ଆୟୋଟ୍ରକ୍ସିକ ଏସିଡ

ଆୟୋଟ୍ରକ୍ସିକ ଏସିଡ (ଇଂରାଜୀ ଭାଷାରେ Iotroxic acid, ଅନ୍ୟ ନାମ ମ୍ୟାଗନେସିଅମ ଆୟୋଟ୍ରକ୍ସେଟ/meglumine iotroxate, ଏକ ପଦାର୍ଥ ଯାହା ରଞ୍ଜନରଶ୍ମି କଲାବେଳେ କଣ୍ଟ୍ରାସ୍ଟ ମିଡିଅମ (contrast medium) ଭାବରେ ବ୍ୟବ‌ହାର କରାଯାଏ । ପିତ୍ତକୋଷ (gall bladder) ଓ ବିଲିଆରି ଟ୍ରାକ୍ଟ (biliary tract) ପରୀକ୍ଷା କଲାବେଳେ ଏହା ବିଶେଷ ଭାବରେ ବ୍ୟବ‌ହାର କରାଯାଏ । ଏହା ଶିରା ଇନଫ୍ୟୁଜନ (slow injection into a vein) ଆକାରରେ ଦିଆଯାଏ ।

ଆୟୋଟ୍ରକ୍ସିକ ଏସିଡ
ଆୟୋଟ୍ରକ୍ସିକ ଏସିଡ
Clinical data
Trade namesBiliscopin, others
AHFS/Drugs.comInternational Drug Names
ATC code
Identifiers
IUPAC name
  • 3-{2-[2-(2-{[(3-carboxy-2,4,6-triiodophenyl)carbamoyl]methoxy}ethoxy)ethoxy]acetamido}-2,4,6-triiodobenzoic acid
CAS Number
PubChem CID
ChemSpider
UNII
KEGG
ChEMBL
ECHA InfoCard100.051.726 Edit this at Wikidata
Chemical and physical data
FormulaC22H18I6N2O9
Molar mass1215.81314 g/mol
3D model (JSmol)
SMILES
  • O=C(Nc1c(I)c(c(I)cc1I)C(=O)O)COCCOCCOCC(=O)Nc2c(I)c(C(=O)O)c(I)cc2I

ସାଧାରଣତା କୌଣସି ପ୍ରତିକ୍ରିୟା ହୁଏନାହିଁ । ଯଦି କ୍ୱଚିତ ହୁଏ ତେବେ ବାନ୍ତି, ଚମ ଲାଲ ଦେଖାଯାଏ (skin flushing), ମୁଣ୍ଡବଥା, ଗଲୁ ଓ ନିମ୍ନ ରକ୍ତଚାପ (low blood pressure) ହୋଇପାରେ । କ୍ୱଚିତ୍ ବାତ seizures ମାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । ଆୟୋଡିନ ଆଲର୍ଜି (iodine allergy) ଥିବା ଲୋକ ଏହା ବ୍ୟବ‌ହାର କରିବା ମନା । ଏହା ଡାଇଓନିକ ଡାଇମର (diionic dimer) ଶ୍ରେଣୀର ଏକ ଆୟୋଡିନ ଥିବା କଣ୍ଟ୍ରାସ୍ଟ ମିଡିଆ (iodine containing contrast media) ଥିବା ପଦାର୍ଥ ।

ଆୟୋଟ୍ରକ୍ସିକ ଏସିଡ ପ୍ରଥମେ ସନ ୧୯୭୬ରେ ପ୍ରସ୍ତୁତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ବିକଶିତ ଦେଶମାନଙ୍କରେ (developed world) ଏମଆରସିପି (magnetic resonance cholangiopancreatography ବା MRCP) ମିଳୁଥିବାରୁ ଏହା କ୍ୱଚିତ ବ୍ୟବ‌ହାର ହୁଏ ।

ଆଧାର

Tags:

en:biliary tracten:contrast mediumen:gall bladderen:intravenous infusionପିତ୍ତକୋଷରଞ୍ଜନରଶ୍ମି

🔥 Trending searches on Wiki ଓଡ଼ିଆ:

Globe ruptureନକ୍ସଲବାଦଅଂଶୁଘାତବଲ୍ଲଭଭାଇ ପଟେଲପ୍ରାଣକୃଷ୍ଣ ପରିଜାଶରଧାବାଲିଇନଷ୍ଟାଗ୍ରାମ୧୯୫୩ସୌର ଜଗତଦ୍ରାଘିମାସାରଳା ଦାସପାର୍ବତୀଜାପାନୀ ଭାଷାଦୁଃଖୀରାମ ସ୍ୱାଇଁସୁକୁମାର ସେନବିଦ୍ୟାଳୟମନମୋହନ ସାମଲସ୍ୱାମୀ ବିବେକାନନ୍ଦଅଶୋକ ସମ୍ରାଟ୧୧ ଅପ୍ରେଲଉତ୍ତମ ମହାନ୍ତିଚନ୍ଦକା ହାତୀ ଅଭୟାରଣ୍ୟବୃହସ୍ପତିଭାରତୀୟ ସମ୍ବିଧାନwiki.phtmlଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟରଜଖାଦ୍ୟ ଖଣିଜ ଲବଣହନୁମାନ୧୪୦୫ସୁଦଶା ବ୍ରତମଧ୍ୟ ଏସିଆବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟଶବ୍ଦ (ପଦ)ରାଉରକେଲାଯୁକ୍ତରାଷ୍ଟ୍ର ଆମେରିକାବଡ଼ିକ୍ଲାଉଡ଼ ଟେକ୍ନୋଲୋଜିକଳିଙ୍ଗ ଯୁଦ୍ଧଯକୃତଅମୃତଭଣ୍ଡା୧ ଅପ୍ରେଲମହାଦେଶରବି ସିଂପଣା ସଂକ୍ରାନ୍ତି୨୦୧୪୭ ଅପ୍ରେଲଟିଟିଲାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କପିଳେନ୍ଦ୍ର ଦେବଉଇକିମିଡ଼ିଆ ଫାଉଣ୍ଡେସନଚୈତ୍ରବନ୍ଦେ ଉତ୍କଳ ଜନନୀଗ୍ରହଉତ୍କଳ ବ୍ରାହ୍ମଣନୀଳକଣ୍ଠ ଦାସ୯ ଫେବୃଆରୀଗଣନ ସଂଖ୍ୟାବଲାଙ୍ଗୀରସଂସଦୀୟ ଗଣତନ୍ତ୍ରବ୍ରାହ୍ମଣନଅଙ୍କ ଦୁର୍ଭିକ୍ଷକଟକରବୀନ୍ଦ୍ରନାଥ ଠାକୁରଗୋପୀନାଥ ନନ୍ଦଗଙ୍ଗାଧର ମେହେରଗୁଣନଭକ୍ତ ଚରଣ ଦାସଆଙ୍ଗୋଲାଦୀପକ ମିଶ୍ର🡆 More