ବାହାଘର ଡଟ୍ କମ୍: ୨୦୨୩ ଓଡ଼ିଆ କଥାଚିତ୍ର

ବାହାଘର ଡଟ୍ କମ୍ ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା । ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଗୁଡଲି ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥଲେ ।

ବାହାଘର ଡଟ୍ କମ୍
ନିର୍ଦ୍ଦେଶକସୁଧାଂଶୁ ମୋହନ ସାହୁ
ପ୍ରଯୋଜକପ୍ରଦ୍ୟୁମ୍ନ ଲେଙ୍କା
କଳାକାରପ୍ରଦୀପ କୁମାର ସାହୁ
ସାୟଲ ବାନାର୍ଜୀ
ପୁଷ୍ପା ପଣ୍ଡା
ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତଗୁଡଲି ରଥ
ମୁକ୍ତିଲାଭ ତାରିଖ
୧୯ ମାର୍ଚ୍ଚ ୨୦୨୩
ଦେଶବାହାଘର ଡଟ୍ କମ୍: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପ୍ରଦୀପ କୁମାର ସାହୁ ଓ ସାୟଲ ବାନାର୍ଜୀ । ପୁଷ୍ପା ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା ଭଳି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୧୯ ମାର୍ଚ୍ଚ ୨୦୨୩ରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡଲି ରଥ । ଗୀତିକାର ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ବିଷ୍ଣୁମୋହନ କବି, ସୋମେଶ ଶତପଥି, ଗୌରବ ଆନନ୍ଦ, ଲିପ୍ସା ମହାପାତ୍ର, ଲୋପାମୁଦ୍ରା ଓ ଦେବାଂଶୀ ଦାଶ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତଗାୟକସମୟ
1."ମୋ ନିଦକୁ"ଲିପ୍ସା, ସୋମେଶ 

ଆଧାର

ବାହାର ଆଧାର

Tags:

ବାହାଘର ଡଟ୍ କମ୍ ଅଭିନୟବାହାଘର ଡଟ୍ କମ୍ କାହାଣୀବାହାଘର ଡଟ୍ କମ୍ ଗୀତ ଏବଂ ସଙ୍ଗୀତବାହାଘର ଡଟ୍ କମ୍ ଆଧାରବାହାଘର ଡଟ୍ କମ୍ ବାହାର ଆଧାରବାହାଘର ଡଟ୍ କମ୍

🔥 Trending searches on Wiki ଓଡ଼ିଆ:

ଦେବସ୍ନାନ ପୂର୍ଣ୍ଣିମାମହାଦେଶହିରୋ ନଂ ୱାନ୍ଓଡ଼ିଆ ନାଟକପଞ୍ଚାୟତ ରାଜପାଟଦେଇଚଳନ୍ତି ଠାକୁରରଥବରଗଡ଼ ଜିଲ୍ଲାକୋଷଗୋପାଳବଲ୍ଲଭ ଦାସଭୂତାଣୁନୀଲ ଆର୍ମଷ୍ଟ୍ରଙ୍ଗଉଇକିକମନ୍ସବଳିଆ କୁକୁରତେଲୁଗୁ ଭାଷାନକ୍ଷତ୍ରଢେଙ୍କାନାଳ ଜିଲ୍ଲାପଶୁପତିଅକ୍ଷର କଳାଅବସରଟିଟିଲାଗଡ଼୧ ଜାନୁଆରୀଗୁରୁ ପ୍ରସାଦ ମହାନ୍ତିପରଶୁରାମରୁକୁଣା ରଥଯାତ୍ରାଲସ ଏଞ୍ଜଲେସ ଲେକର୍ସଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଓଡ଼ିଶୀପରମାନନ୍ଦ ଆଚାର୍ଯ୍ୟରେବତୀ (କ୍ଷୁଦ୍ରଗଳ୍ପ)ଭାରତୀୟ ଜନତା ପାର୍ଟିପାଇମେକ୍ରୋଲିମସହିନ୍ଦୁସ୍ତାନ ପେଟ୍ରୋଲିୟମବନ୍ଦେ ଉତ୍କଳ ଜନନୀ (ଓଡ଼ିଆ କଥାଚିତ୍ର)ଇଂରାଜୀ ଭାଷାଆକବରଉଇକିପିଡ଼ିଆଅଶୋକ (ଗଛ)ଶବ୍ଦ (ପଦ)ଓଡ଼ିଶା ମୁଦ୍ରଣ ସଂଗ୍ରହାଳୟମିହିର ଦାସଗଣନ ସଂଖ୍ୟାସୁଶ୍ରୁତଶାନ୍ତନୁ କୁମାର ଆଚାର୍ଯ୍ୟଦୀପକ ମିଶ୍ରସୁଦର୍ଶନ ପଟ୍ଟନାୟକବୈକୁଣ୍ଠନାଥ ପଟ୍ଟନାୟକମନୋଜ ଦାସପାରାଥାଇରଏଡ ଗ୍ରନ୍ଥିଲିମ୍ଫାଡେନୋପାଥିବେଦସୀମା ଅନ୍ତିଲନିମୋନିଆବୀର ସୁରେନ୍ଦ୍ର ସାଏଫତୁରାନନ୍ଦଲଘିଷ୍ଠ ସାଧାରଣ ଗୁଣିତକଜ୍ୟୋତିଷଶାସ୍ତ୍ରରତ୍ନାକର ଚଇନିସତ୍ୟବାଦୀ ବନ ବିଦ୍ୟାଳୟଲିଙ୍ଗରାଜ ମନ୍ଦିରବେଲମାଟିର ମଣିଷ (ଉପନ୍ୟାସ)ବୌଦ୍ଧ ଧର୍ମବେଲ ପଣାଆଇ.ବି.ଏମ.ରାମକୃଷ୍ଣ ପରମହଂସ🡆 More