ଓଡ଼ିଶାର ମନ୍ତ୍ରୀମଣ୍ଡଳ

୭ ମଇ ୨୦୧୭ର ଅଦଳବଦଳ ପରେ ପୁନର୍ଗଠିତ ମନ୍ତ୍ରୀମଣ୍ଡଳ ଓ ସେମାନେ ଦାୟିତ୍ୱ ଗ୍ରହଣ କରିଥିବା ବିଭିନ୍ନ ବିଭାଗ ।


ମୁଖ୍ୟମନ୍ତ୍ରୀ

  • ନବୀନ ପଟ୍ଟନାୟକ: ଗୃହ, ସାଧାରଣ ପ୍ରଶାସନ, ପୂର୍ତ୍ତ, ଜଳସମ୍ପଦ ଏବଂ ଆବଣ୍ଟନ ହୋଇନଥିବା ସମସ୍ତ ବିଭାଗ

କ୍ୟାବିନେଟ ମନ୍ତ୍ରୀ

  • ଉଷାଦେବୀ: ଯୋଜନା ଓ ସମନ୍ୱୟ
  • ଦାମୋଦର ରାଉତ: କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ସାଧାରଣ ଉଦ୍ୟୋଗ
  • ନିରଞ୍ଜନ ପୂଜାରୀ: ଶିଳ୍ପ ଓ ନଗର ଉନ୍ନୟନ ବିଭାଗ
  • ପ୍ରତାପ ଜେନା: ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ଆଇନ
  • ପ୍ରଦୀପ ମହାରଥୀ: ପଞ୍ଚାୟତିରାଜ, ପାନୀୟ ଜଳଯୋଗାଣ
  • ପ୍ରଫୁଲ୍ଲ ମଲ୍ଲିକ: ଶକ୍ତି, ଖଣି ଓ ଇସ୍ପାତ
  • ପ୍ରଫୁଲ୍ଲ ସାମଲ: ମହିଳା ଓ ଶିଶୁ କଲ୍ୟାଣ
  • ବଦ୍ରିନାରାୟଣ ପାତ୍ର: ବିଦ୍ୟାଳୟ ଓ ଗଣଶିକ୍ଷା, ବିଜ୍ଞାନ ଓ କାରିଗରୀ ବିଦ୍ୟା
  • ବିକ୍ରମ କେଶରୀ ଆରୁଖ: ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକସମ୍ପର୍କ, ସଂସଦୀୟ ବ୍ୟାପାର
  • ବିଜୟଶ୍ରୀ ରାଉତରାୟ: ଜଙ୍ଗଲ ଓ ପରିବେଶ
  • ମହେଶ୍ୱର ମହାନ୍ତି: ରାଜସ୍ୱ, ବିପର୍ଯ୍ୟୟ ପ୍ରଶମନ
  • ରମେଶ ମାଝି: ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ
  • ଶଶିଭୂଷଣ ବେହେରା: ଅର୍ଥ ଓ ଅବକାରୀ
  • ସୂର୍ଯ୍ୟନାରାୟଣ ପାତ୍ର: ଖାଦ୍ୟ ଯୋଗାଣ ଓ ଖାଉଟି, ସମବାୟ

ରାଷ୍ଟ୍ରମନ୍ତ୍ରୀ

  • ଅନନ୍ତ ଦାସ: ଉଚ୍ଚଶିକ୍ଷା
  • ଅଶୋକ ପଣ୍ଡା: ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ
  • ଚନ୍ଦ୍ରସାରଥୀ ବେହେରା: କ୍ରୀଡ଼ା ଓ ଯୁବ ବ୍ୟାପାର
  • ନୃସିଂହ ସାହୁ: ବାଣିଜ୍ୟ ଓ ପରିବହନ
  • ପ୍ରଦୀପ କୁମାର ଅମାତ: ଗ୍ରାମ୍ୟ ଉନ୍ନୟନ (ଗ୍ରାମ୍ୟ ଜଳଯୋଗାଣ)
  • ପ୍ରଫୁଲ୍ଲ ସାମଲ: ମହିଳା ଓ ଶିଶୁ କଲ୍ୟାଣ (ମିଶନ ଶକ୍ତି), ଅତି କ୍ଷୁଦ୍ର, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ
  • ସୁଶାନ୍ତ ସିଂହ: ଶ୍ରମ ଓ ଇଏସଆଇ
  • ସ୍ନେହାଙ୍ଗିନୀ ଛୁରିଆ: ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ

