କନକ ମଞ୍ଜରୀ ମହାପାତ୍ର: ଓଡ଼ିଆ ଶିଶୁ ସାହିତ୍ୟିକା

କନକ ମଞ୍ଜରୀ ମହାପାତ୍ର ଓଡ଼ିଆ ଭାଷାର ଜଣେ ଶିଶୁ ସାହିତ୍ୟିକା ଥିଲେ । ତାଙ୍କର ଲେଖନୀ କାଳ ଥିଲା ବିଂଶ ଶତାବ୍ଦୀ ମଧ୍ୟ ଭାଗ ।

କନକ ମଞ୍ଜରୀ ମହାପାତ୍ର
ଜାତୀୟତାଭାରତୀୟ
ବୈବାହିକ-ସାଥୀଚକ୍ରଧର ମହାପାତ୍ର
ସନ୍ତାନମନୋଜ ମଞ୍ଜରୀ ମିଶ୍ର
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଗାଉଁଲି ଗୀତ ସଂଗ୍ରାହିକା

କେବଳ ଶିଶୁ ସାହିତ୍ୟିକା ରୂପେ ନୁହଁ, ଓଡ଼ିଆ ଗାଉଁଲି ଗୀତର ସଂଗ୍ରାହିକା ଭାବରେ ସେ ପରିଚିତା ଥିଲେ । ସ୍ୱାମୀ ଚକ୍ରଧର ମହାପାତ୍ରଙ୍କ ସହ ଗାଉଁଲି ଗୀତ ସଂଗ୍ରହ କରିବାରେ ତାଙ୍କ ଜୀବନର ଅନେକ ଦିନ ବିତି ଯାଇଥିଲା ।

ଗଳ୍ପ ପୁସ୍ତକ

କନକ ମଞ୍ଜରୀ ମହାପାତ୍ର ଦୁଇଟି ଗଳ୍ପ ପୁସ୍ତକ ଲେଖି ଯାଇଛନ୍ତି । ସେଗୁଡିକ ହେଲା:

  • କଳି‌ଙ୍ଗ କାହାଣୀ
  • ଉତ୍କଳ କାହାଣୀ

ପୁସ୍ତକ ଦୁଇଟି ୧୯୫୭ରେ ପ୍ରଥମେ ପ୍ରକାଶିତ ହୋଇଥିଲା । କଳି‌ଙ୍ଗ କାହାଣୀ ପୁସ୍ତକ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୫୬-୫୮ରେ ପାଇଥିଲେ ।

ତାଙ୍କର ଏହି ଗଳ୍ପଗୁଡ଼ିକ କଳି‌ଙ୍ଗର ସାଧବ କ‍ନ୍ୟା, ରାଜକୁମାରୀମାନଙ୍କ ଉପରେ ଲିଖିତ ଥିଲା ଓ ସେମାନଙ୍କୁ ସାହାସିନୀ ଓ ବୀରାରମଣୀ ଭାବରେ ପରିଚିତ କରାଏ । ଏ କାହାଣୀଗୁଡ଼ିକ ମଧ୍ୟ ଓଡ଼ିଶାର ଅତୀତର ଐତିହ୍ୟ, ନୌବାଣିଜ୍ୟ, ରାଜନୀତି, ଲୋକଜୀବନ ଓ ଲୋକସଂସ୍କୃତିର ଚିତ୍ର ଉପସ୍ଥାପନା କରଂତି ।

ପୁରସ୍କାର ଓ ପୁରସ୍କାର

ଆଧାର

Tags:

କନକ ମଞ୍ଜରୀ ମହାପାତ୍ର ଗାଉଁଲି ଗୀତ ସଂଗ୍ରାହିକାକନକ ମଞ୍ଜରୀ ମହାପାତ୍ର ଗଳ୍ପ ପୁସ୍ତକକନକ ମଞ୍ଜରୀ ମହାପାତ୍ର ପୁରସ୍କାର ଓ ପୁରସ୍କାରକନକ ମଞ୍ଜରୀ ମହାପାତ୍ର ଆଧାରକନକ ମଞ୍ଜରୀ ମହାପାତ୍ର

