ଉଇକି-ଅଭିଧାନ ଏକ ବହୁଭାଷୀ ମୁକ୍ତ ଅଭିଧାନ ବା ଶବ୍ଦାବଳୀ ଅଟେ । ଏହା ୧୭୦ଟି ଭାଷାରେ ଉପଲବ୍ଧ । ବିଭିନ୍ନ ସ୍ୱେଚ୍ଛାସେବୀମାନଙ୍କଦ୍ୱାରା ସହଯୋଗୀତାମୂଳକ ଭାବେ ଲେଖାଯାଇଥାଏ । ଉଇକି ଅଭିଧାନର ମୂଳ ଲକ୍ଷ ହେଲା: ସବୁ ଶବ୍ଦ ସବୁ ଭାଷାରେ ।
Wiki ଓଡ଼ିଆWiki ଓଡ଼ିଆ | |
ୟୁ.ଆର.ଏଲ | http://www.wiktionary.org |
---|---|
ସ୍ଳୋଗାନ | The Free Dictionary |
ବ୍ୟବସାୟିକ | No |
ସାଇଟର ପ୍ରକାର | Online dictionary |
ରେଜେଷ୍ଟ୍ରିକରଣ | ଇଚ୍ଛାଧିନ |
ମିଳୁଥିବା ଭାଷା | Multi-lingual (over 170) |
ମାଲିକ | ଉଇକିମିଡ଼ିଆ ଫାଉଣ୍ଡେସନ |
ତିଆରି କରିଥିଲେ | Jimmy Wales and the Wiki community |
ଆରମ୍ଭ କରାଯାଇଥିଲା | ୧୨ ଡିସେମ୍ବର ୨୦୦୨ |
ଆଲେକ୍ସା କ୍ରମାଙ୍କ | 614 (April 2014[update]) |
ଏବେକାର ସ୍ଥିତି | ସଚଳ |
୧୨ ଡିସେମ୍ବର ୨୦୦୨ରେ ପ୍ରଥମ କରି ଏହି ଅଭିଧାନ ପ୍ରକଳ୍ପ ଆରମ୍ଭ ହେଇଥିଲା ।
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
This article uses material from the Wikipedia ଓଡ଼ିଆ article ଉଇକିଅଭିଧାନ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.