ଜାପାନ

ଜାପାନ (日本, ନିପ୍ପୋଁ ବା ନିହୋଁ), ପୂର୍ବ ଏସିଆରେ ଅବସ୍ଥିତ ଏକ ଦ୍ୱୀପ ରାଷ୍ଟ୍ର । ଏହାର ପଶ୍ଚିମରେ ଜାପାନ ସାଗର, ଓଖୋତ୍ସକ ସାଗରଠାରୁ ପୂର୍ବ ଚୀନ ସାଗର ଓ ତାଇୱାନ ପର୍ଯ୍ୟନ୍ତ ବ୍ଯାପ୍ତ ହୋଇ ରହିଛି । ପ୍ରଶାନ୍ତ ଅଗ୍ନିବଳୟର ଏକ ଅଂଶ, ଜାପାନ ୬,୮୫୨ଟି ଦ୍ୱୀପରେ ଗଢାହୋଇଛି ଯାହାର ପ୍ରାୟ ୩,୭୭,୯୭୫ ବର୍ଗ କି.ମି.

କ୍ଷେତ୍ରଫଳ ରହିଛି; ଦେଶର ପାଞ୍ଚଟି ମୁଖ୍ଯ ଦ୍ୱୀପ ହେଲା, ଉତ୍ତରରୁ ଦକ୍ଷିଣକୁ କ୍ରମେ ହୋକାଇଦୋ, ହୋଁଶୁ, ଶିକୋକୁ, କ୍ଯୁଶୁ ଏବଂ ଓକିନାୱା । ଟୋକିଓ ଜାପାନର ରାଜଧାନୀ ଓ ବୃହତ୍ତମ ସହର । ଅନ୍ଯାନ୍ଯ ମୁଖ୍ଯ ସହରଗୁଡ଼ିକ ହେଲା; ୟୋକୋହାମା, ଓସାକା, ନାଗୋୟା, ସାପ୍ପୋରୋ, ଫୁକୁଓକା, କୋବେ ଓ କ୍ଯୋଟୋ ଇତ୍ୟାଦି ।

ଜାପାନ

日本国
ନିପ୍ପୋଁ-କୋକୁ ବା ନିହୋଁ-କୋକୁ
Centered red circle on a white rectangle.
Golden circle subdivided by golden wedges with rounded outer edges and thin black outlines.
Flag Imperial Seal
ଜାତୀୟ ସଙ୍ଗୀତ: 
କିମିଗାୟୋ (君が代)
ଜାପାନର ପ୍ରଶାସନିକ ମୋହର
ଜାପାନ ସରକାର ଓ ପ୍ରଧାନମନ୍ତ୍ରିଙ୍କ ଅଫିସର ମୋହର
(五七桐, ଗୋ-ଶିଚିନୋ କିରି)
Location of ଜାପାନ
ରାଜଧାନୀଟୋକିଓ (ବାସ୍ତବିକ)
ବୃହତ୍ତମ ସହରଟୋକିଓ
ସରକାରୀ ଭାଷାNone
Recognised regional languagesଆଇନୁ ଇତାକ, ରିଉକ୍ଯୁ ଭାଷାସମୂହ, ପୂର୍ବ ଜାପାନୀ, ପଶ୍ଚିମ ଜାପାନୀ, ତଥା ଅନ୍ଯାନ୍ଯ ଜାପାନୀ ଉପଭାଷାସମୂହ
National languageଜାପାନୀ ଭାଷା
ଜାତି
୯୮.୫% ଜାପାନୀ, ୦.୫% କୋରୀୟ, ୦.୪% ଚୀନା, ୦.୬% ଅନ୍ଯ
ଜାତୀୟତାଜାପାନୀ
Governmentଏକକ ସଂସଦୀୟ ଗଣତନ୍ତ୍ର ଏବଂ ସାମ୍ବିଧାନିକ ଏକତନ୍ତ୍ର
• ସମ୍ରାଟ
ନାରୁହିତୋ
ଗଠନ
• ଜାତୀୟ ଗଠନ ଦିବସ
ଫେବୃଆରୀ ୧୧, ୬୬୦ ଖ୍ରୀ.ପୂ.
• ମେଜ୍ଜି ସମ୍ବିଧାନ
ନଭେମ୍ବର ୨୯, ୧୮୯୦
• ଏବେକାର ସମ୍ବିଧାନ
ମେ ୩, ୧୯୪୭
• ସାନଫାନ୍ସିସକୋ

