ଆଚାର୍ଯ୍ୟ ହରିହର

ଆଚାର୍ଯ୍ୟ ହରିହର (୮ ମାର୍ଚ୍ଚ ୧୮୭୯ -୨୧ ଫେବୃଆରୀ ୧୯୭୧) ଓଡ଼ିଶାରେ ଜନ୍ମିତ ଜଣେ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷକ ଓ ସମାଜସେବୀ ଥିଲେ । ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷକ ରୂପେ ସତ୍ୟବାଦୀର ସାହିତ୍ୟ-କର୍ମରେ ସକ୍ରିୟ ଓ ସଫଳ ଅଂଶଗ୍ରହଣ କରିଥିଲେ । ସେ ଭଗବତ ଗୀତାର ଅନୁବାଦ ଓ ପିଲାଙ୍କ ବ୍ୟାକରଣ ପ୍ରଭୃତି ରଚନା କରିଥିଲେ ।

ଆଚାର୍ଯ୍ୟ

ହରିହର ଦାସ
ଆଚାର୍ଯ୍ୟ ହରିହର
ସୁନାମଣି ସାମଲଙ୍କଦ୍ୱାରା ଅଙ୍କିତ
ଜନ୍ମ
ହରିହର ବ୍ରହ୍ମା

(1879-03-08)୮ ମାର୍ଚ୍ଚ ୧୮୭୯


(ଫାଲ୍‌ଗୁନ ପୂର୍ଣ୍ଣିମା)
ଶ୍ରୀରାମଚନ୍ଦ୍ରପୁର, ସାକ୍ଷୀଗୋପାଳ, ପୁରୀ ଜିଲ୍ଲା
ମୃତ୍ୟୁ୨୧ ଫେବୃଆରୀ ୧୯୭୧(1971-02-21) (ବୟସ ୯୧)
ଜାତୀୟତାଭାରତୀୟ
ବୃତ୍ତିଶିକ୍ଷକ
ଉଲ୍ଲେଖନୀୟ କୃତିଭଗବତ ଗୀତାର ଅନୁବାଦ, Child's Easy First Grammar
ପିତାମାତା(s)ମହାଦେବ ବ୍ରହ୍ମା, ଶ୍ରଦ୍ଧାଦେବୀ

ଜନ୍ମ ଓ ବାଲ୍ୟଜୀବନ

ଆଚାର୍ଯ୍ୟ ହରିହରଙ୍କ ଜନ୍ମ ଖ୍ରୀ. ଅ. ୧୮୭୯ରେ ସାକ୍ଷୀଗୋପାଳ ନିକଟସ୍ଥ ଶ୍ରୀରାମଚନ୍ଦ୍ରପୁରରେ ହୋଇଥିଲା । ତାଙ୍କ ମାତାଙ୍କ ନାମ ଶ୍ରଦ୍ଧାଦେବୀ ଓ ପିତାଙ୍କ ନାମ ମହାଦେବ ବ୍ରହ୍ମା ଥିଲା । ତାଙ୍କର ବାଲ୍ୟ ଶିକ୍ଷା ଗାଁ ଚାହାଳୀରେ ହୋଇଥିଲା ଓ ପରେ ସେ ପୁରୀ ଜିଲ୍ଲା ସ୍କୁଲରେ ଯୋଗଦାନ କରିଥିଲେ । ରେଭେନ୍ସା କଲେଜରୁ ଏଫ ଏ ପାସ କଲା ପରେ ସେ ଆଇନ ଶିକ୍ଷା ପାଇଁ କଲିକତା ଯାଇଥିଲେ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ ପ୍ରଭୁତି ତାଙ୍କର ଛୋଟ ବେଳର ବନ୍ଧୁ ଥିଲେ ।

ଟୀକା

Tags:

ଭଗବତ ଗୀତାସତ୍ୟବାଦୀ ବନବିଦ୍ୟାଳୟ

🔥 Trending searches on Wiki ଓଡ଼ିଆ:

ଇଷ୍ଟ ଇଣ୍ଡିଆ କମ୍ପାନୀପଞ୍ଚତନ୍ତ୍ରଭାରତୀୟ ମୁଦ୍ରାବୀଜାଣୁମଧୁସୂଦନ ଦାସବ୍ରହ୍ମୋତ୍ରୀ ମହାନ୍ତିମନୋଜ ଦାସଙ୍କ କଥା ଓ କାହାଣୀଖପୁରୀ କଣା ଅସ୍ତ୍ରୋପଚାରଦେଓମାଳୀପଦାର୍ଥସାହି ଯାତଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନୀଳକଣ୍ଠ ଦାସଗୋପବନ୍ଧୁ ଦାସବିଶ୍ୱଜିତ ଦାସଛବିଳ ମଧୁ ବର୍ଣ୍ଣବୋଧକୃଷ୍ଣଚନ୍ଦ୍ର ପାଣିଗ୍ରାହୀବ୍ରାହ୍ମ ସମାଜଲକ୍ଷ୍ମୀକାନ୍ତ ମହାପାତ୍ରବିଜ୍ଞାନଅମୃତଭଣ୍ଡାଉପେନ୍ଦ୍ର ଭଞ୍ଜମୋଗଲ ସାମ୍ରାଜ୍ୟମହମ୍ମଦଆଚାର୍ଯ୍ୟ ହରିହରନେପୋଲିୟନ ବୋନାପାର୍ଟଶ୍ୱେତସାରବୌଦ୍ଧ ଧର୍ମଶିମିଳିପାଳ ଜାତୀୟ ଉଦ୍ୟାନଉତ୍ତମ ମହାନ୍ତିବଣ୍ଡ (ଅର୍ଥ)ଓଡ଼ିଶାର ଇତିହାସବୌଦ୍ଧ ଜିଲ୍ଲାମାଲଟାକଳାପାହାଡ଼ମୁକ୍ତେଶ୍ୱର ଦେଉଳଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ୫ ମଇବାଞ୍ଛାନିଧି ମହାନ୍ତିବେଲମ୍ୟାଲେରିଆପ୍ରତୀକ୍ଷାନଅଙ୍କ ଦୁର୍ଭିକ୍ଷବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ ଲିପିମହୁମାଛିପ୍ଲାଟିପସବିଶ୍ୱନାଥ କର୨୦୦୭କୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ମାଳତୀ ଚୌଧୁରୀସମ୍ବଲପୁର ଜିଲ୍ଲା୧୭୯୫ଜଣ୍ଡିସ୍ଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱରହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬ରାମକୃଷ୍ଣ ନନ୍ଦଲୋସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡଇଟାଲୀରାଜନୀତି ବିଜ୍ଞାନଆନିଫ୍ରୋଲୁମାବପଖାଳ ଦିବସପଣାଦାସକାଠିଆଜଗନ୍ନାଥ🡆 More