ଅମ୍ବିକା ଦେବୀ ଦେଉଳ, ବାରିପଦା

ଓଡ଼ିଶାର ବାରିପଦା ସହରର ମଧ୍ୟ ଭାଗରେ ମା' ଅମ୍ବିକା ଦେବୀଙ୍କ ପ୍ରାଚୀନ ମନ୍ଦିର ଅବସ୍ଥିତ । ମୟୁରଭଞ୍ଜର ତତ୍କାଳୀନ ଭୂୟାଁ ରାଜ ପରିବାରର ଗ୍ରାମ ଦେବତୀ ଭାବେ ମାଆ ଏକଦା ପୂଜା ପାଉଥିଲେ ।

କିମ୍ବଦନ୍ତୀ

ଆମ୍ବିକାଙ୍କ ପ୍ରତିଷ୍ଠା କାଳ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ମିଳେନାହିଁ । ଓଡ଼ିଶା ଗେଜେଟିଅରରେ ପ୍ରକାଶିତ ତଥ୍ୟ ଅନୁସାରେ, ମୟୁରଭଞ୍ଜର ରଜାମାନଙ୍କ ପୂର୍ବ ରାଜଧାନୀ ଥିଲା ହରିପୁରଗଡ଼ । ଦାମୋଦର ଭଞ୍ଜଙ୍କ ରାଜତ୍ୱ କାଳରେ ରାଜସିଂହସନ ଲୋଭରେ ତାଙ୍କ ସାନ ଭାଇ ଦାଶରଥୀ ଭଞ୍ଜ ମରହଟ୍ଟାଙ୍କୁ ସାହାଯ୍ୟ କରିଥିଲେ ।ଏହି ଭାତୃ ବିବାଦ ଫଳରେ ଦାମୋଦର ଭଞ୍ଜଙ୍କ ମୃତ୍ୟୁ ହେଲା ।ମୃତ ରାଜାଙ୍କ ବିଧବା ପତ୍ନୀ ସୁମିତ୍ରା ଦେବି ମୟୁରଭଞ୍ଜର ଶାସନ ଭରା ଗ୍ରହଣ କଲେ ।ମହାରାଣୀ ହେବାପରେ ସୁମିତ୍ରା ଦେବୀ ୧୮୦୩ରେ ବାରିପଦାକୁ ରାଜଧାନୀ ଉଠାଇ ଆଣିଥିଲେ ।ସେହି ସମୟରେ ଅମ୍ବିକା ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିବାର ଅନୁମାନ କରାଯାଏ ।

ପରମ୍ପରା

ଅମ୍ବିକା ଦେବୀ ବଡ଼ ପ୍ରତ୍ୟକ୍ଷ ବୋଲି ଲୋକଲୋଚନରୁ ଜଣାଯାଏ ।ଦେବୀଙ୍କ ନିକଟରେ ଉଭୟ ଆମିଷ ଓ ନିରାମିଷ ଭୋଗ ଲାଗି ହୁଏ ।

ପର୍ବ ପର୍ବାଣି

ଦୁର୍ଗାପୂଜା ଓ ମକର ସଂକ୍ରାନ୍ତି ଦେବୀଙ୍କ ମୁଖ୍ୟ ପର୍ବ ।

ଆଧାର

Tags:

ଅମ୍ବିକା ଦେବୀ ଦେଉଳ, ବାରିପଦା କିମ୍ବଦନ୍ତୀଅମ୍ବିକା ଦେବୀ ଦେଉଳ, ବାରିପଦା ପରମ୍ପରାଅମ୍ବିକା ଦେବୀ ଦେଉଳ, ବାରିପଦା ପର୍ବ ପର୍ବାଣିଅମ୍ବିକା ଦେବୀ ଦେଉଳ, ବାରିପଦା ଆଧାରଅମ୍ବିକା ଦେବୀ ଦେଉଳ, ବାରିପଦାଓଡ଼ିଶାବାରିପଦାମୟୁରଭଞ୍ଜ

🔥 Trending searches on Wiki ଓଡ଼ିଆ:

ଗୁଲଜାରପଞ୍ଚସଖାବାଣସ୍ତନ୍ୟପାନଇରା ମହାନ୍ତିଜଗନ୍ନାଥ ଦାସରବି ପଟ୍ଟନାୟକଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଗରୁଡ଼ଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାକୃଷ୍ଣକେନ୍ଦୁଝର ଜିଲ୍ଲାଅଶୋକ ସମ୍ରାଟନେପାଳହିନ୍ଦୁ ଧର୍ମଯଦୁମଣି ମହାପାତ୍ରଗୌତମ ବୁଦ୍ଧକୁମାରିଲ ଭଟ୍ଟମୁଡ଼ି ନାଏକୋଓଡ଼ିଶା ଉଚ୍ଚ ନ୍ୟାୟାଳୟପୁରୀଚନ୍ଦ୍ରଗୁପ୍ତଭାରତୀୟ ଜନଗଣନାଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାମନୋଜ ଦାସଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ରାମଶଙ୍କର ରାୟଯୁକ୍ତରାଷ୍ଟ୍ର ଆମେରିକାପଶ୍ଚିମ ଓଡ଼ିଶାପଣା ସଂକ୍ରାନ୍ତିଦାସକାଠିଆଇସଲାମ ଧର୍ମବୈଷୟିକ ବିଜ୍ଞାନଗୋପବନ୍ଧୁ ଦାସଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳପ୍ରାଚୀ ନଦୀଜୟ ଜଗନ୍ନାଥଚିତ୍ତରଞ୍ଜନ ଦାସଓଡ଼ିଆ କବି ମାନଙ୍କର ତାଲିକାଲାରି ସାଙ୍ଗରମସ୍କୋଅକ୍ଷୟ ତୃତୀୟାରେବତୀ (କ୍ଷୁଦ୍ରଗଳ୍ପ)ଏଚଆଇଭି/ଏଡସମହାପାତ୍ର ନୀଳମଣି ସାହୁକଥକଳୀଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଯକ୍ଷ୍ମାପୁଷ୍ଟିସାରପଠାଣି ସାମନ୍ତକୁନ୍ତଳା କୁମାରୀ ସାବତସିକ୍ଲ ସେଲ୍ ରୋଗ୩ (ସଂଖ୍ୟା)ଅଭିନେତ୍ରୀ (ନାରୀ କଳାକାର)ହନୁମାନ ଚାଳିଶାହରପ୍ରସାଦ ଦାସକ୍ରେଡିଟ କାର୍ଡ଼ଭାରତଅଚ୍ୟୁତ ସାମନ୍ତହରେକୃଷ୍ଣ ମହତାବଧର୍ମମଟର ସାଇକେଲଜଗନ୍ନାଥ ପ୍ରସାଦ ଦାସ🡆 More