ଶିକ୍ଷଣ

ସହଯୋଗ ସୂଚୀ: ପ୍ରଶ୍ନ · ଉଇକିକୋଡ଼ ଖୋଜା · ଜାଣିବା କଥା · ସାରକଥା ପଢ଼ିବା · ୱେବ ଚାଟ ଜରିଆରେ ସିଧା ସହଯୋଗ · ସହଯୋଗ · ଆଧାର · ଶିକ୍ଷଣ

ଆରମ୍ଭ   ସମ୍ପାଦନା   ସଜାଡ଼ିବା   ଉଇକିପିଡ଼ିଆର ଲିଙ୍କସବୁ   ଆଧାର ଦେବା   ଆଲୋଚନା ପୃଷ୍ଠା   ଜାଣିବା କଥା   ନୂଆ ଖାତା ଖୋଲିବା   ଶେଷ କଥା    

ଉଇକିପିଡ଼ିଆକୁ ବଦଳାଇବା ଶିକ୍ଷଣ – ଆରମ୍ଭ

କେମିତି ବଦଳାଇବେ ଉଇକିପିଡ଼ିଆର ଲେଖା ସବୁକୁ

ଉଇକିପିଡ଼ିଆ ଗୋଟିଏ ମିଳିତ ଚେଷ୍ଟାରେ ତିଆରି ଜ୍ଞାନକୋଷ ଯେଉଁଥିରେ ଆପଣ ବି ଭାଗନେଇ ପାରିବେ ଓ ଲେଖାସବୁ ଲେଖିପାରିବେ/ବଦଳାଇପାରିବେ । ଏହି ଶିକ୍ଷଣ ଆପଣଙ୍କୁ ଉଇକିପିଡ଼ିଆ ଦାତାଟିଏ ହେବାରେ ସାହାଯ୍ୟ କରିବ ।

ଏହି ତଳ ପୃଷ୍ଠାସବୁ ଆପଣଙ୍କୁ ଉଇକିପିଡ଼ିଆର ଲେଖାସବୁର ଶୈଳୀ ଓ ଭିତର ଭାଗ ଉପରେ ଅଧିକ ଜାଣିବାରେ ସାହାଯ୍ୟ କରିବ, ଆହୁରି ବି ଉଇକିମିଡ଼ିଆ ସଂଘ, ଉଇକିପିଡ଼ିଆର ନୀତିନିୟମ ଓ ସଭାସବୁ ବିଷୟରେ ଜାଣିବାରେ ସାହାଯ୍ୟ କରିବ ।

ଏହା ଏକ ପ୍ରାଥମିକ ଶିକ୍ଷଣ, ଏକ ସବିଶେଷ ବଖାଣ ନୁହେଁ । ଯଦି ଆପଣ ଅଧିକ ଜାଣିବାକୁ ଚାହୁଁଥାନ୍ତି, ତେବେ ବାକି ପୃଷ୍ଠାମାନଙ୍କୁ ଯିବାପାଇଁ ଏଠାରେ ଲିଙ୍କସବୁ ଅଛି । ଆପଣ ସେସବୁକୁ ଅଲଗା ପତି/ଉଇଣ୍ଡୋ (Tab/Window)ରେ ଖୋଲି ପଢ଼ି ପାରନ୍ତି ।

"ପରଖ ଘର"କୁ ଯିବା ପାଇଁ ଲିଙ୍କ ସବୁ ଅଛି ଯେଉଁଥିରେ ଆପଣ ଯଦି କିଛି ଶିଖିବାକୁ ଚାହୁଁଥାନ୍ତି ସେଠାରେ ଅଭ୍ୟାସ କରିପାରିବେ । ନୂଆ ନୂଆ ପରଖ କରନ୍ତୁ ଓ ନୂଆ ନୂଆ କଥା ଜାଣନ୍ତୁ! ସେଠାରେ ଆପଣ କିଛି ପରଖ କଲେ କେହି କିଛି ଭାବିବେ ନାହିଁ ।

ତେଣୁ, ଆସନ୍ତୁ ଉଇକିପିଡ଼ିଆରେ ଲେଖାସବୁକୁ ବଦଳାଇବା ଶିଖିବା !!

