ଟୋକିଓ: ଜାପାନର ରାଜଧାନୀ ଏବଂ ବହୁ ଜନବହୁଳ ଜିଲ୍ଲା

]

Tokyo
東京
ମହାନଗର
東京都 · Tokyo Metropolis
Official seal of Tokyo
Official logo of Tokyo
Anthem: Tokyo Metropolitan Song
(東京都歌 Tokyo Toka?)
Location of Tokyo in Japan
Location of Tokyo in Japan
Satellite photo of Tokyo's 23 Special wards taken by NASA's Landsat 7
Satellite photo of Tokyo's 23 Special wards taken by NASA's Landsat 7
ଦେଶଜାପାନ
ଅଞ୍ଚଳକାଣ୍ଟୋ
ଦ୍ୱୀପହୋଁଶୁ
ଉପଖଣ୍ଡ23 special wards, 26 cities, 1 district, & 4 subprefectures
Government
 • TypeMetropolis
 • GovernorTatsumi Andō (Acting)
 • CapitalShinjuku
Area
(ranked 45th)
 • ମହାନଗର2,187.66 km2 (844.66 sq mi)
 • Metro
13,572 km2 (5,240 sq mi)
Population
 (August 1, 2011)
 • ମହାନଗର୧,୩୧,୮୫,୫୦୨
 • Density6,000/km2 (16,000/sq mi)
 • Metro
୩,୫୬,୮୨,୪୬୦
 • Metro density2,629/km2 (6,810/sq mi)
 • 23 Wards
୮୯,୬୭,୬୬୫
 (2011 per Prefectural Government)
DemonymTokyoite
Time zoneUTC+9 (Japan Standard Time)
ISO 3166-2
JP-13
FlowerSomei-Yoshino cherry blossom
TreeGinkgo tree (Ginkgo biloba)
BirdBlack-headed Gull (Larus ridibundus)
Websitewww.metro.tokyo.jp

ଟୋକିଓ (ଜାପାନୀ ଭାଷା:東京,ଉଚ୍ଚାରଣ: ତୋକ୍ୟୋ tōkyō) ଜାପାନର ରାଜଧାନୀ ଓ ସବୁଠୁ ବଡ଼ ସହର ଅଟେ । ଏହା ବିଶ୍ୱର ସବୁଠୁ ବଡ଼ ଜନାକୀର୍ଣ୍ଣ ମହାନଗର । ଏଠାରେ ଜାପାନର ସରକାର ଓ ସମ୍ରାଟ ବାସକରନ୍ତି । ଟୋକିଓ ଦକ୍ଷିଣ-ପଶ୍ଚିମର ମୁଖ୍ୟ ଦ୍ୱୀପ ହୋନ୍‌ସୁଁ, ଇଜୁ ଓ ଓଗାସାୱାରାରେ ଅବସ୍ଥିତ। ପୂର୍ବରୁ ଏହାକୁ ଏଡୋ ନାମରେ ଜଣାଯାଉଥିଲା।

ଶିକ୍ଷା

ଟୋକିଓରେ ବହୁତ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ, ବାଣିଜ୍ୟ ବିଦ୍ୟାଳୟ ଅଛି। ବହୁତ ଜାପାନ ଓ ପର୍ତ୍ତୁଗୀଜ ବିଶ୍ୱବିଦ୍ୟାଳୟ ଟୋକିଓରେ ଅଛି। ଟୋକିଓ ବିଶ୍ୱବିଦ୍ୟାଳୟ, ହିଟୋତସୁଭାସୀ ବିଶ୍ୱବିଦ୍ୟାଳୟ, Tokyo Institute of Technology, ୱାସେଡା ବିଶ୍ୱବିଦ୍ୟାଳୟ, ଟୋକିଓ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଓ କେୟିଓ ବିଶ୍ୱବିଦ୍ୟାଳୟ ସମେତ ଟୋକିଓର ଅନ୍ୟ କିଛି ବଡ଼ ବଡ଼ ବିଶ୍ୱବିଦ୍ୟାଳୟଗୁଡ଼ିକ ହେଲା:

  • National Graduate Institute for Policy Studies
  • ଓକାନୋମିଜୁ ବିଶ୍ୱବିଦ୍ୟାଳୟ
  • ଟୋକିଓ ଗାକୁଗୈ ବିଶ୍ୱବିଦ୍ୟାଳୟ
  • Tokyo Medical and Dental University
  • Tokyo University of Agriculture and Technology
  • Tokyo University of Foreign Studies
  • Tokyo University of Marine Science and Technology
  • ଟୋକିଓ କଳା ବିଶ୍ୱବିଦ୍ୟାଳୟ
  • University of Electro-Communications

ଏଠାରେ କେବଳ ଗୋଟିଏ ଅଣ-ଜାତୀୟ public university ଅଛି Tokyo Metropolitan University। ଏଠାରେ କିଛି ଭଲ ଜଣାଶୁଣା ବିଶ୍ୱବିଦ୍ୟାଳୟ ଅଛି ଯେଉଁଠାରେ ଭଲ ଇଂରାଜୀ ଓ ଜାପାନିଜ୍ ଭାଷା ଶିକ୍ଷା ଦିଆଯାଏ। ସେଗୁଡୀକ ହେଲା:

  • Globis University Graduate School of Management
  • ଅନ୍ତର୍ଜାତୀୟ ଖ୍ରୀଷିଆନ୍ ବିଶ୍ୱବିଦ୍ୟାଳୟ
  • ସିଫିଆ ବିଶ୍ୱବିଦ୍ୟାଳୟ
  • ୱାସେଡା ବିଶ୍ୱବିଦ୍ୟାଳୟ

