ଛଉ ନାଚ: ଓଡ଼ିଆ ନୃତ୍ୟ ଗୀତ

ଛଉ ନାଚ (ଛଉ ନାଟ) ଏକ ଯୁଦ୍ଧଭିତ୍ତିକ ଭାରତୀୟ ନାଟ ଯାହା ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରୁ ଜନ୍ମଲାଭ କରିଛି ।

ଛଉ
ଛଉ ନାଚ: ପ୍ରକାର, ଛଉ ଶବ୍ଦର ଜନ୍ମ, ଛଉ ନୃତ୍ୟରେ ପୁରସ୍କାରପ୍ରାପ୍ତ ବ୍ୟକ୍ତି ଗଣ
ମୟୂରଭଞ୍ଜ ଛଉରେ ରାଧାକୃଷ୍ଣଙ୍କ ରାସଲୀଳା
ମାଧ୍ୟମଗୀତ-ନାଟ
ପ୍ରକାରମୟୂରଭଞ୍ଜ (ଓଡ଼ିଶା), ପୁରୁଲିଆ (ପଶ୍ଚିମବଙ୍ଗ), ଷଢ଼େଇକଳା (ଝାଡ଼ଖଣ୍ଡ)
ସଂସ୍କୃତିଓଡ଼ିଆ ଚଳଣି
ସୃଷ୍ଟିଓଡ଼ିଶା, ଛଉ ନାଚ: ପ୍ରକାର, ଛଉ ଶବ୍ଦର ଜନ୍ମ, ଛଉ ନୃତ୍ୟରେ ପୁରସ୍କାରପ୍ରାପ୍ତ ବ୍ୟକ୍ତି ଗଣ ଭାରତ
ସମୟ କାଳମଧ୍ୟଯୁଗ
ଛଉ ନାଚ: ପ୍ରକାର, ଛଉ ଶବ୍ଦର ଜନ୍ମ, ଛଉ ନୃତ୍ୟରେ ପୁରସ୍କାରପ୍ରାପ୍ତ ବ୍ୟକ୍ତି ଗଣ
ମୟୂରଭଞ୍ଜ ଛଉ ନାଚ ପରିବେଷଣ କରୁଛନ୍ତି ଇଲିଆନା ସିତାରିଷ୍ଟ

ପ୍ରକାର

ଛଉ ନାଚ: ପ୍ରକାର, ଛଉ ଶବ୍ଦର ଜନ୍ମ, ଛଉ ନୃତ୍ୟରେ ପୁରସ୍କାରପ୍ରାପ୍ତ ବ୍ୟକ୍ତି ଗଣ 
ଛଉ ନାଚରେ ବ୍ୟବହୃତ ହେଉଥିବା ଖଣ୍ଡା ଓ ଢାଲ ।

ଏହା ମୁଖ୍ୟତଃ ତିନି ପ୍ରକାରର:

    • ମୟୂରଭଞ୍ଜ ଛଉ
      ଏହା ମୟୂରଭଞ୍ଜରୁ ଜନ୍ମଲାଭ କରିଛି । ଏଥିରେ ନାଟ ସାଙ୍ଗରେ ତୁରୀ, ମାଦଳ ଓ ଅନ୍ୟାନ୍ୟ ବାଦ୍ୟ ଯନ୍ତ୍ରର ବାଦନକରି ନାଚମାଧ୍ୟମରେ ଯୁଦ୍ଧର ବର୍ଣ୍ଣନା କରାଯାଇଥାଏ ।
    • ଷଢ଼େଇକଳା ଛଉ
    • ପୁରୁଲିଆ ଛଉ

ଛଉ ଶବ୍ଦର ଜନ୍ମ

ଓଡ଼ିଆ ଭାଷାର ସାହିତ୍ୟିକ ଓ ଗବେଷକ ସୀତାକାନ୍ତ ମହାପାତ୍ରଙ୍କ ଅନୁସାରେ "ଛଉ" ଶବ୍ଦ ଓଡ଼ିଆ ଶବ୍ଦ "ଛାଉଣି"ରୁ ଆସିଅଛି ଯାହାର ଅର୍ଥ ସେନାଛାଉଣି ଓ ଏହା ରାଜାରାଜୁଡ଼ା ସମୟର ସେନାମାନଙ୍କ ଯୁଦ୍ଧକଳାରୁ ଜନ୍ମ ନେଇଛି।

ଛଉ ନୃତ୍ୟରେ ପୁରସ୍କାରପ୍ରାପ୍ତ ବ୍ୟକ୍ତି ଗଣ

ପଦ୍ମଶ୍ରୀ ପୁରସ୍କାର

  1. ପଣ୍ଡିତ ଗୋପାଳ ପ୍ରସାଦ ଦୁବେ (୨୦୧୧)(ଝାରଖଣ୍ଡ)
  2. ମକର ଧ୍ୱଜ ଦାରୋଗା (୨୦୧୧) (ଝାଡ଼ଖଣ୍ଡ)