ଏପ୍ରିଲ୍ ୨୮, ୧୯୫୨
• ଜଳଭାଗ (%)
୦.୮
ଲୋକସଂଖ୍ୟା
• ୨୦୧୦ estimate
୧୨୭,୩୬୦,୦୦୦ (୧୦)
• ୨୦୦୦ census
୧୨,୭୩,୩୩,୦୦୨
• ଘନତା
337.1/km2 (873.1/sq mi) (୩୬)
ମୋଟ ଘରୋଇ ଉତ୍ପାଦ  (ସମତୁଲ୍ୟ କ୍ରୟଶକ୍ତି)୨୦୧୦ estimate
• ମୋଟ
$୪.୩୦୮ trillion (୩)
• ମୁଣ୍ଡପିଛା
$୩୩,୮୨୮ (୨୪ ତମ)
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ)୨୦୧୦ estimate
• ମୋଟ
$୫,୩୯୦ trillion (୩ୟ)
• ମୁଣ୍ଡପିଛା
$୪୨,୩୨୫ (୧୭ଶ)
ଜିନି ଗୁଣାଙ୍କ38.1 (2002)
Error: Invalid Gini value
ମାନବ ବିକାଶ ସୂଚନାଙ୍କ (2010)Increase 0.884
Error: Invalid HDI value · 11th
ମୁଦ୍ରାଅନ୍ତର୍ରାଷ୍ଟ୍ରୀୟ ସଙ୍କେତ ¥ (ୟେନ)
ଜାପାନୀ ସଙ୍କେତ ବା ପାରମ୍ପରିକ କାଞ୍ଜିରେ ()) ଏନ ଭାବେ ଉଚ୍ଚାରିତ (JPY)
ସମୟ ମଣ୍ଡଳUTC+9 (ଜେ.ଏସ.ଟି.)
• Summer (DST)
UTC+9 (ଜଣାନାହିଁ)
ରାସ୍ତା ଚାଲିବା ପାଖleft
ଟେଲିଫୋନ କୋଡ଼81
Internet TLD.jp

ଜାପାନ, ବିଶ୍ୱର ଏକାଦଶ ଜନବହୁଳ ଦେଶ ତଥା ଅଧିକ ଘନତ୍ୱ ବିଶିଷ୍ଟ ଏବଂ ଅଧିକ ସହରୀକୃତ ଦେଶମାନଙ୍କ ମଧ୍ଯରୁ ଅନ୍ଯତମ । ଦେଶର ତିନି-ଚତୁର୍ଥାଂଶ ଅଞ୍ଚଳ ପାର୍ବତ୍ଯାଞ୍ଚଳ ହୋଇଥିବାରୁ ପ୍ରାୟ ୧୨.୬୨ କୋଟି ଲୋକ ସଂକୀର୍ଣ୍ଣ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳରେ ବାସକରନ୍ତି । ଜାପାନକୁ ୪୭ଟି ପ୍ରଶାସନିକ ରାଜ୍ଯରେ ବିଭକ୍ତ କରାଯାଇଛି । ଏହା ପାରମ୍ପରିକ ରୂପେ ଆଠଟି ଅଞ୍ଚଳରେ ଗଠିତ । ୩୭.୪ ନିୟୁତ ଲୋକଙ୍କ ସହ, ବୃହତ୍ତ୍ ଟୋକିଓ ଅଞ୍ଚଳ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ମହାନଗର ଅଞ୍ଚଳ ।