ମନେରଖନ୍ତୁ: ଏହି ଶିକ୍ଷଣ ଆଗରୁ ରଖାଯାଇଥିବା ମୂଳ ଗଢ଼ଣକୁ ନେଇ ତିଆରି କରାଯାଇଛି, ଯଦି ଆପଣ ଲଗଇନ କରି ନାହାନ୍ତି କିମ୍ବା ନିଜ ପସନ୍ଦସବୁକୁ ବଦଳାଇଛନ୍ତି ତେବେ ଲିଙ୍କଗୁଡ଼ିକର ଅବସ୍ଥାନ ଅଲଗା ଅଲଗା ହୋଇପାରେ ।


Tags:

ଉଇକିପିଡ଼ିଆ:Cheatsheetଉଇକିପିଡ଼ିଆ:Glossaryଉଇକିପିଡ଼ିଆ:Help deskଉଇକିପିଡ଼ିଆ:Questionsଉଇକିପିଡ଼ିଆ:Reference deskଉଇକିପିଡ଼ିଆ:ଜାଣିବା କଥାସହଯୋଗ:ବିଷୟବସ୍ତୁ

🔥 Trending searches on Wiki ଓଡ଼ିଆ:

କଳିଙ୍ଗ ଯୁଦ୍ଧସାହି ଯାତରଜଭାରତୀୟ ଜାତୀୟ କଂଗ୍ରେସରାଜ୍ୟବେକ୍ଲୋମେଟାଜୋନ ଡାଇପ୍ରୋପିଓନେଟଏମିତି ଭାଇ ଜଗତେ ନାହିଁଚିକିତ୍ସା ବିଜ୍ଞାନପରିବେଶGlobe ruptureଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟପଖାଳଖ୍ରୀଷ୍ଟ ଧର୍ମବର୍ଷା ପ୍ରିୟଦର୍ଶିନୀରାମାୟଣସଂକ୍ରାନ୍ତିସତ୍ୟବାଦୀ ବନ ବିଦ୍ୟାଳୟୟୁ ଟ୍ୟୁବସୋମବାରଚନ୍ଦ୍ରଗୁପ୍ତଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଫାଲଗୁନଗୌରୀଶଙ୍କର ରାୟସଚ୍ଚିଦାନନ୍ଦ ରାଉତରାୟଶ୍ରବଣ ( ରାମାୟଣ ର ଚରିତ୍ର )ବଲ୍ଲଭଭାଇ ପଟେଲବୀଜାଣୁଓଟାୱାଖପୁରୀ କଣା ଅସ୍ତ୍ରୋପଚାରଅଖିଳ ମୋହନ ପଟ୍ଟନାୟକବ୍ରାଉଜରଲଣ୍ଡନଭାରତବ୍ରାହ୍ମଣଫକୀର ମୋହନ ସେନାପତିପକ୍ଷଇଟାମାଟି ଗ୍ରାମଅଶ୍ୱିନୀ କୁମାର ଘୋଷକଇଥଯକୃତଏ. ପି. ଜେ. ଅବଦୁଲ କଲାମନବୀନ ପଟ୍ଟନାୟକଭାରତୀୟ ସମ୍ବିଧାନଲାଟିନ ଭାଷାଭୂଗୋଳରସାୟନ ବିଜ୍ଞାନଯୋଗଭୁବନେଶ୍ୱର ବେହେରାଇଷ୍ଟ ଇଣ୍ଡିଆ କମ୍ପାନୀଇଟାଲୀପାରୁଲ ଯାଦବ୩୦ ଅପ୍ରେଲୟୁରୋପକାଳିନ୍ଦୀ ଚରଣ ପାଣିଗ୍ରାହୀଭୂମିକମ୍ପବେଦପଇସାବୁଦ୍ଧ ପୂର୍ଣ୍ଣିମାମଙ୍ଗଳନକ୍ସଲବାଦଶିବଶରଧାବାଲିବଣ୍ଡ (ଅର୍ଥ)ପ୍ରଣବ ପ୍ରକାଶ ଦାସଆଲେକ୍‌ଜାଣ୍ଡର୍ ମହାନଓଡ଼ିଶାର ଲୋକନୃତ୍ୟଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସାରଳା ମହାଭାରତ୭ ଅପ୍ରେଲଭୀମ ଭୋଇଦାସକାଠିଆ୧ ସେପ୍ଟେମ୍ବର🡆 More