ମାସର ବଛା ଲେଖା

ଅପ୍ରେଲ ମାସର ବଛାଲେଖା

ମଧୁସୂଦନ ଦାସ (ମଧୁବାବୁ ଭାବେ ଜଣାଶୁଣା) କଟକ ଜିଲ୍ଲାର ସତ୍ୟଭାମାପୁରରେ ୨୮ ଅପ୍ରେଲ ୧୮୪୮ରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଦେଶାତ୍ମବୋଧକ କବି ତଥା ଓଡ଼ିଶାର ପ୍ରଥମ ବାରିଷ୍ଟର । ମଧୁସୂଦନଙ୍କ ପ୍ରଥମ ନାଆଁ ଥିଲା ଚୌଧୁରୀ ଗୋବିନ୍ଦ ବଲ୍ଲଭ ଦାସ । ପରେ ତାଙ୍କ ବାପା, ମାଆ ତାଙ୍କ ନାଆଁକୁ ବଦଳାଇ ମଧୁସୂଦନ ରଖିଥିଲେ ।

ଗାଁ ଚାଟଶାଳୀରୁ ମାଟି ବଂଶ ଅବଧାନଙ୍କ ତତ୍ତ୍ୱାବଧାନରେ ଚାଟଶାଳୀ ପଢ଼ା ଶେଷ କରି ସେ କଟକ ଯାଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ନାମ ଲେଖାଇଲେ । ୧୮୬୪ରେ ମଧୁସୂଦନ ଅନ୍ୟ ଚାରିଜଣଙ୍କ ସହ କଟକ ସ୍କୁଲରୁ ଦ୍ଵିତୀୟ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାସ କରିଥିଲେ ।

ଓକିଲ ଭାବେ ମଧୁବାବୁ ପ୍ରଥମେ ଚବିଶ ପ୍ରଗଣା ଅନ୍ତର୍ଗତ ଆଲିପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ପରେ ୧୮୮୧ରେ କଲିକତାରୁ ଫେରି ସେ କଟକରେ ଓକିଲାତି କରିଥିଲେ ।

୬ ଜାନୁଆରୀ ୧୯୨୧ ମସିହାରେ ମଧୁବାବୁ ବିହାର ଓଡ଼ିଶାର ମନ୍ତ୍ରୀରୂପେ ନିଯୁକ୍ତି ପାଇଥିଲେ । ସେତେବେଳେ ମନ୍ତ୍ରୀ ମାନଙ୍କୁ ମାସିକ ବେତନ ମିଳୁଥିଲା । ଇଂରେଜ ସରକାରଙ୍କଠାରୁ ଦରମା ନେଇ କାମ କଲେ ଲୋକଙ୍କୁ ନିରପେକ୍ଷ ସେବା ଦେବା ସମ୍ଭବ ନୁହେଁ ବୋଲି ଯୁକ୍ତି କରି ସେ ଅବୈତନିକ ମନ୍ତ୍ରୀପଦ ପାଇଁ ପ୍ରସ୍ତାବ ରଖିଥିଲେ । ସରକାର ଏଥିରେ ରାଜି ନ ହେବାରୁ ୯ ମାର୍ଚ୍ଚ ୧୯୨୩ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।


ପୁରା ପଢ଼ନ୍ତୁ...

ଏଇଟି ଗତବର୍ଷ ପୁରୁଣା ବଛା ଲେଖା, ନୁଆ ତିଆରି କରନ୍ତୁ


ଅଭିଲେଖ

ଆଗାମୀ ମାସର ବଛା ଲେଖା ଅନୁରୋଧ

ଓଡ଼ିଆ ଉଇକିପିଡ଼ିଆର କୌଣସି ପ୍ରସଙ୍ଗକୁ ଆସନ୍ତା ଏକ ମାସର ବଛାଲେଖା ଭାବେ ପ୍ରଧାନ ପୃଷ୍ଠାରେ ସ୍ଥାନିତ କରିବାକୁ ଚାହୁଁଥିଲେ, ତଳେ ଥିବା ତାଲିକାରେ ସେହି ମାସ ନିମନ୍ତେ ନିଜ ମନୋନୀତ ପ୍ରସଙ୍ଗଟିର ନାମ ଲେଖନ୍ତୁ ।

ମାସର ବଛା ଲେଖା ଅନୁରୋଧ, ୨୦୧୬

ଜାନୁଆରୀ ପାଇଁ ମନୋନୟନ

ପ୍ରସଙ୍ଗର ନାମ:

ଫେବୃଆରୀ ପାଇଁ ମନୋନୟନ

ପ୍ରସଙ୍ଗର ନାମ: ହ୍ଵାଟ୍ସଅପ୍ --T3knikalteenager (ମୋ ଆଲୋଚନା) ୦୭:୦୮, ୨ ଫେବୃଆରୀ ୨୦୧୬ (IST)[reply]

ପ୍ରସଙ୍ଗର ନାମ: ଗାନ୍ଧୀ ତିରୋଧାନ--Aliva Sahoo ୨୩:୫୨, ୨ ଫେବୃଆରୀ ୨୦୧୬ (IST)

ମାର୍ଚ୍ଚ ପାଇଁ ମନୋନୟନ

ପ୍ରସଙ୍ଗର ନାମ: ଦୋଳପର୍ବ

ଅପ୍ରେଲ ପାଇଁ ମନୋନୟନ

ପ୍ରସଙ୍ଗର ନାମ: ଓଡ଼ିଶା ବିଷୟଟି କାରଣ ଅପ୍ରେଲ ମାସରେ ଓଡ଼ିଶା ଦିବସ ପାଳନ କରାଯାଏ - ମୋର ମନୋନୀତ ବଛା ଲେଖା । -Pmsarangi (ମୋ ଆଲୋଚନା) ୧୪:୦୯, ୨୩ ମାର୍ଚ୍ଚ ୨୦୧୬ (IST)[reply]

