ଲିଖନ ଶୈଳୀ

ଉଇକିପିଡିଆର ଲିଖନ ଶୈଳୀ ଉଇକିପିଡ଼ିଆ ପ୍ରସଙ୍ଗଗୁଡ଼ିକରେ କିପରି ଲେଖାଯିବ ତାହା ବାବଦରେ ଅଧିକ ସୂଚନା ଦେଇଥାଏ । ଲେଖାଗୁଡ଼ିକୁ ସ୍ପଷ୍ଟ, ନିରପେକ୍ଷ, ଓଡ଼ିଆ ବ୍ୟାକରଣ ଅନୁସାରେ ନିର୍ଭୁଲ ଓ ମାନକ କରିବା ସହ ଲେଖାର ମୋଟାମୋଟି ସଜାଣିକୁ ସଳଖ କରିବା ଏହାର ଲକ୍ଷ୍ୟ । ସରଳ ଭାଷା ସବୁଠାରୁ ଗ୍ରହଣଯୋଗ୍ୟ । ଅନାବଶ୍ୟକ ଭାବେ ଦ୍ୱନ୍ଦାତ୍ମକ ଓ ଜଟିଳ ଶବ୍ଦରୁ ଦୂରେଇ ରହନ୍ତୁ । ଅପେକ୍ଷାକୃତ ଭାବେ ଆଗରୁ ଅନେକ ଥର ଘଟିଥିଲେ ତାହାର ସମାଧାନ ପାଇଁ ଏହି ପୃଷ୍ଠାରେ ନୂଆ ବିଷୟବସ୍ତୁ ଯୋଡ଼ାଯାଇପାରିବ ।

ଏକ ପ୍ରସଙ୍ଗ ମଧ୍ୟରେ ଶୈଳୀ ଏବଂ ସଜାଣି ସୁସଙ୍ଗତ ହେବା ଉଚିତ । ତେବେ ଏହା ଯେ ସମଗ୍ର ଉଇକିପିଡ଼ିଆ ଭିତରେ ଜରୁରୀ ନୁହେଁ । ଲିଖନ ଶୈଳୀ ଅଧୀନରେ ଏକାଧିକ ଶୈଳୀ ଗ୍ରହଣୀୟ ହୋଇଥିଲେ ପରିଚାଳକମାନେ ଏକ ଶକ୍ତ କାରଣ ବିନା ଏକ ପ୍ରସଙ୍ଗରେ ସେହି ଶୈଳୀ ଭିତରୁ ଗୋଟିଏରୁ ଅନ୍ୟଟିକୁ ପରିବର୍ତ୍ତନ କରିବା ଅନୁଚିତ । ବିକଳ୍ପ ଶୈଳୀ ଆଧାରରେ ସମ୍ପାଦନା ଯୁଦ୍ଧ ଗ୍ରହଣୀୟ ନୁହେଁ । କୌଣସି ଲେଖାରେ କେଉଁ ଶୈଳୀ ବ୍ୟବହାର କରାଯିବ ତାହା ଆଲୋଚନାରେ ସ୍ଥିର କରିଯାଇନପାରିଲେ ପ୍ରଥମ ପ୍ରମୁଖ ଯୋଗଦାନକାରୀଙ୍କଦ୍ୱାରା ବ୍ୟବହୃତ ଶୈଳୀକୁ ମାନିନିଅନ୍ତୁ । ଏକ ଶୈଳୀ କିମ୍ବା ସେହି ପ୍ରକାର ବିତର୍କର ସମାଧାନ ଅସମ୍ଭବ ହୋଇଗଲେ ଆଉଥରେ ଲେଖିବା ଦ୍ୱାରା ସମସ୍ୟାଟିର ସମାଧାନ ହୋଇପାରିବ କି ନାଁ ଦେଖନ୍ତୁ ।

ଲିଖନ ଶୈଳୀ ଆଲୋଚନା ପୃଷ୍ଠାରେ ଶୈଳୀ ସମ୍ବନ୍ଧିତ ସମସ୍ୟା ବିଷୟରେ ଆଲୋଚନା କରନ୍ତୁ ।

Tags:

