ଶିକ୍ଷଣ

ସହଯୋଗ ସୂଚୀ: ପ୍ରଶ୍ନ · ଉଇକିକୋଡ଼ ଖୋଜା · ଜାଣିବା କଥା · ସାରକଥା ପଢ଼ିବା · ୱେବ ଚାଟ ଜରିଆରେ ସିଧା ସହଯୋଗ · ସହଯୋଗ · ଆଧାର · ଶିକ୍ଷଣ

ଆରମ୍ଭ   ସମ୍ପାଦନା   ସଜାଡ଼ିବା   ଉଇକିପିଡ଼ିଆର ଲିଙ୍କସବୁ   ଆଧାର ଦେବା   ଆଲୋଚନା ପୃଷ୍ଠା   ଜାଣିବା କଥା   ନୂଆ ଖାତା ଖୋଲିବା   ଶେଷ କଥା    

ଉଇକିପିଡ଼ିଆକୁ ବଦଳାଇବା ଶିକ୍ଷଣ – ଆରମ୍ଭ

କେମିତି ବଦଳାଇବେ ଉଇକିପିଡ଼ିଆର ଲେଖା ସବୁକୁ

ଉଇକିପିଡ଼ିଆ ଗୋଟିଏ ମିଳିତ ଚେଷ୍ଟାରେ ତିଆରି ଜ୍ଞାନକୋଷ ଯେଉଁଥିରେ ଆପଣ ବି ଭାଗନେଇ ପାରିବେ ଓ ଲେଖାସବୁ ଲେଖିପାରିବେ/ବଦଳାଇପାରିବେ । ଏହି ଶିକ୍ଷଣ ଆପଣଙ୍କୁ ଉଇକିପିଡ଼ିଆ ଦାତାଟିଏ ହେବାରେ ସାହାଯ୍ୟ କରିବ ।

ଏହି ତଳ ପୃଷ୍ଠାସବୁ ଆପଣଙ୍କୁ ଉଇକିପିଡ଼ିଆର ଲେଖାସବୁର ଶୈଳୀ ଓ ଭିତର ଭାଗ ଉପରେ ଅଧିକ ଜାଣିବାରେ ସାହାଯ୍ୟ କରିବ, ଆହୁରି ବି ଉଇକିମିଡ଼ିଆ ସଂଘ, ଉଇକିପିଡ଼ିଆର ନୀତିନିୟମ ଓ ସଭାସବୁ ବିଷୟରେ ଜାଣିବାରେ ସାହାଯ୍ୟ କରିବ ।

ଏହା ଏକ ପ୍ରାଥମିକ ଶିକ୍ଷଣ, ଏକ ସବିଶେଷ ବଖାଣ ନୁହେଁ । ଯଦି ଆପଣ ଅଧିକ ଜାଣିବାକୁ ଚାହୁଁଥାନ୍ତି, ତେବେ ବାକି ପୃଷ୍ଠାମାନଙ୍କୁ ଯିବାପାଇଁ ଏଠାରେ ଲିଙ୍କସବୁ ଅଛି । ଆପଣ ସେସବୁକୁ ଅଲଗା ପତି/ଉଇଣ୍ଡୋ (Tab/Window)ରେ ଖୋଲି ପଢ଼ି ପାରନ୍ତି ।

"ପରଖ ଘର"କୁ ଯିବା ପାଇଁ ଲିଙ୍କ ସବୁ ଅଛି ଯେଉଁଥିରେ ଆପଣ ଯଦି କିଛି ଶିଖିବାକୁ ଚାହୁଁଥାନ୍ତି ସେଠାରେ ଅଭ୍ୟାସ କରିପାରିବେ । ନୂଆ ନୂଆ ପରଖ କରନ୍ତୁ ଓ ନୂଆ ନୂଆ କଥା ଜାଣନ୍ତୁ! ସେଠାରେ ଆପଣ କିଛି ପରଖ କଲେ କେହି କିଛି ଭାବିବେ ନାହିଁ ।

ତେଣୁ, ଆସନ୍ତୁ ଉଇକିପିଡ଼ିଆରେ ଲେଖାସବୁକୁ ବଦଳାଇବା ଶିଖିବା !!

