ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ

ପାକିସ୍ତାନ (ପାକିସ୍ଥାନ ନାମରେ ମଧ୍ୟ ଜଣା, ଉର୍ଦ୍ଦୁ: پَاکِسْتَان ), ସରକାରୀ ଭାବେ Islamic Republic of Pakistan (ISO: ଉର୍ଦ୍ଦୁ: اِسْلامی جَمْہُورِیَہ پَاکِسْتَان, islāmi jamhūriyāh pākistān)) ଏସିଆର ଏକ ଦେଶ । ୨୪.୧୫ କୋଟି (୨୪୧.୫ ନିୟୁତ) ଜନସଂଖ୍ୟା ବିଶିଷ୍ଟ ଏହି ଦେଶ ବିଶ୍ୱର ପଞ୍ଚମ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଏବଂ ୨୦୨୩ ସୁଦ୍ଧା ଏଠାରେ ବିଶ୍ୱର ସର୍ବବୃହତ ମୁସଲମାନ ଜନସଂଖ୍ୟା ରହିଛି । ଇସଲାମାବାଦ ଦେଶର ରାଜଧାନୀ ହୋଇଥିବା ବେଳେ କରାଚୀ ଏହାର ସର୍ବବୃହତ ନଗର ଏବଂ ଆର୍ଥିକ କେନ୍ଦ୍ର ଏବଂ ତା' ତଳକୁ କ୍ରମାନ୍ୱୟରେ ଲାହୋର, ଫୈସଲାବାଦ, ମୁଲତାନ, ପେଶାୱାର ଏବଂ ହାଇଦ୍ରାବାଦ ଆଦି ନଗର ଅଛନ୍ତି । 881,913 square kilometres (340,509 square miles) ପରିବ୍ୟାପ୍ତ ପାକିସ୍ତାନ ହେଉଛି ବିଶ୍ୱର ୩୩ତମ ବୃହତ୍ତମ ଏବଂ ଦକ୍ଷିଣ ଏସିଆର ଦ୍ୱିତୀୟ ବୃହତ୍ତମ ଦେଶ । ଏହାର ଦକ୍ଷିଣରେ ଆରବ ସାଗର ଏବଂ ଓମାନ ଉପସାଗରରେ 1,046-kilometre (650-mile) ସମୁଦ୍ରତଟ ରହିଛି ଏବଂ ଏହାର ପୂର୍ବରେ ଭାରତ, ପଶ୍ଚିମରେ ଆଫଗାନିସ୍ତାନ, ଦକ୍ଷିଣ-ପଶ୍ଚିମରେ ଇରାନ ଏବଂ ଉତ୍ତର-ପୂର୍ବରେ ଚୀନ ଅବସ୍ଥିତ । ଉତ୍ତରରେ ଆଫଗାନିସ୍ତାନର ୱାଖାନ କରିଡରଦ୍ୱାରା ତାଜିକିସ୍ତାନଠାରୁ ଏହା ଅଳ୍ପ ଦୂରରେ ରହିଛି ଏବଂ ଓମାନ ସହିତ ଏକ ସାମୁଦ୍ରିକ ସୀମା ମଧ୍ୟ ରହିଛି ।

ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ
ପାକିସ୍ତାନ
ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ
ପାକିସ୍ଥାନର ପତାକା

ପାକିସ୍ତାନ ଅନେକ ପ୍ରାଚୀନ ସଂସ୍କୃତିର ସ୍ଥାନ । ଏଠାର ବେଲୁଚିସ୍ତାନସ୍ଥିତ ମେହେରଗଡ଼ରେ ୮୫୦୦ ବର୍ଷ ପୁରୁଣା ନିଓଲିଥିକ ସ୍ଥାନ, ବ୍ରୋଞ୍ଜ ଯୁଗର ସିନ୍ଧୁ ସଭ୍ୟତା ଏବଂ ପ୍ରାଚୀନ ଗାନ୍ଧାର ସଭ୍ୟତା ଅନ୍ତର୍ଭୁକ୍ତ । ଆଧୁନିକ ପାକିସ୍ତାନରେ ଅନ୍ତର୍ଗତ ଅନେକ ଅଂଶ ଏକାଧିକ ସାମ୍ରାଜ୍ୟ ଏବଂ ରାଜବଂଶର ରାଜ୍ୟ ଥିଲା ଓ ସେହି ରାଜ୍ୟଗୁଡ଼ିକରେ ଆକମେନିଡ଼, ମୌର୍ଯ୍ୟ, କୁଶାଣ, ଗୁପ୍ତ; ଏହାର ଦକ୍ଷିଣ ଅଞ୍ଚଳରେ ଉମାୟାଦ ଖଲିଫା, ସାମ୍ମା, ହିନ୍ଦୁ ଶାହି, ଶାହ ମିରିସ, ଗଜନବୀଦ, ଦିଲ୍ଲୀ ସୁଲତାନା, ମୋଗଲ, ଏବଂ ନିକଟରେ ୧୮୫୮ରୁ ୧୯୪୭ ପର୍ଯ୍ୟନ୍ତ ବ୍ରିଟିଶ ଶାସନ ଚାଲିଥିଲା ।

