ଅନ୍ତୋଦୟ ଅନ୍ନ ଯୋଜନା

ଅନ୍ତୋଦୟ ଅନ୍ନ ଯୋଜନା (AAY) , ଭାରତ ସରକାରଙ୍କ ପ୍ରଯୋଜିତ ଏକ ଯୋଜନା । ଏହାକୁ କେନ୍ଦ୍ର ସରକାର ୨୫ ଡିସେମ୍ବର ୨୦୦୦ ମସିହାରେ ପ୍ରଥମ କରି ଭାରତୀୟ ରାଜ୍ୟ ରାଜସ୍ଥାନରେ ପ୍ରଣଯନ କରିଥିଲେ ଓ ସାଂପ୍ରତିକ ଏହା ସମସ୍ତ ରାଜ୍ୟ ସମୂହରେ କାର୍ଯ୍ୟକାରୀ ହେଇ ଆସୁଛି । ଏହି ଯୋଜନାଦ୍ୱାରା ଦେଶର ଦରିଦ୍ରତମ ପରିବାର ମାନଙ୍କୁ ବହୁ ରିହାତି ଦରରେ ଅନ୍ନ ଯୋଗାଇ ଦିଆ ଯାଇଥାଏ ।ଏହି ଯୋଜନାକୁ ଦିନ ଦୟାଲ  ଉପଧ୍ୟାୟ ଅନ୍ତୋଦୟ ଯୋଜନା କୁହାଯାଏ । 

ପ୍ରଥମ ସ୍ତରରେ ଦେଶର ପ୍ରାୟ ୧୦,୦୦୦,୦୦୦ ଦରିଦ୍ରତାର ସୀମାରେଖା ତଳେ ଥିବା ଅତ୍ୟନ୍ତ ଦରିଦ୍ର ପରିବାରକୁ ଚିହ୍ନଟ କରାଯିବାର ପ୍ରକ୍ରିୟା କରାଯାଇ ସରକାରଙ୍କ ତରଫରୁ ସେମାନଙ୍କୁ ମାସିକ ୩୫ କିଲୋଗ୍ରାମ ଲେଖା ଚାଉଳ ବା ଗହମ ଖୁବ ରିହାତି ଦରରେ ଯୋଗେଇ ଦେବାର ବ୍ୟବସ୍ଥା କରା ଯାଇଥିଲା । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେଇଥିବା ପରିବାରମାନେ କିଲୋଗ୍ରାମ ପିଛା ୩ ଟଙ୍କାରେ ଚାଉଳ ଓ ୨ ଟଙ୍କାରେ ଗହମ ପାଇବାର ବ୍ୟବସ୍ଥା ରହିଲା । ଜୁନ ୨୦୦୩ , ଓ ଅଗଷ୍ଟ ୨୦୦୪ ମସିହାରେ ଏହି ଯୋଜନାର ପରିସର ବୃଦ୍ଧି କରାଯାଇ ଆହୁରି ୫,୦୦୦,୦୦୦ ଦରିଦ୍ର ସୀମା ରେଖା ତଳେ ରହିଥିବା ପରିବାରଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । 

ରେସନ କାର୍ଡ 

ଚିହ୍ନଟ ପ୍ରକ୍ରିୟାରେ ଚିହ୍ନଟ ହେଇଥିବା ହିତାଧିକାରୀ ପରିବାରକୁ " ଅନ୍ତୋଦୟ ରେସନ କାର୍ଡ " ନାମକ କାର୍ଡ ପ୍ରଦାନ କରାଯାଇଥିଲା । ହଳଦିଆ ରଙ୍ଗର ଏହି କାର୍ଡ ଏକ ପରିଚୟ ପତ୍ରର କାର୍ଯ୍ୟ ମଧ୍ୟ କରିଥାଏ । ଏହା ସହ ରେସନ ପାଇବାକୁ ସବୁଜ ରଙ୍ଗର ରେସନ କାର୍ଡ ମଧ୍ୟ ପ୍ରଦାନ କରାଯାଇଥିଲା । .

ପୁନଶ୍ଚ ଦେଖଣା 

  • Deen Dayal Upadhyay Antodaya Yojana

ଆଧାର 

Tags:

ଭାରତ

🔥 Trending searches on Wiki ଓଡ଼ିଆ:

ବିବାହମାଳତୀ ଚୌଧୁରୀକବିସୂର୍ଯ୍ୟ ବଳଦେବ ରଥ୧୮୬୬ଚୈତ୍ର ପୂର୍ଣ୍ଣିମାବିନୋଦ ଚନ୍ଦ୍ର ନାୟକପାର୍ବତୀକୁନ୍ତଳା କୁମାରୀ ସାବତଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱରଇଂଲଣ୍ଡଦ୍ରୌପଦୀ ମୁର୍ମୁଆଙ୍ଗୋଲାଦୀନକୃଷ୍ଣ ଦାସ୧୧ବିମ୍ବାଧର କୁଅଁରମନୋଜ ଦାସଶରଧାବାଲିଛବିଳ ମଧୁ ବର୍ଣ୍ଣବୋଧଶ୍ରୀଧର ଦାସସ୍ପେନଉଇକିମିଡ଼ିଆ ଫାଉଣ୍ଡେସନମଙ୍ଗଳ ପାଣ୍ଡେଜାନକୀ ବଲ୍ଲଭ ପଟ୍ଟନାୟକବିର୍ସା ମୁଣ୍ଡାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବନୃସିଂହ ଚରଣ ପଣ୍ଡାଡାଉନ ସିଣ୍ଡ୍ରୋମମହମ୍ମଦଓଡ଼ିଆ ଭାଷାବନ୍ଦେ ଉତ୍କଳ ଜନନୀAnifrolumabଇଷ୍ଟ୍ରାଡେଫାଇଲିନ୨୦୦୩ଓଡ଼ିଶାର କଳାଅଷ୍ଟ୍ରେଲିଆଲୋସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡବିଜ୍ଞାନବ୍ରାହ୍ମଣ୨୯ ଅପ୍ରେଲମହାନଦୀଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିହନୁମାନ ଚାଳିଶାଗୁରୁ ପ୍ରସାଦ ମହାନ୍ତିଆନନ୍ଦ ବାବୁଦେବଦୁର୍ଲ୍ଲଭ ଦାସଭାରତୀୟ ଡାକ ସେବାଏମିତି ଭାଇ ଜଗତେ ନାହିଁ୧୧ ଅପ୍ରେଲଶିମିଳିପାଳ ଜାତୀୟ ଉଦ୍ୟାନସୁନ୍ଦରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୁଞ୍ଜବିହାରୀ ତ୍ରିପାଠୀହୃଷୀକେଶ ପଣ୍ଡାମାଗୁଣି ଚରଣ ଦାସଖାରବେଳ ସ୍ୱାଇଁପଠାଣି ସାମନ୍ତଆଣ୍ଟିଅକ୍ସିଡାଣ୍ଟମୁକ୍ତେଶ୍ୱର ଦେଉଳଶାରଳା ପୁରସ୍କାରଗ୍ରେଗୋରି ପାଞ୍ଜିତୁଷାରକାନ୍ତି ବେହେରାଉପେନ୍ଦ୍ର ଭଞ୍ଜଜ୍ଞାନପୀଠ ପୁରସ୍କାରଜୟ ଜଗନ୍ନାଥଜିନା ସାମଲ🡆 More