ଅଗ୍ନି

ପୌରାଣିକ ମତେ ଧର୍ମଙ୍କ ଔରସରେ ବସୁ ଭାର୍ଯ୍ୟାଙ୍କ ଗର୍ଭରେ ଅଗ୍ନି ଜନ୍ମିଥିଲେ ୤ ଦକ୍ଷ କନ୍ୟା ସ୍ୱାହା ଓ ସ୍ୱଧା ଏହାଙ୍କର ଦୁଇ ଭାର୍ଯ୍ୟା ୤ ଏ ଦଶଦିଗପାଳଙ୍କ ମଧ୍ୟରେ ଅନ୍ୟତମ ଓ ଦକ୍ଷିଣପୂର୍ବ (ଅଗ୍ନି) କୋଣର ଅଧିପତି ଅଟନ୍ତି ୤ ଏହାଙ୍କ ବାହନ ଛାଗ ୤ ଏହାଙ୍କ ମୁଖରେ ଦିଆଯିବା ଘୃତକୁ ସମସ୍ତ ଦେବତା ଗ୍ରହଣ କରି ତୃପ୍ତ ହୁଅନ୍ତି ୤ ଅଗ୍ନିଦେବଙ୍କର ଦଶଗୋଟି ଅଙ୍ଗ ବା ଅବୟବ ଧୂମ୍ର; ଅର୍ଚ୍ଚି; ଋକ୍ଷ୍ମା; ଜ୍ୱଳିନୀ; ଜ୍ୱାଳିନୀ; ବିଷ୍ଫୁଲିଙ୍ଗିନୀ; ସୁଶ୍ରୀ; ସୁରୂପା; କପିଳା ଓ ହବ୍ୟକବ୍ୟକୁ ଅଗ୍ନିକଳା କୁହାଯାଏ ୤ ଅଗ୍ନିଙ୍କର ସପ୍ତଜିହ୍ୱା (କରାଳୀ, ଧୂମିନୀ, ଶ୍ୱେତା, ଲୋହିତା, ନୀଳଲୋହିତା, ପଦ୍ମରାଗା ଓ ସୁବର୍ଣ୍ଣା) ଥିବାର କଳ୍ପିତ ହୋଇଛି ୤

  • ମତାନ୍ତରେ ଏହା: କାଳୀ, କରାଳୀ, ମନୋଜବା, ସୁଲୋହିତା, ସୁଧୂସବର୍ଣ୍ଣା, ସ୍ଫୁଲିଙ୍ଗିନୀ ବା ଉଗ୍ରା, ବିଶ୍ୱନିରୂପିଣୀ ବା ବିଶ୍ୱନନ୍ଦା ବା ପ୍ରଦୀପ୍ତା ୤
  • ମତାନ୍ତରେ ବାୟୂ ଅଗ୍ନିର ୭ଗୋଟି ଜିହ୍ୱା: ଅବହ, ପ୍ରବହ, ଉଦବର୍ହ, ସଂବହ, ବିବହ, ନିବହ ଓ ପରିବହ ୤
  • କର୍ମବିଶେଷରେ ଏହି ସପ୍ତ ଜିହ୍ୱାଙ୍କର ନାମାନ୍ତର: ହରିଣ୍ୟା, କନକା, ରକ୍ତା, କୃଷ୍ଣା, ସୁପ୍ରଭା, ବହୁରୂପା ଓ ଅତିରିକ୍ତା
  • ଶ୍ୱେତ, ପୀତ, ରକ୍ତ, କୃଷ୍ଣ, ନୀଳ, ଧୂମ୍ର, ପାଟଳ
ଅଗ୍ନି
ଅଗ୍ନି
ଅଗ୍ନି ଦେବତା
ଉପାଧିଦେବତା
ସାଥିସ୍ୱାହା
ବାହନଛାଗ

