ଆଣ୍ଡ୍ରଏଡ଼

ଆଣ୍ଡ୍ରଏଡ ଅଥବା ଆନ୍ଦ୍ରଏଡ (IPA:/ˈændrɔɪd/)ଲିନକ୍ସ ଉପରେ ଆଧାରିତ ଏକ ମୋବାଇଲ ସଫ୍ଟୱେର । ଏହାକୁ ମୂଖ୍ୟତଃ ସ୍ମାର୍ଟଫୋନ ଏବଂ ଟାବଲେଟ କମ୍ପ୍ୟୁଟର ଇତ୍ୟାଦିକୁ ସଂଚାଳନ କରିବାରେ ଉପଯୋଗ କରାଯାଇଥାଏ । ଏହାର ବିକାଶ ମୂଳରୁପରେ ୨୦୦୫ ମସିହାରେ ଗୁଗୁଲ କରିଥିଲା ଏବଂ ତା ପରେ ୨୦୦୭ରେ ଓପନ ହାଣ୍ଡସେଟ ଆଲାଏନ୍ସ ଏହାକୁ ଆଗକୁ ବଢାଇଥିଲା ।

ଆଣ୍ଡ୍ରଏଡ଼
ଆଣ୍ଡ୍ରଏଡ଼ ଆଣ୍ଡ୍ରଏଡ଼
କମ୍ପାନୀ / ସଫ୍ଟୱେର ଗଢ଼ାଳିGoogle Inc, Open Handset Alliance, Android (operating system)#Android Open Source Project
ପ୍ରଗ୍ରାମ କେଉଁଠି କରାଯାଇଛି:କୋଟଲିନ,C (core), Java (UI), C++
OS ପରିବାରLinux
କାମର ସ୍ଥିତିCurrent
ସ୍ରୋତ ମଡ଼େଲOpen Source
ଆରମ୍ଭ ସଂସ୍କରଣସେପ୍ଟେମ୍ବର 20, 2008 (2008-09-20)
Latest stable release୮.୦ (ଓରିଓ) / ଅଗଷ୍ଟ ୨୧ ୨୦୧୭
ନଗଦ ଅସ୍ଥିର ସଙ୍କଳନ୮.୧
ପ୍ୟାକେଜ ମ୍ୟାନେଜରGoogle Play / APK
ସହାୟକ ପ୍ଲାଟଫର୍ମARM, MIPS,
କର୍ନେଲ ପ୍ରକାରMonolithic (modified Linux kernel)
ଡିଫଲ୍ଟ ଇଉଜର ଇଣ୍ଟରଫେସGraphical
ଲାଇସେନ୍ସApache License 2.0
Linux kernel patches under GNU GPL v2
ୱେବସାଇଟwww.android.com

ଇତିହାସ

thumb|ଆଧୁନିକ ଆଣ୍ଡ୍ରଏଡ ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆରେ ଥିବା ପାଲୋ ଅଲ୍ଟୋଠାରେ ଆଣ୍ଡ୍ରଏଡ, Inc.ର ଉତ୍ପତ୍ତି ହେଇଥିଲା । ଏହା ପ୍ରଥମେ 1.3 ସଂସ୍କରଣରେ ବାହାରିଥିଲା ଜାହାକି ଲୋକଙ୍କ ମନକୁ ପସନ୍ଦ ଆସିଥିଲା । ପରେ ଏହାର ବିଭିନ୍ନ ସଂସ୍କରଣ ବାହାରିଲା ।

  • ୨.୨ ଫ୍ରୋୟୋ
  • ୨.୩ ଜିଙ୍ଗରବ୍ରେଡ
  • ୩.୦ ହନିକମ୍ବ
  • ୩.୧ ହନିକମ୍ବ,
  • ୩.୨ହନିକମ୍ବ,
  • ୪.୦ ଆଇସ କ୍ରିମ-ସାଣ୍ଡବିଚ,
  • ୪.୧ ଜେଲିବିନ୍
  • ୪.୪ କିଟ୍ କାଟ୍
  • ୫.୦ ଲଲିପପ୍
  • ୬.୦ ମାର୍ଶମେଲୋ
  • ୭.୦ ନୋଘଟ
  • ୮.୦ ଓରିଓ

