ୟୁରାନସ

ୟୁରାନସ ସୌରଜଗତର ଏକ ଅଂଶବିଶେଷ । ସୂର୍ଯ୍ୟଠାରୁ ଦୂରତା ଭିତ୍ତିରେ ଏହା ସପ୍ତମ ଗ୍ରହ । ଅରୁଣ ବା ୟୁରାନସ ବ୍ୟାସ ହିସାବରେ ସୌରମଣ୍ଡଳର ତୃତୀୟ ଏବଂ ଦ୍ରବ୍ୟମାନରେ ଚତୁର୍ଥ ବଡ଼ ଗ୍ରହ । ଦ୍ରବ୍ୟମାନରେ ଏହା ପୃଥିବୀଠାରୁ ୧୪.୫ ଗୁଣ ଅଧିକ ଭାରୀ ଏବଂ ଆକାରରେ ୬୩ ଗୁଣ ଅଧିକ ବଡ଼ । ୟୁରାନସକୁ ଖାଲି ଆଖିରେ ମଧ୍ୟ ଦେଖାଯାଇ ପାରେ । ଏହାର ଏତେ ଦୂରରେ ଥିବାରୁ ଏବଂ ମଧ୍ୟମଧରଣର ଆଲୋକ ଦେଉଥିବାରୁ ଏହାକୁ ପ୍ରାଚୀନ ବିଦ୍ୱାନମାନେ ଗ୍ରହ ନ କହି ତାରାର ସଂଜ୍ଞା ଦେଇଥିଲେ । ଟେଲିସ୍କୋପଦ୍ୱାରା ଖୋଜାଯାଇଥିବା ଗ୍ରହମାନଙ୍କ ମଧ୍ୟରେ ଏହା ପ୍ରଥମ । ବିଲିଅମ୍ ହରସେଲ୍ଙ୍କଦ୍ୱାରା ମାର୍ଚ୍ଚ ୧୩ ୧୭୮୧ରେ ଏହାକୁ ଖୋଜାଯାଇଥିଲା ।

ଆବର୍ତ୍ତନ ପରିକ୍ରମଣ

ୟୁରାନସ ପ୍ରତି ୮୪ ପୃଥ୍ୱୀ ବର୍ଷରେ ଥରେ ସୂର୍ଯ୍ୟର ପରିକ୍ରମଣ ଶେଷକରେ ଅର୍ଥାତ୍ ଇଉରେନସେର ଏକବର୍ଷ ପୃଥିବୀର ୮୪ ବର୍ଷ ସଙ୍ଗେ ସମାନ । ସୂର୍ଯ୍ୟଠାରୁ ଏହାର ଦୂରତା ପ୍ରାୟ ୩ ଅର୍ବ କି.ମି. ଇଉରେନସେର ଆବର୍ତ୍ତନ ସମୟ ପ୍ରାୟ ୧୭ ଘଣ୍ଟା ୧୪ ମିନିଟ ।

ଆଧାର

Tags:

ଅରୁଣପୃଥିବୀପ୍ରତୀକ ୟୁରାନସସୂର୍ଯ୍ୟସୌରଜଗତସୌରମଣ୍ଡଳ

🔥 Trending searches on Wiki ଓଡ଼ିଆ:

ତୁମ ପରି ଛୋଟ ପିଲାଟିଏଦେବୀ କନ୍ୟା କୁମାରୀନୀଳାଦ୍ରି ବିଜୟ (ଉପନ୍ୟାସ)ଭାରତର ରାଷ୍ଟ୍ରପତିଓଟାୱାଆଦିବାସୀଲଣ୍ଠନକ୍ରିଏଟିଭ କମନ୍ସଜ୍ୟୋତିର୍ଲିଙ୍ଗଶତ୍ରୁଘ୍ନ ପାଣ୍ଡବସୌଭାଗ୍ୟ କୁମାର ମିଶ୍ରମହାଶ୍ୱେତା ରାୟରବି ପଟ୍ଟନାୟକଓ ଅନ୍ଧଗଳିବରାହପାରଳାଖେମୁଣ୍ଡିବିନୋଦ ଚନ୍ଦ୍ର ନାୟକବିରିଥାଞ୍ଜାବରପଦାର୍ଥସିକ୍ଲ ସେଲ୍ ରୋଗଶିବାଜୀଗୁଲାବ କୌରନରେନ୍ଦ୍ର ମୋଦୀହୃତ୍‌ପିଣ୍ଡ୮୦୦ଅକ୍ଷର କଳାପାଇକ ବିଦ୍ରୋହକଟକ ଜିଲ୍ଲାଉଇକିମିଡ଼ିଆ ମୁଭମେଣ୍ଟବି. ଆର. ଆମ୍ବେଦକରସ୍ତନଗଙ୍ଗାଧର ମେହେରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଗଉଡ଼ ବାଡ଼ି ଖେଳShakuntala Deviଜୟ ଜଗନ୍ନାଥଯୁଗଳ କିଶୋର ଷଡ଼ଙ୍ଗୀମଙ୍ଗଳା ମନ୍ଦିରଓଡ଼ିଶାଚିନ୍ତାମଣି ବେହେରାଉଇକିକମନ୍ସମୀନ (ରାଶି)ଭାଷାପ୍ରତିଭା ରାୟକନ୍ଧମାଳ ଜିଲ୍ଲାପ୍ରଫୁଲ୍ଲ କୁମାର ମଲ୍ଲିକଲକ୍ଷ୍ମୀ ପ୍ରତିମାତୁ ମୋ ମନର ମିତସାରଳା ପୁରସ୍କାରଭାରତୀୟ ଡାକ ସେବା୧୩ ଅଗଷ୍ଟଓଡ଼ିଆ ଉଇକିପିଡ଼ିଆଜାନକୀ ଅମ୍ମାଲ୨୧ଆହେ ଦୟାମୟ ବିଶ୍ୱ ବିହାରୀଶିବଲିଙ୍ଗଇତିଶ୍ରୀ ହତ୍ୟାକାଣ୍ଡଆନି ଫ୍ରାଙ୍କମାଉସକଇଥତରୁଣକାନ୍ତି ମିଶ୍ରଭାରତର ପ୍ରଧାନମନ୍ତ୍ରୀପ୍ଲୀହାଅକ୍ଷୟ ମହାନ୍ତିସିନ୍ଧୁ ନଦୀରବି ମିଶ୍ରବକ୍ସି ଜଗବନ୍ଧୁବୀଣାପାଣି ମହାନ୍ତି🡆 More