ଆଧାର

Tags:

ଓଡ଼ିଶାର ମନ୍ତ୍ରୀମଣ୍ଡଳ ମୁଖ୍ୟମନ୍ତ୍ରୀଓଡ଼ିଶାର ମନ୍ତ୍ରୀମଣ୍ଡଳ କ୍ୟାବିନେଟ ମନ୍ତ୍ରୀଓଡ଼ିଶାର ମନ୍ତ୍ରୀମଣ୍ଡଳ ରାଷ୍ଟ୍ରମନ୍ତ୍ରୀଓଡ଼ିଶାର ମନ୍ତ୍ରୀମଣ୍ଡଳ ଆଧାରଓଡ଼ିଶାର ମନ୍ତ୍ରୀମଣ୍ଡଳ

🔥 Trending searches on Wiki ଓଡ଼ିଆ:

ଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟସୁନାଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଅଟଳ ବିହାରୀ ବାଜପେୟୀଜୟ ଶ୍ରୀରାମବିଦ୍ୟୁତକଳିଙ୍ଗ ଯୁଦ୍ଧମଥୁରା ମଙ୍ଗଳଗ୍ରହଗୁରୁ ପ୍ରସାଦ ମହାନ୍ତିବୈଷୟିକ ବିଜ୍ଞାନରୋହିତ ପୂଜାରୀରାବଣଛାୟାକାରୁବାକୀୟୁନେସ୍କୋଜଗନ୍ନାଥଙ୍କ ବେଶଉତ୍କଳ ଦୀପିକାଶାନ୍ତନୁ କୁମାର ଆଚାର୍ଯ୍ୟକୋଷକାଳିନ୍ଦୀ ଚରଣ ପାଣିଗ୍ରାହୀନବୀନ ପଟ୍ଟନାୟକସତ୍ୟବାଦୀ ବନ ବିଦ୍ୟାଳୟଜଳ ପ୍ରଦୂଷଣପରିବାରଉପେନ୍ଦ୍ର ଭଞ୍ଜଅମର ସିଂହ ଚମକିଲାଅଭିମନ୍ୟୁ ସାମନ୍ତସିଂହାରଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାହରେକୃଷ୍ଣ ମହତାବସାନିଆ ମିର୍ଜାଭାରତର ଜାତୀୟ ପତାକାଇମରାନ ଖାଁଓଡ଼ିଶାମେରୁ ଯାତ୍ରାମନୋଜ ଦାସପିପିଲିଜ୍ଞାନପୀଠ ପୁରସ୍କାରଲୋକ ସଭାଆହାର ଯୋଜନାୟୁନିଫର୍ମ ରିସୋର୍ସ ଲୋକେଟରପୁନର୍ମିଳନପ୍ରାଣୀବିର୍ସା ମୁଣ୍ଡାହିନ୍ଦୁ ଧର୍ମରତ୍ନାକର ଚଇନିଓ ଅନ୍ଧଗଳିପ୍ରସନ୍ନ ଆଚାର୍ଯ୍ୟଶ୍ରୀଜଙ୍ଗଫେସବୁକଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓୟାଓଇସ୍ନେହସାରଲକ୍ଷ୍ମଣ ନାୟକମହାଭାରତକୁନ୍ଦୁଲି ଗଣଦୁଷ୍କର୍ମ ମାମଲାଜର୍ମାନୀଓଡ଼ିଆ କଥାଚିତ୍ର ଜଗତଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାମୁଡ଼ି ନାଏକୋବିଶ୍ୱ ଏଡ୍‌ସ ଦିବସଭାରତୀୟ ଜନଗଣନାସୁରେଶ କୁମାର ରାଉତରାୟଭୁବନେଶ୍ୱରମହିମା ଧର୍ମଭାରତର ନ୍ୟାୟୀକ ବ୍ୟବସ୍ଥାବଳରାମ ଦାସକାଜାଖସ୍ତାନଦଶାବତାରମିଳିମିଳା🡆 More