ବିଶେଷତ୍ୱ

  • ହ୍ୟାଣ୍ଡସଟ ଲେ-ଆଉଟ
  • କନେକଟିଭିଟି
  • ମେସେଜ
  • ଏକରୁ ଅଧିକ ଭାଷା
  • ୱେବ ବ୍ରାଉଜର
  • ଜାଭା ସ୍କ୍ରିପ୍ଟ
  • ମିଡିଆ ସପୋର୍ଟ
  • ଷ୍ଟ୍ରିମିଙ୍ଗ ମେଡ଼ିଆ ସପୋର୍ଟ
  • ମଲ୍ଟି ଟଚ
  • ବ୍ଲୁ-ଟୁଥ
  • ଭିଡିଓ କଲିଙ୍ଗ
  • ମଲ୍ଟି-ଟାସ୍କିଙ୍ଗ
  • ଟେଥରିଙ୍ଗ
  • ସ୍କ୍ରିନ କ୍ୟାପଚର
  • ଏକ୍ସଟ୍ରନାଲ ମେମୋରି ଷ୍ଟୋରେଜ

ଆଧାର

Tags:

ଗୁଗଲଲିନକ୍ସସଫ୍ଟୱେର

🔥 Trending searches on Wiki ଓଡ଼ିଆ:

ନରେନ୍ଦ୍ର ମୋଦୀଶୈଳବାଳା ଦାସଓଡ଼ିଶାର ଦୋଳଯାତ୍ରାକାମିନୋ ମିଚିନାରୀବାଦଜ୍ଞାନକୋଷ୨୦୦୭ଓଡ଼ିଶାର କଳା୨୦୨୨ ଫିଫା ବିଶ୍ୱକପ୍କ୍ଲାଉଡ଼ ଟେକ୍ନୋଲୋଜିବଣ୍ଡ (ଅର୍ଥ)ବାଲେଶ୍ୱର ଜିଲ୍ଲାଚକ୍ଷୁଗୋଲକ ଫାଟସାତକଡ଼ି ହୋତାଭାରତୀୟ ମୁଦ୍ରାମୂରଲୀଧର କୁଅଁର୧୪୦୫ଗୋପୀନାଥ ମହାନ୍ତିଜୈନ ଧର୍ମରେଭେନ୍‌ସା କଲିଜିଏଟ ସ୍କୁଲଉଦ୍‌ଜାନପଞ୍ଚସଖାମୁକ୍ତେଶ୍ୱର ଦେଉଳଧର୍ମେନ୍ଦ୍ର ପ୍ରଧାନହିପୋପୋଟାମସରାସନ କାର୍ଡ଼ (ଭାରତ)ବଲ୍ଲଭଭାଇ ପଟେଲଅରବିନ୍ଦ କେଜରିୱାଲନୃସିଂହ ଚରଣ ପଣ୍ଡାମନୋଜ ଦାସସୁଦର୍ଶନ ପଟ୍ଟନାୟକ୧୩ ଅପ୍ରେଲହନୁମାନ ଜୟନ୍ତୀ୨୦୦୩ବିର୍ସା ମୁଣ୍ଡାମୟୂରଭଞ୍ଜ ଜିଲ୍ଲାଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉପେନ୍ଦ୍ର ଭଞ୍ଜଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳବିଜୁ ପଟ୍ଟନାୟକଗନ୍ଧମାର୍ଦନଯାଜପୁରହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬ଅଶ୍ୱିନୀ କୁମାର ଘୋଷଦେଉଳଝରି ଉଷ୍ଣପ୍ରସ୍ରବଣଅଶୋକ ସମ୍ରାଟଭାଷାପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଗୋପବନ୍ଧୁ ଦାସଓଡ଼ିଶାର ଲୋକନୃତ୍ୟଶକ୍ତି ପୀଠଓଡ଼ିଆ ଭାଗବତଧାତୁଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଶ୍ରୀରାମ ପଣ୍ଡାଚନ୍ଦକା ହାତୀ ଅଭୟାରଣ୍ୟଶ୍ୱେତସାରପକ୍ଷମହିମା ଧର୍ମହିନ୍ଦୁ ବିବାହ ଅଧିନିୟମ, ୧୯୫୫ଜିନା ସାମଲବୈଦେହୀଶ ବିଳାସଇସଲାମ ଧର୍ମ୧୯୫୩ଉଇକିଖବରଇଟାମାଟି ଗ୍ରାମ୧ ଅପ୍ରେଲ🡆 More