ଅନନ୍ତ

ଅନନ୍ତ ବା Indian Sarsaparilla (Hemidesmus indicus)( ସଂସ୍କୃତ: କ୍ଷୀରିଣୀ, क्षीरिणी , Kshirini ) ହେଉଛି ଦକ୍ଷିଣ ଏସିଆରେ ଦେଖା ଯାଉଥିବା ଏକ ଗୁଳ୍ମ ଜାତିର ଉଦ୍ଭିଦ । ଏହାର ମୂଳ ଟାଣ, ସୁଗନ୍ଧଯୁକ୍ତ ଓ ଔଷଧୀୟ ଗୁଣରେ ପୂର୍ଣ୍ଣ ହୋଇଥିବାରୁ ସାଧାରଣରେ ଏ ଗଛକୁ ଲୋକେ ତା’ର ମୂଳ ପାଇଁ ଅନନ୍ତମୂଳ ବୋଲି ଚିହ୍ନନ୍ତି । ଏହାର କାଣ୍ଡ ବହୁଶାଖାଯୁକ୍ତ, ନରମ ଓ ଅଗ ଆଡ଼କୁ ମୋଟା । ପତ୍ରଗୁଡ଼ିକ ବିପରୀତ ପାଖରେ ଲଗାଲଗି ହୋଇ ରହିଥାଏ। ଫୁଲ ବାହାରୁ ସବୁଜ ଦେଖାଯାଏ କିନ୍ତୁ ଭିତରଟା ନାରଙ୍ଗୀ ରଙ୍ଗର । ଉତ୍ତରରେ ଗଙ୍ଗା ନଦୀର ଅବବାହିକାଠାରୁ ଆରମ୍ଭ କରି ପୂର୍ବରେ ଆସାମ ଓ ମଧ୍ୟ, ପଶ୍ଚିମ ତଥା ଦକ୍ଷିଣ ଭାରତରେ ମଧ୍ୟ ଏହା ଦେଖା ଯାଇଥାଏ ।

ଅନନ୍ତମୂଳ
ଅନନ୍ତ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Asterids
ଗଣ: Gentianales
କୁଳ: Apocynaceae
ଉପକୁଳ: Asclepiadoideae
ପ୍ରଜାତି: Hemidesmus
ଜାତି: H. indicus
ବାଇନୋମିଆଲ ନାମ
Hemidesmus indicus L. R.Br.
Synonyms
  • Periploca indicaIndian Sarsaparilla

ଉପଯୋଗ

ଏହା ଅନେକ ପ୍ରକାର ଔଷଧ ପ୍ରସ୍ତୁତିରେ ବ୍ୟବହୃତ ହୋଇଥାଏ । ଆୟୁର୍ବେଦରେ ବ୍ୟବହାର କରାଯାଉଥିବା ରସାୟନ ଊଦ୍ଭିଦ ଭିତରୁ ଏହା ଅନ୍ୟତମ । ଏହା ପିତ୍ତର ପ୍ରବାହକୁ ତ୍ୱରାନ୍ୱିତ କରେ ତଥା ପରିସ୍ରାର ପ୍ରବାହକୁ ବୃଦ୍ଧି କରିଥାଏ । ମୂତ୍ରନଳୀ ପ୍ରଦାହ ଏପରିକି ସିଫିଲିସ ରୋଗର ତୃତୀୟ ଓ ଚତୁର୍ଥ ସ୍ତରରେ ମଧ୍ୟ ଏହା ଉପକାରୀ ସିଦ୍ଧ ହୋଇଛି ।

ରାସାୟନିକ ସଂରଚନା

ଏହାର ମୂଳକୁ ପରୀକ୍ଷଣ କରି ଜଣା ଯାଇଛି ଯେ ଏଥିରେ କୌମାରିନ (coumarin) ଯାହାର ମୁଖ୍ୟ ଉପାଦାନ ହେଲା ପି-ମେଥୋକ୍ସି ସାଲିସିଲିକ ଆଲଡେହାଇଡ(p-methoxy salicylic aldehyde), ଦୁଇଟି ଷ୍ଟେରଲ (sterol), ଏବଂ ପ୍ରେଗ୍ନାନେ (pregnane) ଓ ଗ୍ଲାଇକୋସାଇଡ (glycoside)।

