାରେ ରହିଲି ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୪:୪୫, ୧୪ ମଇ ୨୦୧୪ (UTC)
Return to the project page "ଜନ୍ମତିଥି".

Tags:

ଉଇକିପିଡ଼ିଆ:ମେଳଣ/ଓଡ଼ିଆ ଉଇକିପିଡ଼ିଆର ୮ତମ ଜନ୍ମତିଥିବ୍ୟବହାରକାରୀ:Ansumangବ୍ୟବହାରକାରୀ:Ansumang/Few First Edits and Datesବ୍ୟବହାରକାରୀ:MKarବ୍ୟବହାରକାରୀ:Psubhashishବ୍ୟବହାରକାରୀଙ୍କ ଆଲୋଚନା:Ansumang

🔥 Trending searches on Wiki ଓଡ଼ିଆ:

ମହାପାତ୍ର ନୀଳମଣି ସାହୁସାରଦା ପ୍ରସାଦ ମିଶ୍ରଅଶୋକ (ସମ୍ରାଟ)ନନ୍ଦ କିଶୋର ବଳକୁନ୍ତଳା କୁମାରୀ ସାବତମୁଁ ରାଜା ତୁ ରାଣୀସ୍ନେହସାରଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନେପାଳବ୍ରତଏ. ପି. ଜେ. ଅବଦୁଲ କଲାମସାନିଆ ମିର୍ଜାପରଦେଶୀ ବାବୁଦାରିଙ୍ଗବାଡ଼ିପ୍ରସନ୍ନ କୁମାର ଦାସମହାଭାରତସାଲବେଗରବି ପଟ୍ଟନାୟକଜଗନ୍ନାଥ ପ୍ରସାଦ ଦାସକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦିନପାର୍ବତୀସୌରୀନ୍ଦ୍ର ବାରିକନଟବର ଶତପଥୀପୁନର୍ମିଳନପଠାଣି ସାମନ୍ତବାଲେଶ୍ୱରବୈକୁଣ୍ଠନାଥ ପଟ୍ଟନାୟକକନ୍ଧମାଳ ଜିଲ୍ଲାଋତୁସ୍ରାବଉପେନ୍ଦ୍ର ଭଞ୍ଜପରି ମହଲଲାଟିନ ଭାଷାଅର୍ଜୁନ ଚରଣ ସେଠୀରଥବୀଣାପାଣି ମହାନ୍ତିବଲାଙ୍ଗୀର ଜିଲ୍ଲାବାଣପୁରୀଚନ୍ଦନ ଯାତ୍ରାଭୂମିକମ୍ପସର୍ବପଲ୍ଲୀ ରାଧାକୃଷ୍ଣନମୋହନ ସୁନ୍ଦର ଦେବ ଗୋସ୍ୱାମୀପ୍ଲୀହାବିଜୟ ମିଶ୍ରବିଦ୍ୟୁତମହିମା ଧର୍ମସୁନାଭାରତୀୟ ଜାତୀୟ କଂଗ୍ରେସଜଗଦୀଶ ମହାନ୍ତିପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରୋହିଦାସ ସିଂ ନାଗସୀତା ବିବାହପୃଥିବୀଇଂରାଜୀ ଭାଷାରାବଣଚିକିତ୍ସା ବିଜ୍ଞାନଗଜାନନ ବେଶରଘୁବଂଶକିଶୋରୀ ଚରଣ ଦାସହନୁମାନମନୋରଞ୍ଜନ ଦାସଆର୍ଯ୍ୟଭଟ୍ଟ🡆 More