ଘାତକ ତିମି

ଘାତକ ତିମି ବା ଓର୍କା (ଇଂରାଜୀ ଭାଷାରେ The killer whale or orca (Orcinus orca) ଏକ ପ୍ରକାର ଦାନ୍ତବିଶିଷ୍ଟ ତିମି (toothed whale) ଯିଏ ଓସେନିକ ଡଲଫିନ (oceanic dolphin) ପରିବାରର ସବୁଠାରୁ ବଡ଼ ଆକାର ବିଶିଷ୍ଟି ସଭ୍ୟ । ଘାତକ ତିମିମାନଙ୍କର ଖାଦ୍ୟ ଭିନ୍ନ ଭିନ୍ନ ପ୍ରକାର ହୋଇଥିଲେ ମଧ୍ୟ ସେମାନେ ଏକ ନିର୍ଦ୍ଦଷ୍ଟ ପ୍ରକାର ଖାଦ୍ୟ ଖାଆନ୍ତି । କେତେକ କେବଳ ମାଛା ଖାଆନ୍ତି ତ ଆଉ କେତେକ ସାମୁଦ୍ରିକ ସ୍ତନ୍ୟପାୟୀ (marine mammal) ଯେପରିକି ପିନିପେଡ ସିଲ (seals) ଓ ଆଉ କେତେକ ଅନ୍ୟ ପ୍ରଜାତିର ଡଲଫିନ ଆହାର କରନ୍ତି । ସେମାନେ ବାଲିନ ତିମିର (baleen whale) ଶାବକମାନଙ୍କୁ ଆକ୍ରମଣ କରନ୍ତି, ଏପରିକି ବଡ଼ମାନଙ୍କୁ ମଧ୍ୟ ଛାଡ଼ନ୍ତିନି । ଘାତକ ତିମିମାନେ ଶିର୍ଷ ଶିକାରୀ (apex predator) ଭାବରେ ବିଖ୍ୟାତ କାରଣ ତାଙ୍କୁ କେହି ଶିକାର କରେନାହିଁ । ଏହି ପ୍ରାଣୀ ସଂସାରର ସମସ୍ତ ସମୁଦ୍ରରେ ସବୁ ପ୍ରକାର ପରିବେଶରେ ରହନ୍ତି; ଆର୍କଟିକ (Arctic) ଓ ଦକ୍ଷିଣ ସମୁଦ୍ରରୁ (Antarctic regions) ଆରମ୍ଭ କରି ଗ୍ରୀଷ୍ମମଣ୍ଡଳୀୟ ସମୁଦ୍ର ପର୍ଯ୍ୟନ୍ତ ରହନ୍ତି କେବଳ ବାଲଟିକ (Baltic

Killer whale
Orca
ଜୀବାଶ୍ମ କାଳ: Pliocene to recent
PreЄ
Є
O
S
D
C
P
T
J
K
Pg
N
Two killer whales jump above the sea surface, showing their black, white and grey colouration. The closer whale is upright and viewed from the side, while the other whale is arching backward to display its underside.
Transient killer whales near Unimak Island, eastern Aleutian Islands, Alaska
Diagram showing a killer whale and scuba diver from the side: The whale is about four times longer than a human, who is roughly as long as the whale's dorsal fin.
Size compared to a 1.80-metre (5 ft 11 in) human
Conservation status
ଘାତକ ତିମି
Data Deficient  (IUCN 3.1)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ମାମାଲିଆଫୋର୍ମ୍ସ
ଶ୍ରେଣୀ: ମାମାଲିଆ
ଲଘୁଗଣ: କେଟାସିଆ
Family: Delphinidae
Genus: Orcinus
Fitzinger, 1860
ଜାତି: O. orca
ବାଇନୋମିଆଲ ନାମ
Orcinus orca
(Linnaeus, 1758)
A world map shows killer whales are found throughout every ocean, except parts of the Arctic. They are also absent from the Black and Baltic Seas.
  Orcinus orca range
Synonyms

Delphinus orca Linnaeus, 1758
Delphinus gladiator Bonnaterre, 1789
Orca gladiator (Bonnaterre, 1789)