ଅଗ୍ନିଦେବଙ୍କ ଔରସରେ ସ୍ୱାହାଙ୍କ ଗର୍ଭରୁ ଦକ୍ଷିଣ, ଗାର୍ହପତ୍ୟ ଓ ଆବବନୀୟ ନାମକ ୩ଟି ବୈଦିକ ଅଗ୍ନି ଜାତ ହେଲେ ୤ ବେଦୋକ୍ତ ପାଞ୍ଚଟି ଯଜ୍ଞାଗ୍ନି ଯଥା: ଅନ୍ୱାହାର୍ଯ୍ୟ, ପଚନ ବା ଗାର୍ହପତ୍ୟ, ଆହବନୀୟ, ସଭ୍ୟ ଓ ଅବସଥ୍ୟ ନାମ ତିନି ଗୋଟି ଯଜ୍ଞାଗ୍ନିକୁ ସାଗ୍ନିକମାନେ ଗୃହରେ ରକ୍ଷା କରନ୍ତି

Tags:

🔥 Trending searches on Wiki ଓଡ଼ିଆ:

କଳିଙ୍ଗ ଯୁଦ୍ଧପଶ୍ଚିମ ବଙ୍ଗସୀତାକାନ୍ତ ମହାପାତ୍ରସ୍ତନ୍ୟପାନଭୁବନେଶ୍ୱର ବେହେରାସୀତାମହାନଦୀଅତାବିରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାରତର ନ୍ୟାୟୀକ ବ୍ୟବସ୍ଥାଦଶାବତାରନମିତା ଅଗ୍ରୱାଲମାଗୁଣିର ଶଗଡ଼ (କଥାଚିତ୍ର)ଧନୁଯାତ୍ରାଓଡ଼ିଆ ଭାଷାରାଜ୍ୟ ସଭାକଣାଦ (ମୁନି)ଚା’ପରଦେଶୀ ବାବୁକବିସୂର୍ଯ୍ୟ ବଳଦେବ ରଥରବି ନାରାୟଣ ନନ୍ଦକାଳୀଚରଣ ପଟ୍ଟନାୟକମହର୍ଷି ଗୌତମଧର୍ମଗୁଣ୍ଡିଚା ମନ୍ଦିରଲିଙ୍ଗରାଜ ମନ୍ଦିରଲାରି ସାଙ୍ଗରଜାପାନୀ ଭାଷାଅକ୍ଷୟ ତୃତୀୟାକେବେ ତମେ ନାହଁ କେବେ ମୁଁ ନାହିଁପବିତ୍ର ମୋହନ ଜେନାକ୍ୟୁ. ଆର. କୋଡ଼ଉଇକିପିଡ଼ିଆଶ୍ରୀତମ ଦାସବଣ୍ଡ (ଅର୍ଥ)ଗୌତମ ବୁଦ୍ଧକ୍ରିକେଟବିଦ୍ୟୁତଋଷିଆପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଫେସବୁକଶିବାଜୀହାତବୈକୁଣ୍ଠନାଥ ପଟ୍ଟନାୟକଗୁପ୍ତେଶ୍ୱରଯୌଥ ପରିବାରକଟକ ଜିଲ୍ଲାନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ତିନି ମାମଲାରତ୍ନାକର ଚଇନିଏଡା ଲଭ୍‌ଲେସ୍‌ଓଡ଼ିଆ କଥାଚିତ୍ର ଜଗତବ୍ୟଞ୍ଜନ ବର୍ଣ୍ଣସୋଫିଆ ଆଲାମଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଲୋକ ସଭାର ବାଚସ୍ପତିଦାରିଙ୍ଗବାଡ଼ିରେବା ରାୟଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାବିଶ୍ୱନାଥ କରଏଣ୍ଟ୍ରେକ୍ଟିନିବମୁଡ଼ି ନାଏକୋଚନ୍ଦ୍ରଶେଖର ନନ୍ଦମେଷ (ରାଶି)ଚୈତ୍ର ପୂର୍ଣ୍ଣିମାରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗଭାରତୀୟ ଜନତା ପାର୍ଟିଜଳ🡆 More