National symbols of Pakistan (Official)
National animal ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ
National bird ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ
National tree ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ
National flower ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ
National heritage animal ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ
National heritage bird ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ
National aquatic marine mammal ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ
National reptile ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ
National amphibian ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ
National fruit ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ
National mosque ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ
National mausoleum
National river ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ
National mountain ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ

ଆଧାର

ଅଧିକ ତଥ୍ୟ

ସରକାରୀ


Tags:

ଆଫଗାନିସ୍ତାନଆରବ ସାଗରଇରାନଇସଲାମାବାଦଉର୍ଦ୍ଦୁ ଭାଷାଏସିଆଓମାନକରାଚୀଚୀନତାଜିକିସ୍ତାନଦେଶଭାରତମୁସଲମାନ

🔥 Trending searches on Wiki ଓଡ଼ିଆ:

ରାମାୟଣମଲାଗୁଣି ନଦୀଓଡ଼ିଶା ବିଧାନ ସଭାଗିନି (ବାଦ୍ୟଯନ୍ତ୍ର)ରବି ପଟ୍ଟନାୟକରାଇମୋହନ ପରିଡ଼ା୨୧ ଅପ୍ରେଲଭୀମ ଭୋଇଆମ୍ବଦ୍ଵାରକାଧୀଶ ମନ୍ଦିରବେଲଚିତ୍ତରଞ୍ଜନ ଦାସଅରବିନ୍ଦ କେଜରିୱାଲଦାମୋଦର ରାଉତଘରଭୂଗୋଳସ୍ୱାମୀ ବିବେକାନନ୍ଦଓଡ଼ିଆ ନାଟକବ୍ରତବାଣପୁରଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଭାଦବ ହାଁସଦା୨୬ ଫେବୃଆରୀଗାୟତ୍ରୀ ସରାଫସପ୍ତର୍ଷିପ୍ରାଣକୃଷ୍ଣ ପରିଜାଯବକ୍ଷାରଜାନ ବିବନ୍ଧନଓଡ଼ିଶାର ପଞ୍ଚାୟତ ସମିତି ତାଲିକାଭାରତ୩୦ ଅପ୍ରେଲମାଇକ୍ରୋମିଟର (ଉପକରଣ)ପ୍ରଦୂଷଣଫିଫା ବିଶ୍ୱକପମଧୁସୂଦନ ରାଓହନୁମାନ ବାଟିକାଦଣ୍ଡ ନାଚତୁଳସୀ ଦାସହୀରାକୁଦଲତା ମଙ୍ଗେସକରଦ୍ୱାରକେଶ୍ୱର ନଦୀଚିଙ୍ଗୁଡ଼ି ମଲାଇ୧୫ ଅପ୍ରେଲବିଷ୍ଣୁ ପୁରାଣ୪ ଅପ୍ରେଲବିଶ୍ୱଜିତ ଦାସଆନ୍ଥ୍ରାକ୍ସଯଶୋଧାରା ମିଶ୍ରରେବତୀ (କ୍ଷୁଦ୍ରଗଳ୍ପ)ଚନ୍ଦ୍ରଶେଖର ରଥବୌଦ୍ଧ ଜିଲ୍ଲାଅଫିମମୁକ୍ତିକାନ୍ତ ମଣ୍ଡଳଧ୍ରୁବୀୟ ଜ୍ୟୋତିଆର୍ଯ୍ୟଭଟ୍ଟନଡ଼ିଆରାବଣରଥଯାତ୍ରାଲଣ୍ଡନପାର୍ବତୀକାଳିନ୍ଦୀ ଚରଣ ପାଣିଗ୍ରାହୀଭାରତର ରାଷ୍ଟ୍ରପତିସୁନା ଭାଉଜସିଦ୍ଧାନ୍ତ ମହାପାତ୍ରଭୁବନେଶ୍ୱର ବେହେରାଭାଷାଜଳମିନତି ମିଶ୍ରମହାତ୍ମା ଗାନ୍ଧୀରକ୍ତସାହି ଯାତ🡆 More