ସମ୍ବଲପୁର: ଓଡ଼ିଶାର ଏକ ସହର, ଭାରତ

]

ସମ୍ବଲପୁର
ଜିଲ୍ଲା
ଉପର ବାମରୁ ଡାହାଣକୁ: ବୁଢାରାଜା ମନ୍ଦିର , ହୀରାକୁଦ ବନ୍ଧ, ଗାନ୍ଧୀ ମନ୍ଦିର, ଶୀତଳ ଷଷ୍ଠି ଯାତ୍ରା, ସମଲେଶ୍ୱରୀ ମନ୍ଦିର.
ଉପର ବାମରୁ ଡାହାଣକୁ: ବୁଢାରାଜା ମନ୍ଦିର , ହୀରାକୁଦ ବନ୍ଧ, ଗାନ୍ଧୀ ମନ୍ଦିର, ଶୀତଳ ଷଷ୍ଠି ଯାତ୍ରା, ସମଲେଶ୍ୱରୀ ମନ୍ଦିର.
Nickname: 
ହସ୍ତତନ୍ତର ସହର
ସମ୍ବଲପୁର is located in Odisha
ସମ୍ବଲପୁର
ସମ୍ବଲପୁର
Coordinates: 21°28′18″N 83°59′10″E / 21.471562°N 83.986220°E / 21.471562; 83.986220
ଦେଶସମ୍ବଲପୁର: ଭୂଗୋଳ, ଇତିହାସ, ପର୍ଯ୍ୟଟନ ଓ କଳା ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାସମ୍ବଲପୁର
Area
 • ସମୁଦାୟ89 km2 (34 sq mi)
Population
 (2011)
 • Total୨,୬୯,୫୭୫
 • Rank୧୩୩(ଭାରତ) ୪(ଓଡ଼ିଶା)
 • Density3,000/km2 (7,800/sq mi)
ଭାଷା
 • ସରକାରୀଓଡ଼ିଆ
 • ଅନ୍ୟ ଭାଷାସମ୍ବଲପୁରୀ, ହିନ୍ଦୀ
Time zoneUTC+୫.୩୦ (ଆଇ.ଏସ୍.ଟି)
ପିନ୍‌
୭୬୮ ୦୦୧
ଦୁରଭାଷ କୋଡ୦୬୬୩
ଯାନବାହାନ ପଞ୍ଚୀକରଣOD 15
ସାକ୍ଷରତା୮୫.୬୯%
Websitewww.sambalpur.nic.in

ସମ୍ବଲପୁର ଭାରତର ଓଡ଼ିଶାରେ ଥିବା ସମ୍ବଲପୁର ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ସମ୍ବଲପୁର ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଐତିହାସିକ ସହର । ସମବଲପୁର ତାର ସମ୍ବଲପୁରୀ ଶାଢ଼ି ପାଇଁ ବିଶ୍ୱ ପ୍ରସିଦ୍ଧ | ଏଠାରେ ସମଲେଶ୍ୱରୀ ମନ୍ଦିର ରହିଛି । ଏଠାରେ ହିରାକୁଦ ନଦୀବନ୍ଧ ରହିଛି, ଯାହା ଏସିଆର ସବୁଠୁ ବୃହତ୍ ନଦୀ ବନ୍ଧ |

ଭୂଗୋଳ

ଓଡ଼ିଶାର ପଶ୍ଚିମ ଦିଗରେ ଏହି ସହର ଅବସ୍ଥିତ | ଏହି ସହର ପାହାଡ଼ ବନ ଘେରା, ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ |

ଇତିହାସ

ପର୍ଯ୍ୟଟନ ଓ କଳା

ପଶ୍ଚିମ ଓଡ଼ିଶାର ଏହି ପ୍ରମୁଖ ସହରରେ ନାନାଦି କଳାକୃତି ଦେଖିବାକୁ ମିଳେ | ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇ ଏହି ସହରରେ ପୂଜା ପାଆନ୍ତି | ଏଠି ବାର ମାସରେ ତେର ପରବ | କଳା ସଂସ୍କୃତିରେ ଭରପୂର ସମ୍ବଲପୁର ସହର | ସମ୍ବଲପୁରୀ ନାଚ, ବାଦ୍ୟଯନ୍ତ୍ର, ସମ୍ବଲପୁରୀ ଶାଢ଼ୀ ଏହି ସହରର ପରିଚୟ | ରଙ୍ଗବତୀ ଗୀତ ପୁରା ବିଶ୍ୱକୁ ହଲାଇ ପାରିଛି | ଏ ବର୍ଷ ରଙ୍ଗବତୀର ଗାୟକ ଜିତେନ୍ଦ୍ରୀୟ ହରିପାଲ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି |

ଆଧାର

ବାହାର ତଥ୍ୟ

ସମ୍ବଲପୁର: ଭୂଗୋଳ, ଇତିହାସ, ପର୍ଯ୍ୟଟନ ଓ କଳା  Sambalpur travel guide from Wikivoyage

Tags:

ସମ୍ବଲପୁର ଭୂଗୋଳସମ୍ବଲପୁର ଇତିହାସସମ୍ବଲପୁର ପର୍ଯ୍ୟଟନ ଓ କଳାସମ୍ବଲପୁର ଆଧାରସମ୍ବଲପୁର ବାହାର ତଥ୍ୟସମ୍ବଲପୁର

🔥 Trending searches on Wiki ଓଡ଼ିଆ:

ଅର୍ଥଶାସ୍ତ୍ରଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ତେଲକୋଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରେବତୀ (କ୍ଷୁଦ୍ରଗଳ୍ପ)ଦାରିଙ୍ଗବାଡ଼ିଶବ୍ଦ (ପଦ)ସର୍ବପଲ୍ଲୀ ରାଧାକୃଷ୍ଣନଜହ୍ନମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଲୋକ ସଭାକୋଣାର୍କ ସୂର୍ଯ୍ୟ ମନ୍ଦିରଓଡ଼ିଆ ଭାଷାରାଜକିଶୋର ରାୟରୁକୁଣା ରଥଯାତ୍ରାଦିଲୀପ ତିର୍କୀପ୍ରାଚୀ ନଦୀମାଣବସା ଗୁରୁବାରଲକ୍ଷ୍ମୀକାନ୍ତ ମହାପାତ୍ରଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାସଂଗୀତବୌଦ୍ଧ ଧର୍ମଓଡ଼ିଆ ନାଟକକେଦାରନାଥ ମନ୍ଦିରମଧୁସୂଦନ ଦାସପରଦେଶୀ ବାବୁବିଷ୍ଣୁଆମାଜନ୍.କମ୍‌ପ୍ରସନ୍ନ କୁମାର ଦାଶରୋହିଦାସ ସିଂ ନାଗଚିଲିକା ହ୍ରଦମନମୋହନ ସାମଲଗୋଦାବରୀଶ ମିଶ୍ରସାଇ ଭୋସଲେଅଂଶୁଘାତଘରନୀଳକଣ୍ଠ ଦାସରାଜନୀତି ବିଜ୍ଞାନକରଞ୍ଜହରପ୍ରସାଦ ଦାସଭଗବତୀ ଚରଣ ପାଣିଗ୍ରାହୀଦିନବାଘମେକ୍ସିକୋଓଡ଼ିଶା ଉଚ୍ଚ ନ୍ୟାୟାଳୟପ୍ଲୁଟୋବଣ୍ଡ (ଅର୍ଥ)ଗୁରୁପ୍ରସାଦ ମହାନ୍ତିନେପାଳଚାନ୍ଦିପୁରଜଗଦୀଶ ମହାନ୍ତିଅଶୋକ ସମ୍ରାଟବକ୍ସି ଜଗବନ୍ଧୁବାଜି ରାଉତରାମଚନ୍ଦ୍ର ମିଶ୍ରସାନଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୋଣାର୍କରାମ ନବମୀପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଅଶୋକାଷ୍ଟମୀଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗଜାନନ ବେଶଓଡ଼ିଶାର ଭୂଗୋଳ୧୬ ମଇବିଜୁ ଜନତା ଦଳସୁଭାଷ ଚନ୍ଦ୍ର ବୋଷଛ ମାଣ ଆଠ ଗୁଣ୍ଠ (ଓଡ଼ିଆ କଥାଚିତ୍ର)ବଳରାମ ଦାସ🡆 More