ମାସର ବଛା ଲେଖା

ଅପ୍ରେଲ ମାସର ବଛାଲେଖା

ମଧୁସୂଦନ ଦାସ (ମଧୁବାବୁ ଭାବେ ଜଣାଶୁଣା) କଟକ ଜିଲ୍ଲାର ସତ୍ୟଭାମାପୁରରେ ୨୮ ଅପ୍ରେଲ ୧୮୪୮ରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଦେଶାତ୍ମବୋଧକ କବି ତଥା ଓଡ଼ିଶାର ପ୍ରଥମ ବାରିଷ୍ଟର । ମଧୁସୂଦନଙ୍କ ପ୍ରଥମ ନାଆଁ ଥିଲା ଚୌଧୁରୀ ଗୋବିନ୍ଦ ବଲ୍ଲଭ ଦାସ । ପରେ ତାଙ୍କ ବାପା, ମାଆ ତାଙ୍କ ନାଆଁକୁ ବଦଳାଇ ମଧୁସୂଦନ ରଖିଥିଲେ ।

ଗାଁ ଚାଟଶାଳୀରୁ ମାଟି ବଂଶ ଅବଧାନଙ୍କ ତତ୍ତ୍ୱାବଧାନରେ ଚାଟଶାଳୀ ପଢ଼ା ଶେଷ କରି ସେ କଟକ ଯାଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ନାମ ଲେଖାଇଲେ । ୧୮୬୪ରେ ମଧୁସୂଦନ ଅନ୍ୟ ଚାରିଜଣଙ୍କ ସହ କଟକ ସ୍କୁଲରୁ ଦ୍ଵିତୀୟ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାସ କରିଥିଲେ ।

ଓକିଲ ଭାବେ ମଧୁବାବୁ ପ୍ରଥମେ ଚବିଶ ପ୍ରଗଣା ଅନ୍ତର୍ଗତ ଆଲିପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ପରେ ୧୮୮୧ରେ କଲିକତାରୁ ଫେରି ସେ କଟକରେ ଓକିଲାତି କରିଥିଲେ ।

୬ ଜାନୁଆରୀ ୧୯୨୧ ମସିହାରେ ମଧୁବାବୁ ବିହାର ଓଡ଼ିଶାର ମନ୍ତ୍ରୀରୂପେ ନିଯୁକ୍ତି ପାଇଥିଲେ । ସେତେବେଳେ ମନ୍ତ୍ରୀ ମାନଙ୍କୁ ମାସିକ ବେତନ ମିଳୁଥିଲା । ଇଂରେଜ ସରକାରଙ୍କଠାରୁ ଦରମା ନେଇ କାମ କଲେ ଲୋକଙ୍କୁ ନିରପେକ୍ଷ ସେବା ଦେବା ସମ୍ଭବ ନୁହେଁ ବୋଲି ଯୁକ୍ତି କରି ସେ ଅବୈତନିକ ମନ୍ତ୍ରୀପଦ ପାଇଁ ପ୍ରସ୍ତାବ ରଖିଥିଲେ । ସରକାର ଏଥିରେ ରାଜି ନ ହେବାରୁ ୯ ମାର୍ଚ୍ଚ ୧୯୨୩ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।


ପୁରା ପଢ଼ନ୍ତୁ...

ଏଇଟି ଗତବର୍ଷ ପୁରୁଣା ବଛା ଲେଖା, ନୁଆ ତିଆରି କରନ୍ତୁ


ଅଭିଲେଖ

ଆଗାମୀ ମାସର ବଛା ଲେଖା ଅନୁରୋଧ

ଓଡ଼ିଆ ଉଇକିପିଡ଼ିଆର କୌଣସି ପ୍ରସଙ୍ଗକୁ ଆସନ୍ତା ଏକ ମାସର ବଛାଲେଖା ଭାବେ ପ୍ରଧାନ ପୃଷ୍ଠାରେ ସ୍ଥାନିତ କରିବାକୁ ଚାହୁଁଥିଲେ, ତଳେ ଥିବା ତାଲିକାରେ ସେହି ମାସ ନିମନ୍ତେ ନିଜ ମନୋନୀତ ପ୍ରସଙ୍ଗଟିର ନାମ ଲେଖନ୍ତୁ ।

ମାସର ବଛା ଲେଖା ଅନୁରୋଧ, ୨୦୧୬

ଜାନୁଆରୀ ପାଇଁ ମନୋନୟନ

ପ୍ରସଙ୍ଗର ନାମ:

ଫେବୃଆରୀ ପାଇଁ ମନୋନୟନ

ପ୍ରସଙ୍ଗର ନାମ: ହ୍ଵାଟ୍ସଅପ୍ --T3knikalteenager (ମୋ ଆଲୋଚନା) ୦୭:୦୮, ୨ ଫେବୃଆରୀ ୨୦୧୬ (IST)[reply]

ପ୍ରସଙ୍ଗର ନାମ: ଗାନ୍ଧୀ ତିରୋଧାନ--Aliva Sahoo ୨୩:୫୨, ୨ ଫେବୃଆରୀ ୨୦୧୬ (IST)

