ଅଧର ପଣା

ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଅଧରପଣା ଭୋଗ କରାଯାଇଥାଏ । ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଶ୍ରୀବିଗ୍ରହମାନଙ୍କର ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ଲାଉତୁମ୍ବ ଭଳି ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ସବୁକୁ ରଥ ଉପରେ ରଖାଯାଇଥାଏ । ପ୍ରତି ରଥରେ ୩ହାଣ୍ଡି ହିସାବରେ ମୋଟ ୯ହାଣ୍ଡି ଅଧର ପଣା ଭୋଗ କରାଯାଇଥାଏ । ଏହି ୯ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରାଯାଇଥାଏ । ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ । ରଥଗୁଡ଼ିକରେ ଥିବା ପାର୍ଶ୍ୱଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଆସିଛି ।

ଉପକରଣ

ପଣା ପ୍ରସ୍ତୁତିରେ ସର, କଦଳୀ, ଛେନା, ଗୋଲମରିଚ, ଗୁଣ୍ଡ କର୍ପୁର, ଜାଇଫଳ ଆଦି ସାମଗ୍ରୀ ବ୍ୟବହୃତ ହୋଇଥାଏ ।

ଆଧାର

Tags:

ଆଷାଢ଼ଦ୍ୱାଦଶୀ

🔥 Trending searches on Wiki ଓଡ଼ିଆ:

ଭୀମ ଭୋଇମଇଅମରପୋଇଚେକ୍ ଗଣରାଜ୍ୟଗୁରୁ ପ୍ରସାଦ ମହାନ୍ତିପଇସାକଲମ୍ବିଆବିଶ୍ୱ ଘରଚଟିଆ ଦିବସପରିବେଶଶେଷ ଶ୍ରାବଣବୈଷୟିକ ବିଜ୍ଞାନକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ପୁରୀବୈଦେହୀଶ ବିଳାସବାଘଇଷ୍ଟ ଇଣ୍ଡିଆ କମ୍ପାନୀସିଂହଗୋପାଳ ଛୋଟରାୟଗୋପବନ୍ଧୁ ଦାସଯାଜପୁରବୁଦ୍ଧ ପୂର୍ଣ୍ଣିମାଅକ୍ଷୟ ତୃତୀୟାବଳଦେବଜୀଉ ମନ୍ଦିରଭାରତ ସରକାରଜଗନ୍ନାଥ ଦାସମଙ୍ଗଳା ମନ୍ଦିରଚିକିତ୍ସା ବିଜ୍ଞାନଭୃସଙ୍ଗ ଗଛବ୍ରାଉଜରମୁକ୍ତେଶ୍ୱର ଦେଉଳସୁନନ୍ଦା ଦାସମୟୂରଭଞ୍ଜ ଜିଲ୍ଲା୨୭ ଅପ୍ରେଲଲକ୍ଷ୍ମୀକାନ୍ତ ମହାପାତ୍ର୬୦୨ଭାରତର ସଂସ୍କୃତିଗଙ୍ଗା ଦଶହରାଭାରତୀୟ ଜନତା ପାର୍ଟିଓଡ଼ିଆ ଖାଦ୍ୟ୨୦୦୪ଔଷଧୀୟ ଗଛଲତାମାନଙ୍କର ତାଲିକାଦୀନନାଥ ପାଠୀ୧୫୭୨୨୦୧୪୩୦ ଅପ୍ରେଲରେବତୀ (କ୍ଷୁଦ୍ରଗଳ୍ପ)ଦାମୋଦର ରାଉତଲୋସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡ୧୪ ଅପ୍ରେଲସୁଦାମ ମାରାଣ୍ଡିଜୈନ ଧର୍ମଦଅଣାଶ୍ରୀ ଅରବିନ୍ଦପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରଗୋପୀନାଥ ନନ୍ଦଜଗନ୍ନାଥ ମନ୍ଦିରକୁନ୍ତଳା କୁମାରୀ ସାବତକାଶୀ ବିଶ୍ୱନାଥ ମନ୍ଦିରଜୟୀରାମ ସାମଲକାଳୀଚରଣ ପଟ୍ଟନାୟକବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଆଜରବାଇଜାନ🡆 More