ଓଡ଼ିଆ କବି ମାନଙ୍କର ତାଲିକା

ଓଡ଼ିଆ ଭାଷା ଓ ସାହିତ୍ୟ ଅତି ପ୍ରାଚୀନ । ଅଠରଶହ ବର୍ଷ ତଳର ବିଭାଷ ଓଡ୍ର ଭାରତର ମୂଳ ଭାଷା ସଂସ୍କୃତ, ପ୍ରାକୃତ ଭାଷା ପାଲି ଇତ୍ୟାଦିର ପ୍ରଭାବରେ ପରିବର୍ତ୍ତିତ ହୋଇ ଆଧୁନିକ ଓଡ଼ିଆ ଭାଷାର ରୂପ ଧାରଣ କରିଛି । ଏହି ଭାଷାର ଅଭ୍ୟୁଦୟ ତଥା ଉତ୍ଥାନ ସକାଶେ ଓଡ଼ିଶାର ଅସଂଖ୍ୟ ଜନସାଧାରଣ ଏବଂ ଏହାର ସମସ୍ତ କବି ଓ ଲେଖକଙ୍କ ଅବଦାନ ଯେ ଅତୁଳନୀୟ ଏକଥା ଉଲ୍ଲେଖ କରିବା ଅନାବଶ୍ୟକ । ଖ୍ରୀଷ୍ଟାବ୍ଦ ଦ୍ୱାଦଶ ମସିହା ବେଳକୁ ଓଡ଼ିଆ ଭାଷା ଏହାର ଆଧୁନିକ ରୂପ ଧାରଣ କରିଥିଲା । ଏହାର ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟ, ଓଡ଼ିଶାର ଅଧିବାସୀ ଓ ସେମାନଙ୍କର ରୀତି, ନୀତି, ଚାଲି, ଚଳଣ ଉପରେ ଯେଉଁ କବିମାନଙ୍କର ରଚନା ଗଭୀର ପ୍ରଭାବ ବିସ୍ତାର କରିଥିଲା । ଅଧିକାଂଶ ରଚୟିତାଙ୍କ ନାମ ତଥା ରଚନା, କାଳର ଅକାଳ ଗର୍ଭରେ ଲୀନ ହୋଇଯାଇଛି । ଯେଉଁ କେତେକଙ୍କ ରଚନା ସଂରକ୍ଷିତ ସେମାନଙ୍କ ମଧ୍ୟରୁ ଅତ୍ୟନ୍ତ ଲୋକପ୍ରିୟ କବି ଓ ଲେଖକଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ରଚନା ଉପର ଯଥେଷ୍ଟ ଗବେଷଣା ମଧ୍ୟ ହୋଇନାହିଁ । ଏଠାରେ କେତେକ ଲୋକପ୍ରିୟ କବି ଓ ସେମାନଙ୍କର ପ୍ରଧାନ ରଚନା ବିଷୟରେ ଆଲୋଚନା କରାଯାଇଛି । ଆହୁରି ତଳେ ବିସ୍ତୃତ ଭାବରେ ଓଡ଼ିଆ କବିଙ୍କ ସୂଚୀ ଦିଆଯାଇଛି ।

ଓଡ଼ିଆ କବି ମାନଙ୍କର ତାଲିକା

ଓଡ଼ିଆ ସାହିତ୍ୟ · (ଶ୍ରେଣୀ ଅନୁସାରେ)
ଓଡ଼ିଆ ଭାଷା

ଓଡ଼ିଆ ସାହିତ୍ୟର ଇତିହାସ

ଓଡ଼ିଆ ସାହିତ୍ୟର ବିଭାଗ
ଚର୍ଯା ଯୁଗ - ସାରଳା ଯୁଗ
ପଞ୍ଚସଖା ଯୁଗ - ରୀତି ଯୁଗ
ରାଧାନାଥ ଯୁଗ - ସତ୍ୟବାଦୀ ଯୁଗ
ପ୍ରଗତି ଯୁଗ - ସବୁଜ ଯୁଗ

ଓଡ଼ିଆ ଭାଷାର ଲେଖକ

ସମୟ ଅନୁସାରେ ତାଲିକା ଲେଖକଗଣ - ଔପନ୍ୟାସିକ
ନାଟ୍ୟକାର - କବି
ପ୍ରାବନ୍ଧିକ
କ୍ଷୁଦ୍ରଗଳ୍ପ ଲେଖକ

ପ୍ରକାରଭେଦ

ଚଉତିଶା - ଚଉପଦୀ - ଛାନ୍ଦ - ଚମ୍ପୂ
ଉପନ୍ୟାସ - କାବ୍ୟ କବିତା - ନାଟକ
ବିଜ୍ଞାନ କାହାଣୀ - ହାସ୍ୟରସ
କଳ୍ପିତ କାହାଣୀ

ସଙ୍ଗଠନ

ଓଡ଼ିଆ ସାହିତ୍ୟ ଏକାଡେମି

ଆନ୍ଦୋଳନ

ଚର୍ଯା ସାହିତ୍ୟ - ଭକ୍ତି ସାହିତ୍ୟ

ସମାଲୋଚନା ଓ ସମ୍ମାନ

ସାହିତ୍ୟ - ସମାଲୋଚନା
ସାହିତ୍ୟ ସମ୍ମାନ

ଓଡ଼ିଶା ପୋର୍ଟାଲ
ସାହିତ୍ୟ ପୋର୍ଟାଲ
ଉଇକିପାଠାଗାର

ପ୍ରସିଦ୍ଧ କବି

କବିଙ୍କ ନାମ ଜନ୍ମସ୍ଥାନ ସମୟ କାଳ ଉପାଧି
ମାର୍କଣ୍ଡ ଦାସ
ସାରଳା ଦାସ ଶୂଦ୍ରମୁନି
ଶିଶୁ ଶଙ୍କର
ଜଗନ୍ନାଥ ଦାସ ଅତିବଡ଼ି/ପଞ୍ଚସଖା
ବଳରାମ ଦାସ ପଞ୍ଚସଖା
ଅନନ୍ତ ଦାସ ପଞ୍ଚସଖା
ଯଶୋବନ୍ତ ଦାସ ପଞ୍ଚସଖା
ଅଚ୍ୟୁତାନନ୍ଦ ଦାସ ପଞ୍ଚସଖା
ଦୀନକୃଷ୍ଣ ଦାସ ୧୬୫୦ - ୧୭୧୦
ଉପେନ୍ଦ୍ର ଭଞ୍ଜ ଭଂଜନଗର ୧୬୭୦ - ୧୭୪୦ କବିସମ୍ରାଟ/ମହାକବି
ବଳଦେବ ରଥ ୧୭୮୯ - ୧୮୫୪ କବିସୂର୍ଯ୍ୟ
ଗୋପାଳକୃଷ୍ଣ ପଟ୍ଟନାୟକ
ବ୍ରଜନାଥ ବଡଜେନା ଢେଂକାନାଳ
ଅଭିମନ୍ୟୁ ସାମନ୍ତସିଂହାର ଯାଜପୁର ୧୭୫୭-୧୮୦୭
ବନମାଳୀ ଦାସ
ଭକ୍ତଚରଣ ଦାସ ୧୭୨୯ - ୧୮୧୦
ଯଦୁମଣି ମହାପାତ୍ର ୧୭୮୧ - ୧୮୬୮ ଉତ୍କଳ ଘଣ୍ଟି
ଗୌରହରି ପରିଚ୍ଛା
ଭୀମ ଭୋଇ ରେଢ଼ାଖୋଲ ୧୮୫୦-୧୮୯୫ ସନ୍ଥ କବି
ମଧୁସୂଦନ ରାଓ ପୁରୀ ୧୮୫୩-୧୯୧୨ ଭକ୍ତକବି
ରାଧାନାଥ ରାୟ କେଦାରପୁର(ବାଲେଶ୍ୱର) ୧୮୪୮-୧୯୦୮ କବିବର
ଫକୀରମୋହନ ସେନାପତି ବାଲେଶ୍ୱର ୧୮୪୩-୧୯୧୮ ବ୍ୟାସକବି
ଗଙ୍ଗାଧର ମେହେର ବରପାଲି ୧୮୬୨-୧୯୨୪ ସ୍ୱଭାବ କବି/ପ୍ରକୃତି କବି
ବୀରକିଶୋର ପୁନଙ୍ଗ, ଜଗତସିଂହପୁର ୧୮୯୬-୧୯୭୩ ଜାତୀୟ କବି
ଲକ୍ଷ୍ମୀକାନ୍ତ ମହାପାତ୍ର ଭଦ୍ରକ ୧୮୮୮- ୧୯୫୩ କାନ୍ତକବି
କାଳିଚରଣ ପଟ୍ଟନାୟକ ଉଦାହରଣ ୧୮୯୭ କବିଚନ୍ଦ୍ର
ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ

ସମ୍ପୂର୍ଣ୍ଣ ତାଲିକା

ସୀତାକାନ୍ତ ମହାପାତ୍ର ||(୧୯୩୭- )||ଆର ଦୃଶ୍ଯ ||ପଦ୍ମବିଭୂଷଣ ||
କବିଙ୍କ ନାମ ଜୀବନ କାଳ ପ୍ରମୁଖ ରଚନା ଉପାଧି
ଅଗଣି ନାୟକ
ଅଚ୍ୟୁତ ଗୋକୁଳ ନାୟକ
ଅଚ୍ୟୁତ ନାୟକ
ଅଚ୍ୟୁତାନନ୍ଦ
ଅଧମ ଚନ୍ଦ୍ର
ଅଧର ପଟ୍ଟନାୟକ
ଅନଙ୍ଗଭୀମ ଦେବ
ଅନଙ୍ଗ ନରେନ୍ଦ୍ର
ଅନନ୍ତ
ଶିଶୁ ଅନନ୍ତ ଦାସ
ଅନାଥ
ଅନାଥ ଦାସ
ଅନାଦି ଦାସ
ଅନିରୁଦ୍ଧ ଛୋଟରାୟ
ଅଭିମନ୍ୟୁ ଭଞ୍ଜ
ଅଭିମନ୍ୟୁ ସାମନ୍ତସିଂହାର
ଅରକ୍ଷିତ ଦାସ
ଅଳନ୍ଧୁଆ
ଅଷ୍ଟଦୁର୍ଗ ରାଜା
ଅର୍ଜ୍ଜୁନ ଦାସ
ଆଦିକନ୍ଦ
ଆଦିକନ୍ଦ ଦାସ
ଆଦିକନ୍ଦ ଭୀମଦେବ
ଆରତ
ଇନ୍ଦୁମୁଖୀ କନ୍ୟା
ଈଶ୍ୱର ଦାସ
ଶିଶୁ ଈଶ୍ୱର ଦାସ
ଈଶ୍ୱର ବ୍ରହ୍ମା
ଉଚ୍ଛବ ଦାସ
ଉଦ୍ଧବ ଦାସ
ଉପେନ୍ଦ୍ର ଭଞ୍ଜ
କଣ୍ଠ ଦାସ
କନ୍ଧ ମୁକୁନ୍ଦ
କପିଳ ନରେଶ
କପିଳା ମୁନି
କପିଳେନ୍ଦ୍ର ଦେବ
କବି ଦାସ
କବି ବଲ୍ଲଭ
କବିରବି ତନୟ
କପିଳେଶ୍ୱର ଦାସ
କପିଳେଶ୍ୱର ନନ୍ଦ
କବି କର୍ଣ୍ଣ
କବି ଚନ୍ଦ୍ର
କମଳ ଲୋଚନ ଖଡ଼ଗରାୟ
କରୁଣାକର ପଟ୍ଟନାୟକ
କଳ୍ପତରୁ ଦାସ
କହ୍ନାଇ ଦାସ
କହ୍ନାଇ ଖୁଣ୍ଟିଆ
କହ୍ନାଇ ଦାସ
କାର୍ତ୍ତିକ ଦାସ
କାଳିନ୍ଦୀ ଦାସ
ଦୀନ କାଶୀ
ବିପ୍ର କାଶୀ ଦାସ
କାଶୀନାଥ ଦ୍ୱିଜ
କାଶୀ ବସନ୍ତିଆ
କାହ୍ନୁଚରଣ
କାହ୍ନୁ ଦାସ
କାହ୍ନୁପାଦ
କିଶୋର ଦାସ
କିଶୋର ଚନ୍ଦ୍ର ରାଜେନ୍ଦ୍ର
କିଶୋରାନନ୍ଦ
