ଅକ୍ଷୟ ଆନନ୍ଦ: ଭାରତୀୟ ଅଭିନେତା

ଜନ୍ ଗାର୍ଡନର୍ (ଜନ୍ମ ୩୦ ଜାନୁଆରୀ ୧୯୬୯) ଜଣେ ଭାରତୀୟ ଅଭିନେତ, ଯିଏକି ଅକ୍ଷୟ ଆନନ୍ଦ ଭାବରେ ଜଣାଶୁଣା । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନରେ କାମ କରନ୍ତି ।

ଅକ୍ଷୟ ଆନନ୍ଦ
ଜନ୍ମ
ଜନ୍ ଗାର୍ଡନର୍

(1969-01-30) ୩୦ ଜାନୁଆରୀ ୧୯୬୯ (ବୟସ ୫୫)
ଦିଲ୍ଲୀ, ଭାରତ
ଜାତୀୟତାଭାରତୀୟ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୮୫–ଏବେଯାଏଁ
ବୈବାହିକ-ସାଥୀରୋମା ଗାର୍ଡନର୍

ପ୍ରାରମ୍ଭିକ ଜୀବନ ଓ ପେଷା

ସେ ୧୯୬୯ ମସିହାର ଜାନୁଆରୀ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଜନ୍ମ ସମୟରେ ତାଙ୍କ ନାମ ଥିଲା ଜନ୍ ଗାର୍ଡନର୍ । ସେ ତାଙ୍କ ଅଭିନୀତ ପ୍ରଥମ ଧାରାବାହିକ ଇନ୍ଦ୍ରଧନୁଷର ଚରିତ୍ରରୁ ଅନୁପ୍ରାଣିତ ହୋଇ ତାଙ୍କ ନାମ ଅକ୍ଷୟକୁ ପରିବର୍ତ୍ତନ କରିଥିଲେ । ହମ୍ ନୌଜବାନ୍ କଥାଚିତ୍ରରେ ସେ କାମ କରିବାବେଳେ ଦେବାନନ୍ଦଙ୍କ ତାଙ୍କ ନାମ ଆନନ୍ଦ ରଖିଥିଲେ । ଅଭିନୟ କରିବା ପୂର୍ବରୁ ସେ ମୁମ୍ବାଇର ସେଣ୍ଟ ଜାଭିୟର କଲେଜରେ ଅର୍ଥନୀତି ଅଧ୍ୟୟନ କରିଥିଲେ ।

୧୯୮୯ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଇନ୍ଦ୍ରଧନୁଷ, ଯାହାକି ସମୟ ଯାତ୍ର ଉପରେ ଆଧାରିତ ଥିଲା ।

ସେ ଅକ୍ଷୟ ଆନନ୍ଦ ଏକାଡେମୀ ନାମକ ଏକ ନାଟକ ବିଦ୍ୟାଳୟ ଚଲାଉଛନ୍ତି । ପ୍ରଯୋଜକ ଭାବରେ ସେ କିଛି କଥାଚିତ୍ର ଓ ୱେବ୍ ସିରିଜ୍‌ର ପ୍ରଯୋଜନା କରିଛନ୍ତି ।

ଆଧାର

ବାହାର ଲିଙ୍କ୍

Tags:

🔥 Trending searches on Wiki ଓଡ଼ିଆ:

ବଦ୍ରୀନାଥ ମନ୍ଦିରସାନ୍ତାଳୀ ଲୋକସଂସ୍କୃତିଶୃତି ମହାପାତ୍ରମାୟାଧର ମାନସିଂହଲିଙ୍ଗରାଜ ମନ୍ଦିରଶବ୍ଦ (ପଦ)ଅକ୍ଷୟ ତୃତୀୟାରବୀନ୍ଦ୍ର କୁମାର ସେଠୀ୩୧ ଡିସେମ୍ବରଅମଡ଼ା ବାଟଗୌରୀଶଙ୍କର ରାୟଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟପୃଥିବୀର ବାୟୁମଣ୍ଡଳଯୁକ୍ତରାଷ୍ଟ୍ର ଆମେରିକାମହାପାତ୍ର ନୀଳମଣି ସାହୁଅଂଶୁଘାତକେଶାପାଲିଜଗନ୍ନାଥ ମନ୍ଦିରଭାରତୀୟ ସମ୍ବିଧାନକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଭୁବନେଶ୍ୱରପ୍ରେମଗୋପାଳ ଛୋଟରାୟଉତ୍କଳ ସମ୍ମିଳନୀପାଟଦେଇଭାରତର ନଦୀ ସମୂହର ତାଲିକାଚିତାବାଘଲକ୍ଷ୍ମଣ ନାୟକସଚ୍ଚିଦାନନ୍ଦ ରାଉତରାୟବଳରାମହିନ୍ଦୁ ଧର୍ମଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ସାବିତ୍ରୀ ଓଷାପ୍ରାଣୀମହାତ୍ମା ଗାନ୍ଧୀପଣସଶଙ୍ଖ କ୍ଷେତ୍ରଶ୍ୱେତସାରପୋଲିଓମାୟେଲାଇଟିସପିଙ୍କି ପ୍ରଧାନସଂକ୍ରାନ୍ତିଅମାବାସ୍ୟାକୃଷ୍ଣଚନ୍ଦ୍ର ପାଣିଗ୍ରାହୀଲଳିତ ମାନସିଂହରାମେଶ୍ୱରମମେଘନା ନଦୀନୀଳମାଧବ ମନ୍ଦିରଝୁମରଜଗନମୋହ‌ନ ଲାଲବାଲିଯାତ୍ରାବଣକାପ୍ତାପରଜା (ଓଡ଼ିଆ ଉପନ୍ୟାସ)ପଖାଳ ଦିବସଟ୍ରାକ୍ଟରସୀତାକାନ୍ତ ମହାପାତ୍ରଭାରତ ରତ୍ନନବକଳେବରଯଶୋଧାରା ମିଶ୍ରସୁମିତ୍ରାକୁନ୍ତଳା କୁମାରୀ ସାବତରମଜାନଇଂରାଜୀ ଭାଷାଦି ଇଣ୍ଡିଆନ ଏକ୍ସପ୍ରେସଓଡ଼ିଆ ସାହିତ୍ୟର ଇତିହାସ🡆 More