ୟୁଟ୍ୟୁବ ଏକ ଆମେରିକୀୟ ୱେବସାଇଟ, ଯେଉଁଠାରେ ଭିଡିଓକୁ ଅପଲୋଡ଼ କରି ଅନ୍ୟମାନଙ୍କ ସହିତ ସେୟାର କରାଯାଏ । ଏହା ଫେବୃଆରୀ ୨୦୦୫ ମସିହାରେ ପେପାଲ୍ କଂପାନୀର କିଛି ପୂର୍ବତନ କର୍ମଚାରୀଙ୍କଦ୍ୱାରା ଆରମ୍ଭ ହୋଇଥିଲା । ଏହାର ମୁଖ୍ୟ କାର୍ଯ୍ୟାଳୟ ସାନ୍ ବ୍ରୁନୋ, କାଳିଫର୍ନିଆରେ ଅବସ୍ଥିତ । ୨୦୦୬ ମସିହାରେ ଏହାକୁ ଗୁଗୁଲ କିଣିନେଇଥିଲା । ଗୁଗୁଲ୍ ସର୍ଚ୍ଚ ପରେ ଏହା ହେଉଛି ୨ୟ ୱେବ୍ସାଇଟ୍ ଯେଉଁଠିକୁ ଅଧିକ ଲୋକ ବ୍ୟବହାର କରନ୍ତି । ମଇ ୨୦୧୯ର ଏକ ରିପୋର୍ଟ ଅନୁସାରେ, ୟୁଟ୍ୟୁବ୍ରେ ପ୍ରତି ମିନିଟ୍ରେ ୫୦୦ ଘଣ୍ଟାରୁ ଅଧିକ ଭିଡିଓ ଅପଲୋଡ଼ କରାଯାଉଥିଲା ।
Wiki ଓଡ଼ିଆ | |
Type | Subsidiary of Google, limited liability company |
---|---|
ତିଆରି କରାଯାଇଥିଲା | ଫେବୃଆରୀ 14, 2005 |
ପ୍ରତିଷ୍ଠାତା | Steve Chen, Chad Hurley, Jawed Karim |
ମୂଖ୍ୟସ୍ଥାନ | 901 Cherry Ave, San Bruno, California, United States |
ସେବା ପରିସର | Worldwide (except blocked countries) |
ମୁଖ୍ୟ ଲୋକ | Susan Wojcicki (CEO) Chad Hurley (Advisor) |
କେଉଁ ପ୍ରକାରର କମ୍ପାନୀ | Internet |
ମୂଳ କମ୍ପାନୀ | Independent (2005–2006) Google (2006–present) |
ସ୍ଳୋଗାନ | Broadcast Yourself (2005–2012) |
ବେବସାଇଟ | YouTube.com (see list of localized domain names) |
ଆଲେକ୍ସା ସ୍ଥାନ | 3 (March 2014[update]) |
ସାଇଟର ପ୍ରକାର | Video hosting service |
ଅନଲାଇନ ପ୍ରଚାର | Google AdSense |
ଖାତାଖୋଲା | Optional (Only required for certain tasks such as uploading videos, viewing flagged videos, viewing flagged comments, liking videos, adding videos to playlists and commenting on videos) |
ମିଳୁଥିବା ସଂସ୍କରଣ | 61 language versions available through user interface |
ପ୍ରଥମେ ଆସିଥିଲା | ଫେବୃଆରୀ 14, 2005 |
ଏବେକାର ସ୍ଥିତି | Active |
This article uses material from the Wikipedia ଓଡ଼ିଆ article ୟୁ ଟ୍ୟୁବ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.