ଟୋକିଓ United Nations Universityର ହେର୍ଡକ୍ୱାଟର ମଧ୍ୟ ଅଟେ।

ବାହାର ତଥ୍ୟ

  • ଟୋକିଓ: ଜାପାନର ରାଜଧାନୀ ଏବଂ ବହୁ ଜନବହୁଳ ଜିଲ୍ଲା  ଉଇକିମିଡ଼ିଆ କମନ୍ସରେ Tokyo-ସମ୍ପର୍କିତ ମିଡ଼ିଆ
  • Official website

ବ୍ୟୁପତ୍ତି ତତ୍ତ୍ୱ

ଟୋକିଓ ପୂର୍ବରୁ ଏଡୋ ନାମରେ ଜଣାଯାଉଥିଲା ଯାହାର ଅର୍ଥ ହେଉଛି "ନଦୀମୁହାଣ"। ୧୮୬୮ ମସିହାରେ ଯେତେବେଳେ ଏହା ମେଜିର ରାଜଧାନୀ ହେଲା ଏହା ସେତେବେଳେ ଏହାର ନାମ ଟୋକିଓ ହେଲା।ଏହି ସମୟରେ ଏହାକୁ "ଟୋକେଇ" କୁହାଯାଉଥିଲା ଯାହାର ଚୀନ ଭାଷାରେ ଟୋକିଓ ଉଚ୍ଚାରଣ କରାଯାଉଥିଲା। କିଛି ଇଂରାଜୀ କାଗଜପତ୍ରରେ ଏହାର ବନାନ୍ ଟୋକେଇ ଲେଖାଯାଉଥିଲା। କିଛିବି ହେଉ ଏବେ ଏହି ଟୋକେଇ ଶବ୍ଦ ଅପ୍ରଚଳିତ।

ସାଟୋ ନୁବୁହିରୋ ଲେଖିଥିବା କୁଣ୍ଡୁ ହିସ୍କୁ(ଏକତ୍ର ହେବାର ଗୁପ୍ତ ଯୋଯନା) ବହିରେ ୧୮୧୩ ମସିହାରେ ଏହାର ନାମ ଟୋକିଓ କରିବାକୁ ପ୍ରସ୍ତାବ ମିଳିଥିଲା।

Tags:

🔥 Trending searches on Wiki ଓଡ଼ିଆ:

ରାଶି ଓ ନକ୍ଷତ୍ରଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଓଡ଼ିଆ ରାମାୟଣବିଭୂତି ପଟ୍ଟନାୟକବୀଣାପାଣି ମହାନ୍ତିପୃଥ୍ୱୀ (କ୍ଷେପଣାସ୍ତ୍ର)ନାନଯୌଥ ପରିବାରଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓସୁରେଶ କୁମାର ରାଉତରାୟଚିକିତ୍ସା ବିଜ୍ଞାନରେ ନୋବେଲ ବିଜେତାଙ୍କ ତାଲିକାପିପିଲିରାମଶଙ୍କର ରାୟନବଯୌବନ ବେଶବୈଦେହୀଶ ବିଳାସଘର ସଂସାରଓଡ଼ିଶା ଉଚ୍ଚ ନ୍ୟାୟାଳୟତରଳ ଝାଡ଼ାସର୍ବପଲ୍ଲୀ ରାଧାକୃଷ୍ଣନପଦାର୍ଥ ବିଜ୍ଞାନଜୈନ ଧର୍ମମହର୍ଷି ଗୌତମରାମତାରାତାରିଣୀ ମନ୍ଦିରଚିତ୍ରକୋଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚନ୍ଦ୍ରଶେଖର ରଥକରଣ (ଜାତି)ଜଗନ୍ନାଥ ମନ୍ଦିରଅଂଶୁଘାତଅଚ୍ୟୁତାନନ୍ଦ ପ‌ତିହାତଟୁଇଟରଜୟୀରାମ ସାମଲପୁରୀଜଳବାୟୁହୀରାକୁଦ ବନ୍ଧଉପେନ୍ଦ୍ର ଭଞ୍ଜଓଡ଼ିଶାର ଭୂଗୋଳରଥଯାତ୍ରାପ୍ଲୀହାଆଲାନ ଟ୍ୟୁରିଙ୍ଗପଦାର୍ଥଜର୍ମାନୀଉଇଲିୟମ୍ ହେନେରୀ ପର୍କିନନବମୀବର କୋଳିମସ୍କୋକଳିଙ୍ଗ ଯୁଦ୍ଧଅକ୍ଷୟ ତୃତୀୟାପିଙ୍କି ପ୍ରଧାନଆହାର ଯୋଜନାକୃଷ୍ଣଚିକିତ୍ସା ବିଜ୍ଞାନଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ତାଜମହଲବ୍ୟାଙ୍କକ୍ରିକେଟକୋଷମୁଡ଼ି ନାଏକୋଓଡ଼ିଶାସ୍ନେହସାରଭାଷାରୁକୁଣା ରଥଯାତ୍ରାଅର୍ଜୁନ ଚରଣ ସେଠୀଶିଶୁପାଳଗଡ଼ଜୟଦେବ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସୂର୍ଯ୍ୟ ଦେବତାଦଶହରାୟୁକ୍ରେନ🡆 More