ମଇ ପାଇଁ ମନୋନୟନ

ପ୍ରସଙ୍ଗର ନାମ:ଓଡ଼ିଆ ନୂଆବର୍ଷ ବା ପଣା ସଂକ୍ରାନ୍ତି ଅଥବା ହନୁମାନ ଜୟନ୍ତୀ - ମୋର ମନୋନୀତ ବଛା ଲେଖା । --Pmsarangi (ମୋ ଆଲୋଚନା) ୧୪:୧୮, ୨୩ ମାର୍ଚ୍ଚ ୨୦୧୬ (IST)[reply]

ଜୁନ ପାଇଁ ମନୋନୟନ

ପ୍ରସଙ୍ଗର ନାମ: ଅଟାରୀ--Adyasha1994 (ମୋ ଆଲୋଚନା)

ଜୁଲାଇ ପାଇଁ ମନୋନୟନ

ପ୍ରସଙ୍ଗର ନାମ:ବନ୍ଧୁତା--Abha S Pradhan (ମୋ ଆଲୋଚନା) ୦୩:୨୫, ୨୮ ମଇ ୨୦୧୬ (IST)[reply]

ଅଗଷ୍ଟ ପାଇଁ ମନୋନୟନ

ପ୍ରସଙ୍ଗର ନାମ:ସରବଜିତ ସିଂ--Subharajit Jena (ମୋ ଆଲୋଚନା)

ସେପ୍ଟେମ୍ବର ପାଇଁ ମନୋନୟନ

ଅକ୍ଟୋବର ପାଇଁ ମନୋନୟନ

ପ୍ରସଙ୍ଗର ନାମ:

ନଭେମ୍ବର ପାଇଁ ମନୋନୟନ

ପ୍ରସଙ୍ଗର ନାମ:

ଡିସେମ୍ବର ପାଇଁ ମନୋନୟନ

ପ୍ରସଙ୍ଗର ନାମ:

Tags:

ମାସର ବଛା ଲେଖା ଆଗାମୀ ଅନୁରୋଧମାସର ବଛା ଲେଖାମଧୁବାବୁଙ୍କ ଉପରେ ଜାରିକରାଯାଇଥିବା ଡାକଟିକଟ

🔥 Trending searches on Wiki ଓଡ଼ିଆ:

କାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭର୍ତ୍ତୃହରି ମହତାବକୋଣାର୍କ ସୂର୍ଯ୍ୟ ମନ୍ଦିରମୋହନ ସୁନ୍ଦର ଦେବ ଗୋସ୍ୱାମୀବାବା ବଳିଆଜୟ ଜଗନ୍ନାଥଭାରତବିର୍ସା ମୁଣ୍ଡାବୈଦେହୀଶ ବିଳାସଜହ୍ନନିତ୍ୟାନନ୍ଦ ମହାପାତ୍ରଉଇଲିୟମ୍ ହେନେରୀ ପର୍କିନବେଦସରଳା ଦେବୀଧର୍ମେନ୍ଦ୍ର ପ୍ରଧାନଓଡ଼ିଶାର ଇତିହାସଇସଲାମ ଧର୍ମଜବାହରଲାଲ ନେହେରୁବାଣରାମାୟଣଜୟଦେବ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାମ ନବମୀବଣ୍ଡ (ଅର୍ଥ)କଳାପାହାଡ଼ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରପଦ୍ମଚରଣ ପଟ୍ଟନାୟକମାସଲାରି ସାଙ୍ଗରରତ୍ନାକର ଚଇନିଜୟା ଶର୍ମା (କାର୍ଯ୍ୟକର୍ତ୍ତା)ନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ତିନି ମାମଲାକମ୍ପ୍ୟୁଟରହନୁମାନଭଗବତୀ ଦେଉଳସୁରମା ପାଢ଼ୀଲକ୍ଷ୍ମୀକାନ୍ତ ମହାପାତ୍ରଗୋଦାବରୀଶ ମହାପାତ୍ରହନୁମାନ ଜୟନ୍ତୀଇଣ୍ଡୋନେସିଆପଦାର୍ଥବିଦ୍ୟୁତଆମାଜନ୍.କମ୍‌ଶ୍ରୀରାଧାବରଗଡ଼ ଜିଲ୍ଲାଗଇଁଠାଦଶହରାଇତିହାସନାରୀବାଦସନ୍ତୋଷ ସିଂହ ସାଲୁଜାସମ୍ବଲପୁର ଜିଲ୍ଲାପ୍ରତିଭା ରାୟବୈଶାଖରୋହିତ ପୂଜାରୀପ୍ରସନ୍ନ କୁମାର ଦାସଛତ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନବକୃଷ୍ଣ ଚୌଧୁରୀଦି ଟେଷ୍ଟ ଅଫ ମାଇ ଲାଇଫ୩ (ସଂଖ୍ୟା)ପ୍ରସନ୍ନ ଦାସ (ବହୁବିକଳ୍ପ)ଧର୍ମରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେମିଳିମିଳାଆହାର ଯୋଜନାଅଶୋକ (ସମ୍ରାଟ)ହିନ୍ଦୁସ୍ତାନ ପେଟ୍ରୋଲିୟମପବିତ୍ର ମୋହନ ଜେନାକବିସୂର୍ଯ୍ୟ ବଳଦେବ ରଥ🡆 More