ମାର୍ଚ୍ଚ ପାଇଁ ମନୋନୟନ

ପ୍ରସଙ୍ଗର ନାମ: ଦୋଳପର୍ବ

ଅପ୍ରେଲ ପାଇଁ ମନୋନୟନ

ପ୍ରସଙ୍ଗର ନାମ: ଓଡ଼ିଶା ବିଷୟଟି କାରଣ ଅପ୍ରେଲ ମାସରେ ଓଡ଼ିଶା ଦିବସ ପାଳନ କରାଯାଏ - ମୋର ମନୋନୀତ ବଛା ଲେଖା । -Pmsarangi (ମୋ ଆଲୋଚନା) ୧୪:୦୯, ୨୩ ମାର୍ଚ୍ଚ ୨୦୧୬ (IST)[reply]

ମଇ ପାଇଁ ମନୋନୟନ

ପ୍ରସଙ୍ଗର ନାମ:ଓଡ଼ିଆ ନୂଆବର୍ଷ ବା ପଣା ସଂକ୍ରାନ୍ତି ଅଥବା ହନୁମାନ ଜୟନ୍ତୀ - ମୋର ମନୋନୀତ ବଛା ଲେଖା । --Pmsarangi (ମୋ ଆଲୋଚନା) ୧୪:୧୮, ୨୩ ମାର୍ଚ୍ଚ ୨୦୧୬ (IST)[reply]

ଜୁନ ପାଇଁ ମନୋନୟନ

ପ୍ରସଙ୍ଗର ନାମ: ଅଟାରୀ--Adyasha1994 (ମୋ ଆଲୋଚନା)

ଜୁଲାଇ ପାଇଁ ମନୋନୟନ

ପ୍ରସଙ୍ଗର ନାମ:ବନ୍ଧୁତା--Abha S Pradhan (ମୋ ଆଲୋଚନା) ୦୩:୨୫, ୨୮ ମଇ ୨୦୧୬ (IST)[reply]

ଅଗଷ୍ଟ ପାଇଁ ମନୋନୟନ

ପ୍ରସଙ୍ଗର ନାମ:ସରବଜିତ ସିଂ--Subharajit Jena (ମୋ ଆଲୋଚନା)

ସେପ୍ଟେମ୍ବର ପାଇଁ ମନୋନୟନ

ଅକ୍ଟୋବର ପାଇଁ ମନୋନୟନ

ପ୍ରସଙ୍ଗର ନାମ:

ନଭେମ୍ବର ପାଇଁ ମନୋନୟନ

ପ୍ରସଙ୍ଗର ନାମ:

ଡିସେମ୍ବର ପାଇଁ ମନୋନୟନ

ପ୍ରସଙ୍ଗର ନାମ:

Tags:

ମାସର ବଛା ଲେଖା ଆଗାମୀ ଅନୁରୋଧମାସର ବଛା ଲେଖାମଧୁବାବୁଙ୍କ ଉପରେ ଜାରିକରାଯାଇଥିବା ଡାକଟିକଟ

🔥 Trending searches on Wiki ଓଡ଼ିଆ:

ମ୍ୟାଲେରିଆଜର୍ମାନୀସଂସଦୀୟ ଗଣତନ୍ତ୍ରଚିନ୍ତାମଣି ବେହେରାଓଡ଼ିଆ ଭାଗବତସ୍ୱର ବର୍ଣ୍ଣ୧ ସେପ୍ଟେମ୍ବରହିପୋପୋଟାମସବଳଦେବଜୀଉ ମନ୍ଦିରପ୍ରତିଭା ରାୟରାଧାମୋହନ ଗଡ଼ନାୟକକଲମ୍ବିଆଅମୃତଭଣ୍ଡାନୀଳକଣ୍ଠ ଦାସଜାନକୀ ବଲ୍ଲଭ ପଟ୍ଟନାୟକ୨୫ ନଭେମ୍ବରଚିତ୍ତରଞ୍ଜନ ଦାସବୀରମହାରାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଆଲେକ୍‌ଜାଣ୍ଡର୍ ମହାନଇଣ୍ଡୋନେସିଆଗୋକୁଳାନନ୍ଦ ମହାପାତ୍ରଚନ୍ଦ୍ରଗୁପ୍ତଓଡ଼ିଆ ନାଟକଓଡ଼ିଶୀଲଣ୍ଡନଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରପରିସଂଖ୍ୟାନଗୌରୀଶଙ୍କର ରାୟୟୁରୋପଚୀନତାରାତାରିଣୀ ମନ୍ଦିରତ୍ରିଭୁଜବୈକୁଣ୍ଠନାଥ ପଟ୍ଟନାୟକତିର୍ଥେଶ୍ୱର ଶିବ ମନ୍ଦିରଶ୍ରୀରାଧାପୌଷଲୁଣବିନୋଦ ଚନ୍ଦ୍ର ନାୟକବଲାଙ୍ଗୀର୧୯୮୮ମନୋରଞ୍ଜନ ଦାସ୧୯ ଫେବୃଆରୀଜ୍ଞାନକୋଷପରିବେଶଜୁନାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗଙ୍ଗା ଦଶହରାବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମିଳିତ ଜାତିସଂଘସରସ୍ୱତୀଗନ୍ଧମାର୍ଦନ୫ ମଇଲବଣ ସତ୍ୟାଗ୍ରହଚକ୍ଷୁଗୋଲକ ଫାଟସୀତା ବିବାହକଳାପାହାଡ଼୧୫୭୨ମୂରଲୀଧର କୁଅଁରକାଳୀଚରଣ ପଟ୍ଟନାୟକକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଦୁଃଖୀରାମ ସ୍ୱାଇଁପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରଓଡ଼ିଆ କାବ୍ୟ କବିତାଭାରତର ଜାତୀୟ ପତାକାଆସନ🡆 More