କୁଆଁର
କୁଞ୍ଜବନ ପଟ୍ଟନାୟକ
କୁଞ୍ଜ ବିହାରୀ
କୁଞ୍ଜ ବିହାରୀ ନୃପ
କୁଞ୍ଜ ବିହାରୀ ଭ୍ରମରବର
କୁଞ୍ଜ ମଙ୍ଗରାଜ
କୁଞ୍ଜ ସିଂହ
କୁଳମଣି ରାଜେନ୍ଦ୍ର
କୁଳମଣି ଦ୍ୱିଜ
କୃପାସିନ୍ଧୁ
କୃପାସିନ୍ଧୁ ଛୋଟରାୟ
କୃପାସିନ୍ଧୁ ଦାସ
କୃପାସିନ୍ଧୁ ଦାସ
କୃପାସିନ୍ଧୁ ଦାସ
କୃପାସିନ୍ଧୁ ସିଂହଦେଓ
କୃପାସିନ୍ଧୁ ସାମନ୍ତ
କୃଷ୍ଣକର
କୃଷ୍ଣଚରଣ ପଟ୍ଟନାୟକ
କୃଷ୍ଣଚନ୍ଦ୍ର
କୃଷ୍ଣଚନ୍ଦ୍ର ନରେନ୍ଦ୍ର
କୃଷ୍ଣଚନ୍ଦ୍ର ରାଜେନ୍ଦ୍ର
କୃଷ୍ଣ ଦାସ
କୃଷ୍ଣଦାସ ଅବଧୂତ
କୃଷ୍ଣ ପଟ୍ଟନାୟକ
କୃଷ୍ଣପ୍ରିୟା ଜେମାଦେଈ
କୃଷ୍ଣ ଶରଣ
କୃଷ୍ଣସୂର ହରିଚନ୍ଦନ
କୃଷ୍ଣ ସିଂହ
କେଶବ କବି
କେଶବ ତ୍ରିପାଠୀ
କେଶବ ଦାସ
କେଶବ ପଟ୍ଟନାୟକ
କେଶବ ଭଞ୍ଜ
କେଶବ ରଥ କବିରାଜ
କେଶବ ଶ୍ରୀଚନ୍ଦନ
କେଶବ ରାଜ ହରିଚନ୍ଦନ
କେଶବ ହରିଚନ୍ଦନ
କୃପା ସମୁଦ୍ର ଦାସ
ଉପେନ୍ଦ୍ର ଭଞ୍ଜ କବି ସମ୍ରାଟ
ରମାକାନ୍ତ ରଥ (୧୯୩୪- ) ଶ୍ରୀରାଧା ପଦ୍ମଭୂଷଣ
ରାଧାମୋହନ ଗଡନାୟକ (୧୯୧୧-୨୦୦୦) ସୂର୍ଯ୍ୟ ଓ ଅନ୍ଧକାର ପଦ୍ମଶ୍ରୀ
ପ୍ରତିଭା ଶତପଥୀ (୧୯୪୫) ତନ୍ମୟ ଧୂଳି ସାହିତ୍ଯ ଭାରତୀ
ଜୟନ୍ତ ମହାପାତ୍ର (୧୯୨୮- ) ସାହିତ୍ଯ ଏକାଡେମୀ
ତପନ କୁମାର ପ୍ରଧାନ (୧୯୭୨- ) କଳାହାଣ୍ଡି ସାହିତ୍ଯ ଏକାଡେମୀ
ମମତା ଦାଶ (୧୯୪୭- ) ପଦ୍ମ ପୁରୁଷ ସାହିତ୍ଯ ଏକାଡେମି

