ଅନୁପ ଜଲୋଟା (ଜନ୍ମ ୨୯ ଜୁଲାଇ ୧୯୫୩ ) ଜଣେ ଭାରତୀୟ ସଙ୍ଗୀତଜ୍ଞ ଓ ଗାୟକ । ସେ ତାଙ୍କର ଭଜନ ଓ ଗଜଲ ପରିବେଷଣ ନିମନ୍ତେ ଜଣାଶୁଣା । ସେ ଭଜନ ସମ୍ରାଟ ନାମରେ ହିନ୍ଦୀ ସଙ୍ଗୀତ ଜଗତରେ ଜଣ ।
ଅନୁପ ଜଲୋଟା | |
---|---|
Background information | |
ଜନ୍ମ | ୨୯ ଜୁଲାଇ ୧୯୫୩ |
ଜନ୍ମସ୍ଥାନ | ନୈନିତାଲ, ଭାରତ |
ଶୈଳୀ | ଭଜନ |
ପେଷା | ଗାୟକ |
କାର୍ଯ୍ୟକାଳ | ୧୯୮୫–ଏବେ ଯାଏଁ |
ଅନୁପ ଜଲୋଟା ଉତ୍ତରାଖଣ୍ଡର ନୈନିତାଲଠାରେ ପଞ୍ଜାବ ଶ୍ୟାମ ଚଉରାଶି ଘରାନାର ସୁପରିଚିତ କଣ୍ଠଶିଳ୍ପୀ ପୁରୁଷୋତ୍ତମ ଜଲୋଟାଙ୍କ ଔରସରୁ ଜନ୍ମ ନେଇଥିଲେ । ସେ ଲକ୍ଷ୍ନୌରେ ନିଜର ଶିକ୍ଷାଲାଭ କରିଥିଲେ ।
This article uses material from the Wikipedia ଓଡ଼ିଆ article ଅନୁପ ଜଲୋଟା, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.