ରାମାୟଣ ଚରିତ୍ର ଅଶ୍ୱପତି

ଅଶ୍ୱପତି (अश्‍वपति)ଏକ ହିନ୍ଦୁ ପୌରାଣିକ ରାଜାମାନଙ୍କଙ୍କ ଉପାଧି ଅଶ୍ୱପତି କହିଲେ ହର୍ଷ ମାନଙ୍କ ମାଲିକ କୁ ବୁଝାଏ । ମହାପୁରାଣ ରାମାୟଣ ଅନୁସାରେ ଅଶ୍ୱପତି କଇକେୟ ରାଜ୍ୟର ରାଜା ଥିଲେ । ସେଠାରେ ବହୁ ସଂଖ୍ୟାରେ ଉତ୍ତମ ଅଶ୍ୱ ଥିବାରୁ ତାଙ୍କୁ ଅସପତି କୁହାଯାଉଥିଲା । କଇକେୟୀ , ଯିଏ ଦଶରଥଙ୍କ ପତ୍ନୀ ଥିଲେ ସେ ଅଶ୍ୱପତିଙ୍କ କନ୍ୟା ଥିଲେ । ତାଙ୍କର ସାତ ପୁତ୍ର ମଧ୍ୟରୁ ଯୁଦ୍ଧଜିତ ଜଣେ ଥିଲେ । ରାମାୟଣରେ ଯୁଦ୍ଧାଜୀତଙ୍କ ଭୂମିକା ଅହମ ଥିଲା । 

ପତ୍ନୀଙ୍କ ଦେଶାନ୍ତର 

ବାର ପାଇଥିବାରୁ ଅଶ୍ୱପତି ପକ୍ଷୀ ମାନଙ୍କ ଭାଷା ବୁଝିପାରୁଥିଲେ । କିନ୍ତୁ ବାର ସହ ଏକ ସର୍ତ ରହିଥିଲା । ସେ ଯଦି କାହାକୁ ପକ୍ଷୀ ମାନଙ୍କ ଥୁ ଜାଣିଥିବା ବିଷୟ କହିବେ ତେବେ ତାଙ୍କର ଜୀବନ ଚାଲିଯିବ । ଥରେରାଣୀଙ୍କ ସହ ଉଦ୍ୟାନରେ ଭ୍ରମଣ କରୁଥିବା ସମୟରେ ଏକ ଯୋଡ଼ା ହଂଶଙ୍କ କଥୋପକଥନ ଶୁଣିଲେ । ତାଙ୍କୁ ଏତେ ଆମୋଦ ଲାଗିଲା ଯେ ସେ ଖୁବ ହସିଲେ । କଇକେୟୀଙ୍କ ମାଁ ବା ତାଙ୍କର ପତ୍ନୀ ଯଦିଓ ଯାନୀ ଥିଲେ ଅଶ୍ୱପତି ଛଡ଼େଇ ମାନଙ୍କ କ୍କଥୋପକଥନ କଥା କହି ପାରିବେ ନାହି , ତଥାପି କୌତୁହଳ ଦମନ କରି ନ ପରି ପଚାରିଲେ । ଅଶ୍ୱପତି ଏଥିରେ ବିବ୍ରତ ହୋଇ ତାଙ୍କୁ ତାଙ୍କ ପିତା ମାତାଙ୍କ ଘରେ ତ୍ୟାଗ କରି ଆସିଲେ । 

ଦଶରଥଙ୍କ ପ୍ରତିଶ୍ରୁତି 

ରାଜା ଦଶରଥ ଅଶ୍ୱପତି ଓ ତାଙ୍କର ପୁତ୍ର ଯୁଦ୍ଧଜିତଙ୍କୁ କଥା ଡିଥିଲେ ଯେ କଇକେଇଙ୍କ ଅଉରସରୁ ଜାତ ପୁତ୍ର ହିଁ ତାଙ୍କ ପରେ ରାଜଗାଦି ପାଇବେ , ତଥାପି ପରିସ୍ଥିତି କ୍ରମେ ନିୟମାନୁସାରେ ଜେଷ୍ଠ ପୁତ୍ର ରାମଙ୍କୁ ରାଜା କରିଥିଲେ । ତାହା ତାଙ୍କର ପ୍ରତିଜ୍ଞାର ଭଙ୍ଗ ହେଇଥିଲା । 

