ସତ୍ୟ ଖ୍ରୀଷ୍ଟ ଗିର୍ଜା ଘର

ସତ୍ୱ ଖ୍ରୀଷ୍ଟ ଗିର୍ଜା ଘର ଗୋଟିଏ ସ୍ୱାଧୀନ ଗିର୍ଜା ଘର, ୧୯୧୭ ମସିହାରେ ସଙ୍ଘାଇ,ଚୀନଠାରେ ପ୍ରତିଷ୍ଠା ହୋଇଥିଲା | ବର୍ତ୍ତମାନ ୪୮ ଦେଶ ଓ ୬ ମହାଦେଶରେ ଏହାର ୨.୫ ନିଯୁତରୁ ଅଧିକ ସଦସ୍ୟ ଅଛନ୍ତି । ଗିର୍ଜା ଘରଟି ଖ୍ରୀଷ୍ଟ ଧର୍ମ ବିରୋଧୀ/protestant ଶାଖା ଅନ୍ତର୍ଭୁକ୍ତ ଯାହାକି ବିଂଶ ଶତାବ୍ଦୀ ପ୍ରାରମ୍ଭରେ ନଜରକୁ ଅସିଥିଲା । ୧୯୩୨ ମସିହାରେ ଗିର୍ଜା ଘରଟିର ଶାଖା ଭାରତରେ ପ୍ରତିଷ୍ଠିତ ହୋଇଥିଲା । ସେମାନେ ଖ୍ରୀଷ୍ଟ ଧର୍ମ ବାଣୀ ପ୍ରତ୍ୟେକ ଦେଶରେ ପ୍ରଚାର କରିବାକୁ ଲକ୍ଷ୍ୟ ରଖିଛନ୍ତି ଯାହା ସେମାନେ ଖ୍ରୀଷ୍ଟଙ୍କ ଦ୍ୱିତୀୟ ପର ଅବତାର ପର୍ଯ୍ୟନ୍ତ ଚାଲୁ ରଖିବେ ।

ବିଶ୍ୱାସ

ଗିର୍ଜା ଘରର ଦଶଟି ବାଣୀ ଓ ବିଶ୍ୱାସ ହେଲା :

  1. ପବିତ୍ର ଆତ୍ମା
  2. ପୁଜା ଅର୍ଚନା
  3. ପାଦ ଧୋଇବା : "ପାଦ ଧୋଇବା ଜଣକୁ ସୁଯୋଗ ଦିଏ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଏକ ଅଙ୍ଗ ହେବାରେ । ଜଣକୁ ଏହା ପ୍ରତିକ୍ଷଣେ ଚେତେଉଥାଏ ଯେ ସେ ସର୍ବଦା ପ୍ରେମ,ସ୍ୱର୍ଗୀୟ,ବିନମ୍ରତା,ଦାନ ଓ ସେବା ଆଦି ଗୁଣର ଅଧିକାରୀ ହେବା ଉଚିତ । ପ୍ରତ୍ୟେକ ମଣିଷ,ଯେଉଁମାନେ ଜଳ କ୍ରିୟାରେ ଭାଗନେଇଛନ୍ତି ସେମାନେ ନିଶ୍ଚିତଭାବେ ଯୀଶୁଖ୍ରୀଷ୍ଟଙ୍କ ନାମରେ ପାଦ ଧୋଇବା ଉଚିତ । ଯେବେବି ଉଚିତ ମନେହେବ,ସେତେବେଳେ ପରସ୍ପରର ପାଦ ଧୋଇବା ଅଭ୍ୟାସ କରିବା ଉଚିତ ।"
  4. ପବିତୃ ବାଣୀ ଆଦାନ ପ୍ରଦାନ
  5. ପବିତ୍ର ଦିନ : "ସପ୍ତାହର ସପ୍ତମ ଦିନ ଅର୍ଥାତ ଶନିବାର ଏକ ପବିତ୍ର ଦିବସ ।ଏହି ଦିନ ଜୀବନରେ ଆସିବାକୁ ଥିବା ସନାତନ ଶାନ୍ତିର ଆଶାରେ,ଭଗବତକୃପାନୁସାରେ ତାଙ୍କ ସୃଷ୍ଟି ଓ ବିନାଶକୁ ଅନୁଧ୍ୟାନ କରିବା ଉଚିତ ।"
  6. ଯୀଶୁ ଖ୍ରୀଷ୍ଟ
  7. ବାଇବେଲ
  8. ମୋକ୍ଷ
  9. ଗିର୍ଜା ଘର
  10. ଅନ୍ତିମ ବିଚାର

ଆଧାର

ବାହାର ତଥ୍ୟ

Tags:

ଚୀନ

🔥 Trending searches on Wiki ଓଡ଼ିଆ:

ଖ୍ରୀଷ୍ଟ ମହାବିଦ୍ୟାଳୟମୀରା ବାଈ୩ ଅପ୍ରେଲ୨୮ ଅପ୍ରେଲଶରତ କୁମାର ମହାନ୍ତିଓଡ଼ିଆନୃସିଂହ ଚରଣ ପଣ୍ଡାଚାର୍ଲସ ଡାରଉଇନଭାରତ ରତ୍ନସତ୍ୟ ନାରାୟଣ ମହାରଣା୫ ଅକ୍ଟୋବରପଶ୍ଚିମ ଓଡ଼ିଶାଭାରତୀୟ ଜାତୀୟ କଂଗ୍ରେସବୁଧନ ମୁର୍ମୁଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ସୌଭାଗ୍ୟ କୁମାର ମିଶ୍ରସାବିତ୍ରୀ ଓଷାଜିନା ସାମଲଆରଣ୍ୟକପର୍ଯ୍ୟାୟ ସାରଣୀଭାନୁଜୀ ରାଓବେଲ ପଣାନବୀନ ପଟ୍ଟନାୟକସୋଡିୟମ୍ ନାଇଟ୍ରାଇଟ (ଡାକ୍ତରୀ ବ୍ୟବ‌ହାର)ଶିରିଡ଼ି ସାଇ ବାବାବାରିପଦାହରେକୃଷ୍ଣ ମହତାବଲୋକ ସଭାକୋରାପୁଟ ଜିଲ୍ଲାଓଡ଼ିଶୀଭୂମିକମ୍ପବୈଦେହୀଶ ବିଳାସଧରିତ୍ରୀଗ୍ରହ୨ (ସଂଖ୍ୟା)ମହାଭାରତରାମନବମୀକ୍ୟାବରଗୋଲିନଆଦିବାସୀମାଟିର ମଣିଷପୁରୀଜଗନ୍ନାଥ ମନ୍ଦିରପଖାଳଅନୁଗୋଳଲାବ୍ରାଡରଯକୃତବୀର ସୁରେନ୍ଦ୍ର ସାଏଧ୍ରୁବୀୟ ଜ୍ୟୋତିଢେଙ୍କାନାଳ ଜିଲ୍ଲାଦଶାବତାରଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଶବ୍ଦ (ପଦ)୨୪ ମଇଦଶରଥପାଟଦେଇତୁଳସୀ ଦାସଜାହାଙ୍ଗୀରବିଷ୍ଣୁଚାରି ଧାମପ୍ରାଣକୃଷ୍ଣ ପରିଜାମହୁଲସତ୍ୟବାଦୀ ବନ ବିଦ୍ୟାଳୟପ୍ରସନ୍ନ କୁମାର ପାଟ୍ଟଶାଣୀ🡆 More