ଘାତକ ତିମି‌ ଅତି ସାମାଜିକ ପ୍ରାଣୀ (social); କେତେକ ସଂଖ୍ୟାରେ ସେମାନେ ମାଟ୍ରିଲିନିଆଲ ମାଈ ପଶୁ ଧାଡ଼ି (matrilineal) ପରିବାର ଦଳର ହୋଇଥାଆନ୍ତି ଯାହା ଯେ କୌଣସି ପ୍ରାଣୀ ପ୍ରଜାତି ପାଇଁ ସ୍ଥିର ରହେ । ପ୍ରଗତିଶୀଳ ଶିକାର ପ୍ରକ୍ରିୟା ଓ ସ୍ୱର ବ୍ୟବ‌ହାରର ସ୍ୱାତନ୍ତ୍ର୍ୟତା ବିଭିନ୍ନ ଦଳ ନିମନ୍ତେ ନିର୍ଦ୍ଦିଷ୍ଟ ଥାଏ ଓ ତାହା ବଂଶାନୁକ୍ରମେ ଚାଲୁରହିଥାଏ ଯାହାକୁ ପଶୁ ସଂସ୍କୃତି (animal culture) କୁହାଯାଏ ।

ଇଣ୍ଟରନ୍ୟାସନାଲ ୟୁନିଅନ ଫର କଞ୍ଜରଭେସନ ଅଫ ନେଚର (International Union for Conservation of Nature) ସଂସ୍ଥା ଏହି ପ୍ରାଣୀର ସ୍ଥାୟୀତ୍ୱ (conservation status) ବିଷୟରେ ଅନୁଶୀଳନ କଲାବେଳେ ଡାଟା ଅଭାବ (data deficient) ଦେଖିଲେ କାରଣ ଦୁଇ ପ୍ରକାର ଘାତକ ତିମିର ପ୍ରଜାତି ସମସ୍ୟା (separate species) ରହୁଛି । ଶିକାର ଅଭାବ, ବାସସ୍ଥାନ ଅଭାବ (habitat loss), ପଲିକ୍ଲୋରିନେଟେଡ ବାଇଫିନାଇଲ (PCBs) ରାସାୟନିକ ପଦାର୍ଥର ପ୍ରଦୂଷଣ, ସାମୁଦ୍ରିକ ସ୍ତନ୍ୟପାୟୀ ଜୀବଙ୍କ ପାର୍କ (marine mammal park) ନିମନ୍ତେ ଧରିନେବା, ଓ ବ୍ୟାବସାୟ ଯୋଗୁ ଧରିବା (conflicts with human fisheries) ସକାଶେ ଏମାନଙ୍କ ସଂଖ୍ୟା ବିପଦଗ୍ରସ୍ତ (endangered) ହୋଇଆସୁଛି । ସନ ୨୦୦୫ର ଶେଷ ଭାଗକୁ ବ୍ରିଟିଶ କଲମ୍ବିଆ (British Columbia) ଓ ୱାସିଙ୍ଗଟନ ଷ୍ଟେଟ ([:en:[Washington state|]]) ଜଳଭାଗରେ ପ‌ହଁରୁଥିବା ସଦର୍ଣ୍ଣ ରେସିଡେଣ୍ଟ ଘାତକ ତିମିମାନଙ୍କୁ (southern resident killer whale) ୟୁଏସ ଏଣ୍ଡେଜର୍‌ଡ଼ ସ୍ପେସିଦ୍ୱାରା ବିପଦଗ୍ରସ୍ତ ପ୍ରାଣୀ ଚିଠାଭୁକ୍ତ (U.S. Endangered Species list) କରାଯାଇଛି ।