ଆଧାର 

  • Dowson's Classical Dictionary of Hindu Mythology
  • Buck's Ramayana

Tags:

🔥 Trending searches on Wiki ଓଡ଼ିଆ:

ଜୀବସାରପ୍ରତିଭା ରାୟଦେବୀପ୍ରସନ୍ନ ପଟ୍ଟନାୟକଅମିୟ କୁମାରୀ ପାଢ଼ୀନବଦୁର୍ଗାକ୍ୟୁ. ଆର. କୋଡ଼୦ (ସଂଖ୍ୟା)ଓଡ଼ିଆ କଥାଚିତ୍ର ଜଗତନବଗୁଞ୍ଜରରାମଶଙ୍କର ରାୟନୀଲ ଆର୍ମଷ୍ଟ୍ରଙ୍ଗବନ୍ଦେ ଉତ୍କଳ ଜନନୀ (ଓଡ଼ିଆ କଥାଚିତ୍ର)ବିଶ୍ୱଜିତ ଦାସଜାପାନୀ ଭାଷାଓଡ଼ିଶାର ଲୋକନୃତ୍ୟଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଶାନ୍ତନୁ କୁମାର ଆଚାର୍ଯ୍ୟଚାରି ଶମ୍ଭୁ ମନ୍ଦିରବେଣୁଧର ରାଉତସୁଧୀର କୁମାର ସାମଲଦ୍ୱିତୀୟ ବିଶ୍ୱଯୁଦ୍ଧବୈଶାଖତାଇୱାନଉଦ୍‌ଜାନଓଡ଼ଗାଁବିଜୁ ପଟ୍ଟନାୟକଅତାବିରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାରତୀୟ ଜାତୀୟ କଂଗ୍ରେସମୌଳିକ ସଂଖ୍ୟାଭରତ (ରାମାୟଣ)ଦ୍ରାଘିମାସତ୍ୟନାରାୟଣ ରାଜଗୁରୁଉଷାକୋଠି ଅଭୟାରଣ୍ୟଅରିନ୍ଦମ ରାୟହୀରାକୁଦ ବନ୍ଧଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଭାଷାରମାକାନ୍ତ ରଥବାଞ୍ଛାନିଧି ମହାନ୍ତିଗୋପାଳକୃଷ୍ଣ ପଟ୍ଟନାୟକ୩ (ସଂଖ୍ୟା)କଟକଓଡ଼ିଶାର ପର୍ବପର୍ବାଣିଶ୍ରୀନିବାସ ରାମାନୁଜନସ୍ନେହସାରଲଘିଷ୍ଠ ସାଧାରଣ ଗୁଣିତକଅମ୍ବିକା (ମହାଭାରତ)୧୨ ମାର୍ଚ୍ଚସରସ୍ୱତୀ ବିଶ୍ୱେଶ୍ୱରବୈଷ୍ଣବ ପାଣିନେତାଜୀ ଇଣ୍ଡୋର ଷ୍ଟାଡିୟମଓଡ଼ିଶା ଭାସ୍କରତେନ୍ତୁଳିwiki.phtmlଓଡ଼ିଆ କାବ୍ୟ କବିତାପୂର୍ବ ଭାଦ୍ରପଦ (ନକ୍ଷତ୍ର)କୋଷହୃଷୀକେଶ ପଣ୍ଡାରାମଚନ୍ଦ୍ର ମିଶ୍ରଦିବାକର ପରିଡ଼ାରୋହିତ ଶର୍ମାକୋଣାର୍କକ୍ଷୁଦ୍ରକଣ ବିଜ୍ଞାନର ଆଦର୍ଶ ମାନଦଣ୍ଡବିଦ୍ୟୁତପ୍ରଭା ଦେବୀଯାଜପୁର ଜିଲ୍ଲାରଚନା ବାନାର୍ଜୀଘସିପୁରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)🡆 More