ସଂଗୀତ ନାଟକ ଏକାଡେମୀ ପୁରସ୍କାର

  1. ସୁଧେନ୍ଦ୍ର ନାରାୟଣ ସିଂଦେଓ (୧୯୬୩) (ଷଢେଈକଳା ଛଉ)
  2. ଅନନ୍ତ ଚରଣ ସାଈ (୧୯୭୧)(ମୟୂରଭଞ ଛଉ)
  3. କୃଷ୍ଣ ଚନ୍ଦ୍ର ନାୟକ (୧୯୭୫) (ମୟୂରଭଞ ଛଉ)
  4. କେଦାରନାଥ ସାହୁ (୧୯୮୧) (ଷଢେଈକଳା ଛଉ)
  5. ଗମ୍ଭୀର ସିଂ ମୁରା (୧୯୮୨) (ପୁରୁଲିଆ ଛଉ)
  6. ମଦନ ମୋହନ ଲେଂକା (୧୯୮୭)(ମୟୂରଭଞ ଛଉ)
  7. ଶ୍ରୀ ହରି ନାୟକ (୧୯୮୮)(ମୟୂରଭଞ ଛଉ)
  8. ବିକ୍ରମ କୁମ୍ଭକାର (୧୯୯୦) (ମୟୂରଭଞ ଛଉ)
  9. ଚନ୍ଦ୍ର୍ ଶେଖର ଭଞ(୧୯୯୧)(ମୟୂରଭଞ ଛଉ)
  10. ଶଶଧର ଆଚାର୍ଯ୍ୟ (୨୦୦୪) (ଷଢେଇକଳା ଛଉ)
ଛଉ ନାଚ: ପ୍ରକାର, ଛଉ ଶବ୍ଦର ଜନ୍ମ, ଛଉ ନୃତ୍ୟରେ ପୁରସ୍କାରପ୍ରାପ୍ତ ବ୍ୟକ୍ତି ଗଣ 
ଭୁବନେଶ୍ୱର ଉତ୍କଳ ସଙ୍ଗୀତ ନାଟକ ମହାବିଦ୍ୟାଳୟରେ ମୟୂରଭଞ୍ଜ ଛଉ ପରିବେଷଣ କରୁଛନ୍ତି ଏକ ସଙ୍ଗୀତ ଦଳ ।

ଆଧାର


ଅଧିକ ତ‌ଥ୍ୟ

Tags:

ଛଉ ନାଚ ପ୍ରକାରଛଉ ନାଚ ଛଉ ଶବ୍ଦର ଜନ୍ମଛଉ ନାଚ ଛଉ ନୃତ୍ୟରେ ପୁରସ୍କାରପ୍ରାପ୍ତ ବ୍ୟକ୍ତି ଗଣଛଉ ନାଚ ଆଧାରଛଉ ନାଚ ଅଧିକ ତ‌ଥ୍ୟଛଉ ନାଚଓଡ଼ିଶାମୟୂରଭଞ୍ଜ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନବିଜୁ ପଟ୍ଟନାୟକକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଜୈନ ଧର୍ମରଘୁବଂଶଗୁରୁ ପ୍ରସାଦ ମହାନ୍ତିତନ୍ତକଲେରାଶାରଳା ପୁରସ୍କାରଗୁଗଲପଦ୍ମଚରଣ ପଟ୍ଟନାୟକଓଧବାଘହାଣ୍ଡିଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସଗୋଦାବରୀଶ ମହାପାତ୍ରଦଶରଥଭାରତୀୟ ଜାତୀୟ କଂଗ୍ରେସଅଶୋକ (ସମ୍ରାଟ)କଳାପାହାଡ଼ଶିବାଜୀକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ରଥମ ବିଶ୍ୱଯୁଦ୍ଧଆମ୍ବଇଂରାଜୀ ଭାଷାଛତ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଯଦୁନାଥ ଦାସ ମହାପାତ୍ରଇତିହାସପୁରୀଓଡ଼ିଆ କାବ୍ୟ କବିତାପ୍ରାଚୀ ନଦୀବାଲେଶ୍ୱର ଜିଲ୍ଲାକଳାକଳେବର ଚଉତିଶାସଉରାଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜୟୀରାମ ସାମଲବୁଧନ ମୁର୍ମୁବୈକୁଣ୍ଠନାଥ ପଟ୍ଟନାୟକଦାମୋଦର ରାଉତବଲାଙ୍ଗୀର ଜିଲ୍ଲାଦାଶରଥି ଦାସସୁଦଶା ବ୍ରତପବିତ୍ର ମୋହନ ଜେନାପ୍ରସନ୍ନ ଦାସ (ବହୁବିକଳ୍ପ)ସାରଦା ପ୍ରସାଦ ମିଶ୍ରଯବକ୍ଷାରଜାନଓଡ଼ିଶାର ସଂସ୍କୃତିୟୁନେସ୍କୋଭାରତୀୟ ଜନଗଣନାଶ୍ରୀମନ୍ଦିର ବେଢ଼ା-ଦେବାଦେବୀକୁଞ୍ଜବିହାରୀ ଦାଶରାଧାମୋହନ ଗଡ଼ନାୟକବ୍ୟାସଦେବକୁମାରିଲ ଭଟ୍ଟଚିଲିକା ହ୍ରଦଓଡ଼ିଆ ଲିପିହାଡ଼ଫୁଟିହାତଇନକ୍ଲିସିରାନଅଭିନେତ୍ରୀ (ନାରୀ କଳାକାର)ନେପାଳଭୀମ ଭୋଇଇନଷ୍ଟାଗ୍ରାମଲିନକ୍ସ ବଣ୍ଟନଅଯୋଧ୍ୟାଭର୍ତ୍ତୃହରି ମହତାବଇଣ୍ଡୋନେସିଆଅନନ୍ତ ପଟ୍ଟନାୟକକରଞ୍ଜ🡆 More