ବାରବାଡୋସ

ବାରବାଡୋସ (/bɑːrˈbeɪdɒs/ (listen) କିମ୍ବା /bɑːrˈbeɪdoʊs/) ଲେସର ଆଣ୍ଟିଲେସର ଏକ ସାଧାରଣତନ୍ତ୍ର ଦ୍ୱୀପ ଦେଶ । ଏହାର ଲମ୍ବରେ 34 kilometres (21 mi) ଓ ଓସାର ପ୍ରାୟତଃ 23 kilometres (14 mi) ଅଞ୍ଚଳରେ ପରିବ୍ୟାପ୍ତ । ଏହା ଉତ୍ତର ଆଟଲାଣ୍ଟିକର ପଶ୍ଚିମ ଭାଗରେ ଓ କାରିବିଆନ ସାଗର ଏବଂ ଉଇଣ୍ଡୱାର୍ଡ଼ ଦ୍ୱୀପପୁଞ୍ଜର ପୂର୍ବ ଭାଗରେ ଅବସ୍ଥିତ । ସେଣ୍ଟ ଭିନସେଣ୍ଟ ଓ ଗ୍ରେନାଡିନ୍ସର 168 kilometres (104 mi) ପୂର୍ବରେ ଓ ତ୍ରିନିଦାଦ ଓ ଟବାଗୋର 400 kilometres (250 mi) ଉତ୍ତର-ପୂର୍ବରେ ଅବସ୍ଥିତ । ବାରବାଡୋସ ମୁଖ୍ୟ ଆଟଲାଣ୍ଟିକ ଝଡ଼ ମେଖଳାର ବାହାରେ ରହିଛି ।

ବାରବାଡୋସ
ବାରବାଡସ ପତାକା
ବାରବାଡୋସ
ବାରବାଡସ ଅବସ୍ଥିତି

ଇତିହାସ

ଭୂଗୋଳ

ଧର୍ମ

ପ୍ରାସାସନିକ ବିଭାଜନ

ଭାଷା

ଆଧାର

Tags:

ବାରବାଡୋସ ଇତିହାସବାରବାଡୋସ ଭୂଗୋଳବାରବାଡୋସ ଧର୍ମବାରବାଡୋସ ପ୍ରାସାସନିକ ବିଭାଜନବାରବାଡୋସ ଭାଷାବାରବାଡୋସ ଆଧାରବାରବାଡୋସAbout this soundEn-us-Barbados.ogg

🔥 Trending searches on Wiki ଓଡ଼ିଆ:

ଯୁକ୍ତରାଷ୍ଟ୍ର ଆମେରିକା୮ ମାର୍ଚ୍ଚରମାକାନ୍ତ ରଥଜଗନ୍ନାଥ ମନ୍ଦିରବ୍ରହ୍ମଗିରି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଯୀଶୁସୁଭାଷ ଚନ୍ଦ୍ର ବୋଷ୨୨ ନଭେମ୍ବର୯୮୮ଓଡ଼ିଶାର ଦୋଳଯାତ୍ରାକାର୍ତ୍ତିକ ପୂର୍ଣ୍ଣିମାଝାଲ ମୁଢ଼ିଅଖିଳ ମୋହନ ପଟ୍ଟନାୟକ୨୦୦୧ପକ୍ଷଚିଲିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଫକୀର ମୋହନ ସେନାପତିକୋଣାର୍କ ସୂର୍ଯ୍ୟ ମନ୍ଦିରନିଖିଳାନନ୍ଦ ପାଣିଗ୍ରାହୀପଞ୍ଚଲିଙ୍ଗେଶ୍ଵର ମନ୍ଦିରମନମୋହନ ସାମଲମିହିର ଦାସଓଡ଼ିଶାର ଦଶହରାଅବସରସୁନାମିଉଇକିପାଠାଗାରବୀଜାଣୁସୁନାବେଶଗୋଦାବରୀଶ ମହାପାତ୍ରମିଆଁମାରଉଇକିବିଦ୍ୟାଳୟଅଭିଗମ୍ୟତାଏଲୋସରସଗ୍ରେଭସ ରୋଗପିଆଜଉଇକିଡାଟାଦିସପୁରଆଣ୍ଟୋନ ଚେକୋଭଖୋର୍ଦ୍ଧା ଜିଲ୍ଲାଦିନଏଚଆଇଭି/ଏଡସତୁମ ପରି ଛୋଟ ପିଲାଟିଏଆଣ୍ଟିଅକ୍ସିଡାଣ୍ଟଜ୍ଞାନପୀଠ ପୁରସ୍କାର୨୦୨୨ ରୁଷର ୟୁକ୍ରେନ ଉପରେ ଆକ୍ରମଣସୌର ଜଗତସାବିତ୍ରୀ ଓଷାସାରଳା ଦାସଚୈତ୍ର ମଙ୍ଗଳବାର ଓଷାଲୋକ ସଭାବ୍ରହ୍ମପୁରନେଲସନ ମଣ୍ଡେଲା୧୯୧୮ଅରୁଣା ମହାନ୍ତିତନ୍ତ୍ରପ୍ରତାପ କେଶରୀ ଦେଓ୨୦୧୫ଓଡ଼ିଆ ଚଉତିଶା ଗୁଡ଼ିକର ତାଲିକାନୀଳକଣ୍ଠ ଦାସଓଡ଼ିଆ କଥାଚିତ୍ର ଜଗତ୧୧ ମାର୍ଚ୍ଚଜାଫିର୍ଲୁକାଷ୍ଟନବ ଚରଣ ମାଝିପାନବିରାଟ କୋହଲୀଶାମ୍ବ ଦଶମୀ🡆 More