ଆଧାର

Tags:

କ୍ଯୋଟୋଜାପାନ ସାଗରଟୋକିଓତାଇୱାନନାଗୋୟାହୋକାଇଦୋ

🔥 Trending searches on Wiki ଓଡ଼ିଆ:

ବାବା ବଳିଆଜୀବାଣୁ ଭାଜିନୋସିସସନ୍ତୋଷ ସିଂହ ସାଲୁଜାଭାଷାଓଡ଼ିଆ ସାହିତ୍ୟଡଙ୍ଗାସେବିରାଜଧାନୀ ପ୍ରତିଷ୍ଠା ଦିବସଭୁବନେଶ୍ୱର ବେହେରାସୀତାକାନ୍ତ ମହାପାତ୍ରଓଡ଼ିଆ କବି ମାନଙ୍କର ତାଲିକାବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜଗନମୋହ‌ନ ଲାଲଜଗନ୍ନାଥଙ୍କ ବେଶୟୁନେସ୍କୋବ୍ୟକ୍ତିଗତ ଅର୍ଥବ୍ୟବସ୍ଥାଗଣନ ସଂଖ୍ୟାକଳାପାହାଡ଼ଓଡ଼ିଶାର ଦଶହରାଫକୀର ମୋହନ ସେନାପତିଆଦିଶଙ୍କରଗଙ୍ଗାଧର ମେହେରଓଡ଼ିଶା ଉଚ୍ଚ ନ୍ୟାୟାଳୟକୁନ୍ତଳା କୁମାରୀ ସାବତହିନ୍ଦୁସ୍ତାନ ପେଟ୍ରୋଲିୟମଖୋର୍ଦ୍ଧା ଜିଲ୍ଲାଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଇଣ୍ଡିଆନ ପ୍ରିମିଅର ଲିଗଜାନକୀ ବଲ୍ଲଭ ପଟ୍ଟନାୟକଚଳନ୍ତି ଠାକୁରସାହି ଯାତଆହାର ଯୋଜନାନେପାଳରାବଣଛାୟାଅକ୍ଷୟ ତୃତୀୟାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଉପେନ୍ଦ୍ର ଭଞ୍ଜସୁରମା ପାଢ଼ୀପାରିକୁଦପ୍ରାଣବନ୍ଧୁ କରପ୍ରସନ୍ନ କୁମାର ଦାସମୁଣ୍ଡା ଭାଷାସମୂହଚା’ପବିତ୍ର ମୋହନ ଜେନାଥାଲାସେମିଆମଧୁସୂଦନ ଦାସଅର୍ଥଶାସ୍ତ୍ରରାଜକିଶୋର ପଟ୍ଟନାୟକଅମୃତାୟନଲୋକ ସଭାକୃପାସିନ୍ଧୁ ମିଶ୍ରପାଳୁଅକଥା (ପତ୍ରିକା)ପଦ୍ମଚରଣ ପଟ୍ଟନାୟକଗୁରୁ ପ୍ରସାଦ ମହାନ୍ତିକବିସୂର୍ଯ୍ୟ ବଳଦେବ ରଥତ୍ରିଭୁଜକାଳିନ୍ଦୀ ଚରଣ ପାଣିଗ୍ରାହୀଫତୁରାନନ୍ଦଓଡ଼ିଶାର ଇତିହାସସତ୍ୟବାଦୀ ବନ ବିଦ୍ୟାଳୟEntrectinibଗରୁଡ଼ଦଶରଥଓ ଅନ୍ଧଗଳିଶିବାଜୀଆର୍ଯ୍ୟଭଟ୍ଟଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଛଉ ନାଚଆମାଜନ୍.କମ୍‌ଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୁଧନ ମୁର୍ମୁ🡆 More