ଡାଲଖାଇ

ଡାଲଖାଇ ପଶ୍ଚିମ ଓଡ଼ିଶାର ସର୍ବାଧିକ ଲୋକପ୍ରିୟ ନୃତ୍ୟ । ଏହି ଗୀତର ପ୍ରତି ପଦର ଆରମ୍ଭ ଓ ଶେଷରେ ଡାଲଖାଇ ଶବ୍ଦ ଥାଏ ଯାହା ଝିଅ ସାଙ୍ଗକୁ ଲକ୍ଷ କରି ବ୍ୟବ‌ହାର କରାଯାଇଥାଏ । ଏହି ନୃତ୍ୟରେ ରାମାୟଣ, ମହାଭାରତ ଓ ରାଧା କୃଷ୍ଣ ଇତ୍ୟାଦିଙ୍କ ଶୀର୍ଷକ ଥାଏ ।

ଏହା ଅନେକ ପର୍ବପର୍ବାଣି ଯଥା:- ଭାଇ ଜିଉନ୍ତିଆ, ପୁଷପୁନି, ନୂଆଖାଇ ଇତ୍ୟାଦି ପର୍ବପର୍ବାଣିରେ ଏହି ନୃତ୍ୟ କରାଯାଏ । ସମ୍ବଲପୁର, ବଲାଙ୍ଗିର, ସୁନ୍ଦରଗଡ଼, ବରଗଡ଼, ନୁଆପଡ଼ା ଓ କଳାହାଣ୍ଡି ଇତ୍ୟାଦି ଜିଲ୍ଲାମାନଙ୍କର ବିଞ୍ଝଲ, କୁଡା, ମିର୍ଧା, ସମା ଇତ୍ୟାଦି ଜାତିର ମୂଖତଃ ମହିଳାମାନେ ଏହି ନୃତ୍ୟ କରନ୍ତି ।

ଗୀତ

ପର୍ବପର୍ବାଣିର ଭିନ୍ନତା ଅନୁସାରେ ଡାଲଖାଇ ଗୀତାରେ ମଧ୍ୟ ଭିନ୍ନତା ପରିଲକ୍ଷିତ ହୁଏ ।ଯେମିତିକି ଦଶହରା ପର୍ବରେ କୁମାରୀମାନେ ନିଜ ସାଙ୍ଗସାଥୀମାନଙ୍କୁ ଲକ୍ଷ୍ୟକରି ଢୋଲ, ମୃଦଙ୍ଗ, ମହୁରୀର ତାଳେତାଳେ ବୋଲନ୍ତି-

ଡାଲଖାଇରେ ଡାଲଖାଇରେ
ଖଡ଼ି ମାରିଉଦୀର ଦଶରା ଜହ୍ନ
କୁଆରି ଟୁକେଲର୍ ମନ ଉଛନ
ଫୁଲଫୁଟି କେଡେ ସୁନ୍ଦର ଦିଶେ
ଫୁଲେଫୁଲେ ସଜ୍ଜା ହୋଇଛେ ସତେ
ଶହେଆଠ ଦୁବ ଚାଉଲୋ ଧରି
ଡାଳଖାଇ ଦେବୀକି ବନ୍ଦେଇ କରି
କୁଆରି ଟୁକେଲମାନେ ଧନରେ
ସତେ କିଆଁ
ଉପାସ କରି ମାଆ କେ ସୁମରି
ଦାଦା ଭାଇର ଲାଗି ଡାଲଖାଇରେ…

ଆଧାର

Tags:

ଓଡ଼ିଶାକୃଷ୍ଣମହାଭାରତରାଧାରାମାୟଣ

🔥 Trending searches on Wiki ଓଡ଼ିଆ:

ଅଷ୍ଟମୀବିଦୁସ୍ମିତାକ୍ୟାବରଗୋଲିନଶୃତି ମହାପାତ୍ରପଞ୍ଚସଖାଧର୍ମେନ୍ଦ୍ର ପ୍ରଧାନବାଣପୁରପରିବେଶଓଡ଼ିଆ ସାହିତ୍ୟର ଇତିହାସବରଗଡ଼ସୁବୋଧ ପଟ୍ଟନାୟକ (୧୯୪୭ ଜନ୍ମ)ଫତୁରାନନ୍ଦଉତ୍କଳ ଦିବସଅପର୍ଣ୍ଣା ମହାନ୍ତିଭଦଭଦଳିଆଓଡ଼ିଶାର ଭୂଗୋଳରାଜନୀତି ବିଜ୍ଞାନବେଜିଂଭଗବତୀ ଚରଣ ପାଣିଗ୍ରାହୀମହାଭାରତ୦ (ସଂଖ୍ୟା)କିଶୋରୀ ଚରଣ ଦାସଗୁରୁ ପ୍ରସାଦ ମହାନ୍ତିଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଜଳ ପ୍ରଦୂଷଣବୀଜାଣୁଶିଶୁ ଅନନ୍ତ ଦାସ୨୯ ଅପ୍ରେଲ୩ ଅପ୍ରେଲଗାଟିଫ୍ଲୋକ୍ସାସିନପ୍ରଥମ ବିଶ୍ୱଯୁଦ୍ଧଆମ୍ବଗୁରୁପ୍ରସାଦ ମହାନ୍ତିହୁବଳିରତ୍ନାକର ଚଇନିଆଇଜାକ ନିଉଟନଦ୍ୱାରକାହିନ୍ଦୁ ସମୟ ଗଣନାକୁନ୍ତଳା କୁମାରୀ ସାବତତାଜମହଲଚିନ୍ତାମଣି ମହାନ୍ତିବିଜୁ ଜନତା ଦଳପଟ୍ଟଚିତ୍ରଦେବୀପ୍ରସନ୍ନ ପଟ୍ଟନାୟକ୨୧ ଅପ୍ରେଲରାଜା ରାମମୋହନ ରାୟଅର୍ଥଶାସ୍ତ୍ରରାଖାଲ ମହାନ୍ତିସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂରଗ୍ରହସର୍ବପଲ୍ଲୀ ରାଧାକୃଷ୍ଣନଚନ୍ଦ୍ରଶେଖର ରଥପ୍ରତିଭା ରାୟମାଗୁଣିର ଶଗଡ଼ଝାରସୁଗୁଡା - ବିଜୟନଗରମ୍ ରେଳପଥଅଶୋକ (ସମ୍ରାଟ)କଳିଙ୍ଗ ଯୁଦ୍ଧହନୁମାନ ଚାଳିଶାଭାରତୀୟ ସଂଖ୍ୟା ପ୍ରଣାଳିରାଜକୀୟ ସ୍ପର୍ଶଜୟଦ୍ରଥ ସୁନାମଧ୍ୟ ପ୍ରଦେଶପଦ୍ମ ଲୋଚନ ପଣ୍ଡାମଙ୍ଗଳା ମନ୍ଦିରଚିନ୍ତାମଣି ବେହେରାଚିଲିକା (ବହୁବିକଳ୍ପ)ଜର୍ମାନୀକଟକ ଜିଲ୍ଲା🡆 More