ମନେରଖନ୍ତୁ: ଏହି ଶିକ୍ଷଣ ଆଗରୁ ରଖାଯାଇଥିବା ମୂଳ ଗଢ଼ଣକୁ ନେଇ ତିଆରି କରାଯାଇଛି, ଯଦି ଆପଣ ଲଗଇନ କରି ନାହାନ୍ତି କିମ୍ବା ନିଜ ପସନ୍ଦସବୁକୁ ବଦଳାଇଛନ୍ତି ତେବେ ଲିଙ୍କଗୁଡ଼ିକର ଅବସ୍ଥାନ ଅଲଗା ଅଲଗା ହୋଇପାରେ ।

Tags:

ଉଇକିପିଡ଼ିଆ:Cheatsheetଉଇକିପିଡ଼ିଆ:Glossaryଉଇକିପିଡ଼ିଆ:Help deskଉଇକିପିଡ଼ିଆ:Questionsଉଇକିପିଡ଼ିଆ:Reference deskଉଇକିପିଡ଼ିଆ:ଜାଣିବା କଥାସହଯୋଗ:ବିଷୟବସ୍ତୁ

🔥 Trending searches on Wiki ଓଡ଼ିଆ:

ଅରୁଣ କୁମାର ସାହୁଜଗା ହାତରେ ପଘା (୨୦୧୫)ସାହି ଯାତସବୁଜପଠାଣି ସାମନ୍ତମହାତ୍ମା ଗାନ୍ଧୀକପିଳାସ ଶିବ ମନ୍ଦିରଶ୍ରୀ ଅରବିନ୍ଦଚିନ୍ତାମଣି ମହାନ୍ତିମୁନ୍ନା- ଏ ଲଭ୍ ଷ୍ଟୋରୀକଲିକତା ନାଇଟ ରାଇଡ଼ରନନ୍ଦ କିଶୋର ବଳଲୁଲିକୋନାଜୋଲସମୟମଣ୍ଡଳଟୁକୁନି ସାହୁପଟ୍ଟଚିତ୍ରଦେବସ୍ନାନ ପୂର୍ଣ୍ଣିମାଉତ୍କଳସାମୁଦ୍ରିକ କ୍ରୋନୋମିଟରଆର୍ତ୍ତବଲ୍ଲଭ ମହାନ୍ତିବବୁନ୍ ମାଙ୍କଡ଼ଆରଣ୍ୟକଓମ୍ନୂତନ ବର୍ଷଓଡ଼ିଆ ଭ୍ରମଣ ସାହିତ୍ୟଦ୍ୱିତୀୟ ବିଶ୍ୱଯୁଦ୍ଧତ୍ରିଭୁଜବିଶ୍ୱ ପରିବେଶ ଦିବସଡେଭିଡ କାମେରନନିଗମାନନ୍ଦ ପରମହଂସଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଚନ୍ଦନେଶ୍ୱର ମନ୍ଦିରରକ୍ତ ଶ୍ରେଣୀସମ୍ବାଦ (ଖବରକାଗଜ)ଓଡ଼ିଶା ଭାସ୍କରଶାରଦା ପ୍ରସାଦ ନାୟକଉପନିଷଦଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଉଇକିମିଡ଼ିଆ ଫାଉଣ୍ଡେସନଉଇକିଡାଟାଦେବଦୁର୍ଲ୍ଲଭ ଦାସପଣା ସଂକ୍ରାନ୍ତିମହାନଦୀଆବ୍ରୋସିଟିନିବବିଶ୍ଵ ଓଜୋନ ଦିବସବରଗଡ଼ ଜିଲ୍ଲାନିମ୍ବଅମର ସିଂହ ଚମକିଲାଜ୍ଞାନପୀଠ ପୁରସ୍କାରଓଡ଼ିଆ ଭାଗବତଭାରତ ଛାଡ଼ ଆନ୍ଦୋଳନବଲ୍ଲଭଭାଇ ପଟେଲଘସିପୁରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କନ୍ନଡ଼ ଭାଷାଶ୍ରୀନିବାସ ରାମାନୁଜନଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟରାମଚନ୍ଦ୍ର ମିଶ୍ରଯାଯାବର (୧୯୭୫ର କଥାଚିତ୍ର)ଖୋର୍ଦ୍ଧାଫତୁରାନନ୍ଦଧରିତ୍ରୀବଦ୍ରୀନାଥ ମନ୍ଦିରକାଳିନ୍ଦୀ ଚରଣ ପାଣିଗ୍ରାହୀଡିଡି ଓଡ଼ିଆଶୁଖୁଆକାଳୀଚରଣ ପଟ୍ଟନାୟକକୋରିଆ ଯୁଦ୍ଧତରୁଣକାନ୍ତି ମିଶ୍ରଲୋକ ସଭାଇଦ ଉଲ-ଫିତର🡆 More