ଆହୁରି ଦେଖନ୍ତୁ

ଆଧାର

ବାହାର ଆଧାର

Tags:

ଅନନ୍ତ ଉପଯୋଗଅନନ୍ତ ରାସାୟନିକ ସଂରଚନାଅନନ୍ତ ଆହୁରି ଦେଖନ୍ତୁଅନନ୍ତ ଆଧାରଅନନ୍ତ ବାହାର ଆଧାରଅନନ୍ତ

🔥 Trending searches on Wiki ଓଡ଼ିଆ:

ପାଇଥନ୍ (ପ୍ରୋଗ୍ରାମିଂ ଭାଷା)ଶ୍ରୀଜଙ୍ଗଲିନକ୍ସ ବଣ୍ଟନସୁରେଶ କୁମାର ରାଉତରାୟନିତ୍ୟାନନ୍ଦ ମହାପାତ୍ରଟୁଇଟରଛ ମାଣ ଆଠ ଗୁଣ୍ଠ (ଓଡ଼ିଆ କଥାଚିତ୍ର)ସୂର୍ଯ୍ୟ ଦେବତାରତ୍ନାକର ଚଇନିଭଗବତୀ ଚରଣ ପାଣିଗ୍ରାହୀଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ଉଇକିପିଡ଼ିଆହାଡ଼ି ଦାସକିଶୋରଚନ୍ଦ୍ରାନନ୍ଦ ଚମ୍ପୂଆମାଜନ୍.କମ୍‌ରାମାନୁଜ ଆଚାର୍ଯ୍ୟଚବିଶ ଗୁରୁଜଳନଟବର ଶତପଥୀଚଳନ୍ତି ଠାକୁରଜାଭା (ପ୍ରୋଗ୍ରାମିଂ ଭାଷା)ଖାରବେଳସମୀର ରଞ୍ଜନ ଦାଶଶ୍ରୀନିବାସ ରାମାନୁଜନଅଶୋକ ସମ୍ରାଟଚିଲିକା ହ୍ରଦପ୍ରସନ୍ନ ଦାସମେକ୍ସିକୋଉତ୍କଳ ଦିବସକନ୍ଧମାଳ ଜିଲ୍ଲାବେଲଜ୍ଞାନପୀଠ ପୁରସ୍କାରହେମୋଫିଲିଆଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଶିଶୁପାଳଗଡ଼ତ୍ରିଭୁଜଓଡ଼ଗାଁବିର୍ସା ମୁଣ୍ଡାଜୟା ଶର୍ମା (କାର୍ଯ୍ୟକର୍ତ୍ତା)ପ୍ରସନ୍ନ ଆଚାର୍ଯ୍ୟଘଟଗାଁମଙ୍ଗଳା ମନ୍ଦିରସ୍ୱୋର୍ଡ ମାଛଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଚିତ୍ତରଞ୍ଜନ ଦାସକ୍ରିକେଟଭାରତୀୟ ଜାତୀୟ କଂଗ୍ରେସଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଉପେନ୍ଦ୍ର ଭଞ୍ଜକେଦାରନାଥ ମନ୍ଦିରଋତୁସ୍ରାବଓଡ଼ିଆ କଥାଚିତ୍ର ଜଗତଅଯୋଧ୍ୟାପୁନର୍ମିଳନପଖାଳଧର୍ମଅଶୋକାଷ୍ଟମୀଏଡା ଲଭ୍‌ଲେସ୍‌ମାହିମ ଦୁର୍ଗ , ମୁମ୍ବାଇଶବ୍ଦ (ଧ୍ୱନି)ଜଗନ୍ନାଥ ପ୍ରସାଦ ଦାସମେରୁ ଯାତ୍ରାମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଚ୍ୟୁତ ସାମନ୍ତନାରୀବାଦସୁଧାକର ନନ୍ଦଯୌଥ ପରିବାରଭୀମ ଭୋଇଇରା ମହାନ୍ତିରଘୁବଂଶନିତ୍ୟାନନ୍ଦ ଶତପଥୀ🡆 More