]
ଅଯୋଧ୍ୟା | |
---|---|
ସହର | |
ଦେଶ | ଭାରତ |
ରାଜ୍ୟ | ଉତ୍ତର ପ୍ରଦେଶ |
ଜିଲ୍ଲା | ଫୈଜାବାଦ |
Area | |
• ସମୁଦାୟ | 10.24 km2 (3.95 sq mi) |
Elevation | 93 m (305 ft) |
Population (2001) | |
• Total | ୪୯,୬୫୦ |
• Density | 4,800/km2 (13,000/sq mi) |
ଭାଷା | |
• ସରକାରୀ | ହିନ୍ଦୀ ଭାଷା |
Time zone | UTC+5:30 (IST) |
PIN | 224123 |
Telephone code | 05278 |
ଯାନବାହାନ ପଞ୍ଚୀକରଣ | UP-42 |
ଆଯୋଧ୍ୟା, ଉତ୍ତର ପ୍ରଦେଶ ରାଜ୍ୟର ଫୈଜାବାଦ ଜିଲ୍ଲାର ଏକ ପ୍ରାଚୀନ ସହର , ଯାହା ପ୍ରାଚୀନ ଅବଧର ରାଜଧାନୀ ଥିଲା । ଅଯୋଧ୍ୟା ଭଗବାନ ରାମଚନ୍ଦ୍ରଙ୍କ ଜନ୍ମଭୂମି ହେଇଥିବାରୁ ପବିତ୍ର ଯାତ୍ରାଧାମ ରୂପେ ପ୍ରସିଦ୍ଧ ।
ଦିଲ୍ଲୀଠାରୁ ୫୫୫ କି.ମି ଦୂର ଏହି ସହର ସରଯୁ ନଦୀର ଡାହାଣ ପାର୍ଶ୍ୱରେ ଅବସ୍ତିତ । ସଂସ୍କୃତ ଭାଷାରେ ଅଯୋଧ୍ୟାର ଅର୍ଥ ଯାହା ସମ୍ମୁଖରେ ଯୁଦ୍ଧ କରିନ ହେବ। ହରିଦ୍ୱାର ସମୁଦ୍ର ଉଚ୍ଚାଇଠାରୁ ୩୧୩୯ ମିଟର ଉଚ୍ଚରେ ଅବସ୍ତିତ ।
ପ୍ରକୃତି ପ୍ରେମୀଙ୍କ ପାଇଁ ହରିଦ୍ୱାର ସ୍ୱର୍ଗ ସମାନ ଅଟେ । ହରିଦ୍ୱାର ଭାରତୀୟ ସଂସ୍କୃତି ଏବଂ ସଭ୍ୟତାରେ ବିଭିନ୍ନ ସ୍ଥାନରେ ପ୍ରସିଦ୍ଧ । ପୌରାଣିକ ଆଖ୍ୟାନୁସାରେ ହରିଦ୍ୱାର ପୁରାଣରେ କପିଳସ୍ଥାନ, ଗଙ୍ଗାଦ୍ୱାର ଓ ମାୟାପୁରୀ ନାମରେ ବର୍ଣ୍ଣିତ । ହରିଦ୍ୱାର ଚାରିଧାମର ପ୍ରବେଶ ଦ୍ୱାର ଅଟେ । (ଉତ୍ତରା ଖଣ୍ଡରେ ଅବସ୍ତିତ ଚାରିଧାମ ଅର୍ଥତ - ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ)
This article uses material from the Wikipedia ଓଡ଼ିଆ article ଅଯୋଧ୍ୟା, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.