🔥 Trending searches on Wiki ଓଡ଼ିଆ:

ଅକ୍ଷୟ ତୃତୀୟାଆଫଗାନିସ୍ତାନବିଜୟ ମିଶ୍ରପରୀ ବେୱାଜନ ଗଣ ମନଶ୍ରବଣ ( ରାମାୟଣ ର ଚରିତ୍ର )ବାସୁଦେବ ସୁନାନୀ୨ ମଇଗୋପାଳ ଛୋଟରାୟବଡ଼ ଓଡ଼ିଆ ମଠଗୁରୁ ପ୍ରସାଦ ମହାନ୍ତିସୌମ୍ୟ ରଞ୍ଜନ ପଟ୍ଟନାୟକଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନନକ୍ଷତ୍ରବୀଜାଣୁସୀତା ବିବାହନଦୀୟା ବିହାରୀ ମହାନ୍ତିଅଂଶୁଘାତଆନି ବେସାନ୍ତବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜଗନ୍ନାଥଙ୍କ ଧୂପଅମର ସିଂହ ଚମକିଲାନରେନ୍ଦ୍ର ମୋଦୀଧରିତ୍ରୀଭୁବନେଶ୍ୱର ରେଳ ଷ୍ଟେସନଝାଲ ମୁଢ଼ିମଞ୍ଜୁଳା ସ୍ୱାଇଁତୁଳସୀ ମୁଣ୍ଡାଗୋଟେ ଶୁଆ ଗୋଟେ ଶାରୀବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ଭାରତ)ମିନତି ମିଶ୍ରଚନ୍ଦ୍ରଶେଖର ନନ୍ଦବୈଦେହୀଶ ବିଳାସରାମାନୁଜ ଆଚାର୍ଯ୍ୟଭୂଗୋଳଉତ୍କଳ ବ୍ରାହ୍ମଣସଜନାଅଖିଳ ମୋହନ ପଟ୍ଟନାୟକବ୍ରହ୍ମପୁତ୍ର ନଦୀଦିଗମ୍ବର ଜୈନ ମନ୍ଦିର, ଖଣ୍ଡଗିରି୩ ଅପ୍ରେଲସତ୍ୟେନ୍ଦ୍ର ନାଥ ବୋଷଧନୁର୍ଜୟ ସିଦୁଓଡ଼ିଶା ସରକାରବିରାଟ କୋହଲୀହିମାଳୟଜଳ ପ୍ରଦୂଷଣଦୀପକ ମିଶ୍ରୟୁରୋପ୨୧ ଅପ୍ରେଲ୧୮ ଫେବୃଆରୀଆଲବର୍ଟ ଆଇନଷ୍ଟାଇନଗିରିଜା କୁମାର ବଳୀୟାରସିଂହକୋଚିଲାଗୁରୁବାରୀ ମିର୍ଦ୍ଧାଉଇକିମିଡ଼ିଆ ମୁଭମେଣ୍ଟଦାମୋଦର ରାଉତମୁଚୁକୁନ୍ଦରବି ପଟ୍ଟନାୟକବନମାଳୀ ଦାସଓଡ଼ିଶୀପଠାଣି ସାମନ୍ତନାରାୟଣ ସାହୁସ୍ୱାମୀ ବିବେକାନନ୍ଦଚାଉଳ୨୧ ଅଗଷ୍ଟଭାରତର ଜାତୀୟ ପତାକାବିଜୁ ପଟ୍ଟନାୟକଦେବୀପ୍ରସନ୍ନ ପଟ୍ଟନାୟକସନାତନ ମହାକୁଡ଼ବର୍ଷା ପ୍ରିୟଦର୍ଶିନୀ🡆 More