ମାନବ ନିମନ୍ତି ବଣ୍ୟ ଘାତକ ତିମି ବିପଦ ଜନ‌କ ନୁହେଁ, କିନ୍ତୁ କେତେକ ପାର୍କରେ ଧରାହୋଇ ରଖାଯାଇଥିବା ଘାତକ ତିମି ତାଙ୍କର ଦେଖାଶୁଣା କରୁଥିବା ଲୋକଙ୍କୁ ଆକ୍ରମଣ (captive orcas killing or injuring their handlers) କରୁଥିବା ଦେଖାଯାଇଛି । ବିଭିନ୍ନ ପୌରାଣିକ ଗଳ୍ପରେ ଘାତକ ତିମି ବିଷୟ ଅବତାରଣା କରାଯାଇଛି ଯେଉଁଥିରେ ସେମାନେ ଆତ୍ମୀୟ ଭାବରୁ ଆରମ୍ଭ କରି ନିର୍ଦ୍ଦୟ ଘାତକ ସ୍ୱଭାବ ପ୍ରଦର୍ଶନ କରୁଥିବା ଲେଖାଯାଇଛି ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଚନ୍ଦ୍ରଗୁପ୍ତଅମର ପ୍ରସାଦ ଶତପଥୀଭାରତ ଲୀଳାଗୋପାଳକୃଷ୍ଣ ପଟ୍ଟନାୟକଦେଉଳଝରି ଉଷ୍ଣପ୍ରସ୍ରବଣବ୍ରହ୍ମପୁତ୍ର ନଦୀ୧୮ ଜୁଲାଇକୃଷ୍ଣ ଜନ୍ମାଷ୍ଟମୀନମିତା ଅଗ୍ରୱାଲସତ୍ୟେନ୍ଦ୍ର ନାଥ ବୋଷସୁଭାଷ ଚନ୍ଦ୍ର ବୋଷରାମାନୁଜ ଆଚାର୍ଯ୍ୟଜାନକୀ ବଲ୍ଲଭ ପଟ୍ଟନାୟକସମ୍ବାଦ (ଖବରକାଗଜ)ଚୌଧୁରୀ ହେମକାନ୍ତ ମିଶ୍ରଧର୍ମେନ୍ଦ୍ର ପ୍ରଧାନମନୋଜ ଦାସଙ୍କ କଥା ଓ କାହାଣୀଚନ୍ଦନ ଯାତ୍ରାଭାରତୀୟ ସମ୍ବିଧାନଓଡ଼ିଆ ନବବର୍ଷବୈଦେହୀଶ ବିଳାସପୁଷ୍ଟିସାର୧୯୬୧ର ଓଡ଼ିଆ କଥାଚିତ୍ରଗୌତମ ବୁଦ୍ଧନରେନ୍ଦ୍ର ମୋଦୀଅମର ସିଂହ ଚମକିଲାଦୀପା ସାହୁ (୧୯୮୫ ଜନ୍ମ)ଜଳଜଳ ପ୍ରଦୂଷଣଜଗତ(ଜୀବବୀଜ୍ଞାନ)ବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପଖାଳପଦ୍ମ ଫୁଲଓଡ଼ିଆ ସାହିତ୍ୟସାକ୍ଷୀଗୋପାଳ ମନ୍ଦିରନାରାୟଣ ସାହୁ (୧୯୩୮ ଜନ୍ମ)ବକ୍ସି ଜଗବନ୍ଧୁସତ୍ୟବାଦୀ ବନ ବିଦ୍ୟାଳୟ୧୮ ଫେବୃଆରୀଗଞ୍ଜାମ ଜିଲ୍ଲାମଧୁସୂଦନ ରାଓଗିରିଜା କୁମାର ବଳୀୟାରସିଂହଅସହଯୋଗ ଆନ୍ଦୋଳନଅଭିରାମ ପରମହଂସଓଡ଼ିଆ ନାଟକପ୍ରସନ୍ନ କୁମାର ପାଟ୍ଟଶାଣୀବିନୋଦ ଚନ୍ଦ୍ର ନାୟକପାଇଅର୍ଚ୍ଚନା (କବିତା ସଙ୍କଳନ)ରୋମାନିଆଗୁରୁବାରୀ ମିର୍ଦ୍ଧାକଦଳୀତାରିଣୀ ଚରଣ ପାତ୍ରନବୀନ ପଟ୍ଟନାୟକବିଶ୍ୱ ସ୍ୱାସ୍ଥ୍ୟ ସଂଗଠନପଞ୍ଚସଖାହେପାଟାଇଟିସଭାରତୀୟ ଜନତା ପାର୍ଟିଜଳବାୟୁଖୋର୍ଦ୍ଧା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହନୁମାନ ଚାଳିଶାଆନି ବେସାନ୍ତବିଲଙ୍କା ରାମାୟଣଓଡ଼ିଆ ଚଉତିଶାହରପ୍ରସାଦ ଦାସନକ୍ଷତ୍ରପୂର୍ବ ଭାଦ୍ରପଦ (ନକ୍ଷତ୍ର)ରାସନ କାର୍ଡ଼ (ଭାରତ)ବିଶ୍ୱଜିତ ଦାସଭୀମ ଭୋଇୟୁଭିଆଇଟିସ🡆 More