🔥 Trending searches on Wiki ଓଡ଼ିଆ:

ଗାୟତ୍ରୀବାଳା ପଣ୍ଡାମାୟାଧର ମାନସିଂହମହାତ୍ମା ଗାନ୍ଧୀଙ୍କ ପରିବାରନୀଳକଣ୍ଠ ଦାସରାଜକିଶୋର ପଟ୍ଟନାୟକରାଜ୍ୟ ସଭାଖୋର୍ଦ୍ଧା ଜିଲ୍ଲାକୁନ୍ତଳା କୁମାରୀ ସାବତଚୌଧୁରୀ ହେମକାନ୍ତ ମିଶ୍ରତୁର୍କୀଚନ୍ଦ୍ରଶେଖର ରଥନବକୃଷ୍ଣ ଚୌଧୁରୀଇଣ୍ଡିଆନ ପ୍ରିମିଅର ଲିଗଶ୍ରୀମନ୍ଦିରରେ ପାଳିତ ଦୈନିକ ନୀତିଓଡ଼ିଶାର କଳାଉଇକିମିଡ଼ିଆ ମୁଭମେଣ୍ଟବ୍ରହ୍ମପୁତ୍ର ନଦୀମୟୂରଭଞ୍ଜ ରାଜ୍ୟବ୍ୟଞ୍ଜନ ବର୍ଣ୍ଣପରଜା ଜନଜାତିନୀଳମାଧବ ମନ୍ଦିରଓଡ଼ିଶାର ପ୍ରମୁଖ ପାଠାଗାର ଗୁଡ଼ିକର ତାଲିକାକପିଳେନ୍ଦ୍ର ଦେବଇରା ମହାନ୍ତିମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)୨୧ବାଜି ରାଉତରାମଚନ୍ଦ୍ର ବେହେରାମଦନମୋହନଓଡ଼ିଶାର ଲୋକନୃତ୍ୟଗୋପବନ୍ଧୁ ଦାସପାରଦସୂର୍ଯ୍ୟଆଲାପ୍ପୁଝାପୂର୍ବ ଭାଦ୍ରପଦ (ନକ୍ଷତ୍ର)ସଦାଶିବ ତ୍ରିପାଠୀବାଲେଶ୍ୱର ଜିଲ୍ଲାବିଶ୍ୱଜିତ ଦାସକଦଳୀଗୋଦାବରୀଶ ମହାପାତ୍ରମୋହନ ସୁନ୍ଦର ଦେବ ଗୋସ୍ୱାମୀଭାରତର ସଂସ୍କୃତିରବି ପଟ୍ଟନାୟକ୨୧ ଅପ୍ରେଲ୮୦୯ଦାଶଲକ୍ଷ୍ମୀକାନ୍ତ ମହାପାତ୍ରଦେବୀପ୍ରସନ୍ନ ପଟ୍ଟନାୟକମୁକ୍ତେଶ୍ୱର ଦେଉଳ୧୭ ଫେବୃଆରୀଓଡ଼ିଆ କଥାଚିତ୍ର ଜଗତଚନ୍ଦନ ଯାତ୍ରାଗୁରୁ ପ୍ରସାଦ ମହାନ୍ତି୧ (ସଂଖ୍ୟା)ଉଇକିମିଡ଼ିଆ ଫାଉଣ୍ଡେସନରାଜ୍ୟଖୋର୍ଦ୍ଧା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଓଡ଼ିଶା ପ୍ରିମିଅର ଲିଗରାମାୟଣରାଜକିଶୋର ରାୟଦୀନକୃଷ୍ଣ ଦାସମହାପାତ୍ର ନୀଳମଣି ସାହୁଖାରବେଳଅମର ପ୍ରସାଦ ଶତପଥୀକଟକ ଜିଲ୍ଲାଚନ୍ଦ୍ରଯାନ-୩🡆 More