ଅସମୀୟା ଭାଷା: ଭାରତରେ ବୋଲାଯାଉଥିବା ଆର୍ଯ୍ୟ ଭାଷା

ଅସମୀୟା ଭାଷା ଏକ ପୂର୍ବ ଭାରତୀୟ-ଆର୍ଯ୍ୟ ଭାଷା ଓ ଭାରତର ଆସାମ ରାଜ୍ୟର ସରକାରୀ ଭାଷା । ଏଇ ଭାଷା ପ୍ରଧାନତଃ ଉତ୍ତର-ପୂର୍ବ ଭାରତର ଆସାମରେ ବ୍ୟବହାର କରା ହୁଏ । ଅରୁଣାଚଳ ପ୍ରଦେଶର କିଛି କିଛି ଜାଗାରେ ଏବଂ ଉତ୍ତର-ପୂର୍ବାଞ୍ଚଳର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଅସମିୟା ଭାଷୀ ଲୋକ ଅଛନ୍ତି । ଅସମୀୟା-ଭିତ୍ତିକ ନାଗାମିଜ ନାମର ଗୋଟିଏ କ୍ରିଓଲ ଭାଷା ନାଗାଲ୍ୟାଣ୍ଡରେ ବ୍ଯାପକଭାବେ ବ୍ଯବହାର ହୁଏ । ଭୂଟାନରେ ମଧ୍ୟ କିଛିସଂଖ୍ଯକ ଅସମୀୟା ଭାଷୀ ଲୋକ ଅଛନ୍ତି । ଆସାମରେ ଅଧୁନା ଅସମୀୟା ଭାଷୀଙ୍କ ସଂଖ୍ୟା ୧.୩୦ କୋଟିରୁ ଅଧିକ ବିଶ୍ୱରେ ଅସମିୟାଭାଷୀଙ୍କ ସଂଖ୍ୟା ପ୍ରାୟ ୨ କୋଟି। ଓଡ଼ିଆ ଓ ବଙ୍ଗଳା ସାଙ୍ଗେ ଅସମିୟା ଭାଷାର ଯଥେଷ୍ଟ ସମାନତା ରହିଛି । ଏହା ଅସମୀୟା ଲିପିରେ ଲେଖା ହୁଏ ।

ଅସମୀୟା
অসমীয়া Ôxômiya
Native toଭାରତ
ଅଞ୍ଚଳଆସାମ, ଅରୁଣାଚଳ ପ୍ରଦେଶ
ମାତୃଭାଷୀ
୧,୩୦,୭୯,୬୯୬ (୧୯୯୧)
ଇଣ୍ଡୋ-ଇଉରୋପିଆନ
  • ଇଣ୍ଡୋ-ଇରାନିଆନ
    • ଅସମୀୟା
ଅସମୀୟା ଲିପି
ଆଧିକାରିକ ସ୍ଥିତି
କେଉଁଠି ରାଜଭାଷା:
ଆସାମ
ଭାଷା କୋଡ୍
ISO ୬୩୯-୧as
ISO ୬୩୯-୨asm
ISO ୬୩୯-୩asm
Linguasphere59-AAF-w

ଆଧାର

ବାହାର ତଥ୍ୟ

Tags:

ଅରୁଣାଚଳ ପ୍ରଦେଶଆସାମନାଗାଲାଣ୍ଡଭାରତଭୁଟାନ

🔥 Trending searches on Wiki ଓଡ଼ିଆ:

ବୌଦ୍ଧ ଜିଲ୍ଲା୧୯୮୯କପିଳେନ୍ଦ୍ର ଦେବମାସସିଂହଉତ୍କଳ ସମ୍ମିଳନୀଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଚୈତ୍ରଶକ୍ତି ପୀଠଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଶ୍ରୀରାମ ପଣ୍ଡାସାମାଜିକ ବିଜ୍ଞାନଆଶ୍ୱିନମଙ୍ଗଳଭକ୍ତ ଚରଣ ଦାସଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିମିଳିତ ଜାତିସଂଘ୨ ଜୁନଉଇକିପିଡ଼ିଆଗଣନ ସଂଖ୍ୟାକିଶୋର ପାଣିଗ୍ରାହୀରାଜକିଶୋର ରାୟଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସଲିଙ୍ଗରାଜ ମନ୍ଦିର୩୦ ଅପ୍ରେଲଅରବିନ୍ଦ କେଜରିୱାଲଅଖିଳ ମୋହନ ପଟ୍ଟନାୟକଦ୍ୱିତୀୟ ବିଶ୍ୱଯୁଦ୍ଧଓଡ଼ିଶାଶବ୍ଦ (ଧ୍ୱନି)ଜୟୀରାମ ସାମଲକୁଞ୍ଜବିହାରୀ ଦାଶବିଜୟ ମିଶ୍ର୧୭ ଅପ୍ରେଲଆନିଫ୍ରୋଲୁମାବଦୀପକ ମିଶ୍ରରାମକୃଷ୍ଣ ନନ୍ଦଶ୍ରୀରାଧାପୂର୍ବେଶ୍ୱର ଶିବ ମନ୍ଦିରଜଗନ୍ନାଥ ମନ୍ଦିରଉତ୍କଳ ଦିବସଆସନଡାଉନ ସିଣ୍ଡ୍ରୋମଓଡ଼ିଆ କଥାଚିତ୍ର ଜଗତଓଡ଼ିଶାର ସଂସ୍କୃତିପ୍ରସନ୍ନ କୁମାର ପାଟ୍ଟଶାଣୀଚନ୍ଦ୍ରଚକ୍ଷୁଗୋଲକ ଫାଟପରିବେଶଜୈନ ଧର୍ମଉଇକିଖବରମଙ୍ଗଳା ମନ୍ଦିରଗଣ୍ଡାଗଙ୍ଗାଧର ମେହେରଉଇକିମିଡ଼ିଆ ଫାଉଣ୍ଡେସନରାସନ କାର୍ଡ଼ (ଭାରତ)୬ ଜୁଲାଇପଦାର୍ଥମହିମା ଧର୍ମରବୀନ୍ଦ୍ରନାଥ ଠାକୁରଚେକ୍ ଗଣରାଜ୍ୟମଧ୍ୟ ଏସିଆପଖାଳଲଣ୍ଡନପ୍ରତିଭା ଶତପଥୀୟୁ ଟ୍ୟୁବକୃଷ୍ଣ୨ ଅପ୍ରେଲଓଡ଼ିଶା ବିଧାନ ସଭାଭାରତୀୟ ମୁଦ୍ରା୧୫୭୨ଅପରେଟିଙ୍ଗ ସିଷ୍ଟମ🡆 More