ଆଧାର

ଅଧିକ ତଥ୍ୟ

Tags:

ଓଡ଼ିଆ କବି ମାନଙ୍କର ତାଲିକା ପ୍ରସିଦ୍ଧ କବିଓଡ଼ିଆ କବି ମାନଙ୍କର ତାଲିକା ସମ୍ପୂର୍ଣ୍ଣ ତାଲିକାଓଡ଼ିଆ କବି ମାନଙ୍କର ତାଲିକା ଆଧାରଓଡ଼ିଆ କବି ମାନଙ୍କର ତାଲିକା ଅଧିକ ତଥ୍ୟଓଡ଼ିଆ କବି ମାନଙ୍କର ତାଲିକାଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ଶବ୍ଦ (ପଦ)ଉଦ୍ଭିଦଇନଷ୍ଟାଗ୍ରାମଶଶିଭୂଷଣ ରାୟଭିଏତନାମଛଉ ନାଚକୋଷଗୌତମ ବୁଦ୍ଧମହାଭାରତସିଲଡେନାଫିଲଅମୃତାୟନଇନ୍ଦ୍ରମହର୍ଷି ଗୌତମଜାପାନୀ ଭାଷାବିଶ୍ୱନାଥ କରଲିଆସମାଜ ବିଜ୍ଞାନହାତୀ୨୦ ଅପ୍ରେଲପ୍ରତାପରୁଦ୍ର ଦେବଜୟଦେବବାଇଚଢେଇନବଦୁର୍ଗାଉଇକିମିଡ଼ିଆ ଫାଉଣ୍ଡେସନଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଡାହାଣୀ ଖୋଜାକଳିଙ୍ଗ ଯୁଦ୍ଧଛବିଳ ମଧୁ ବର୍ଣ୍ଣବୋଧହମିଦା ବାନୁ ବେଗମବକ୍ସି ଜଗବନ୍ଧୁଇଣ୍ଡୋନେସିଆବଉଳବୁଦ୍ଧ ପୂର୍ଣ୍ଣିମାଜଗତସିଂହପୁର ଜିଲ୍ଲାବାସନ୍ତୀରବି ପଟ୍ଟନାୟକମହା ଶିବରାତ୍ରିଉଇକିକମନ୍ସଇଥିଓପିଆକୋଷ୍ଟାରିକାଚୈତନ୍ୟଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାମାର୍ଟିନ ଲୁଥର କିଙ୍ଗ ଜୁନିଅରଜ୍ୟୋତି ପ୍ରକାଶ ପାଣିଗ୍ରାହୀସଂସ୍କୃତଇନ୍ଦିରା ଗାନ୍ଧୀଗୋସାଣୀ ଯାତ୍ରା୧୫ ଅପ୍ରେଲକଳାପାହାଡ଼ବୈଶାଖସୁରେନ୍ଦ୍ର ସିଂହ ଭୋଇଦଣ୍ଡ ନାଟସୋରିଷବ୍ୟଞ୍ଜନ ବର୍ଣ୍ଣଗୋପାଳକୃଷ୍ଣ ପଟ୍ଟନାୟକଅଶୋକାଷ୍ଟମୀସୁଦର୍ଶନ ପଟ୍ଟନାୟକମାଣବସା ଗୁରୁବାରହିଙ୍ଗୁଳା ମନ୍ଦିରପଣା ସଂକ୍ରାନ୍ତିଦାସକାଠିଆସତ୍ୟନାରାୟଣ ରାଜଗୁରୁରତ୍ନାକର ଚଇନି🡆 More