୧୭ ଜୁନ: ତାରିଖ

୧୦ ୧୧ ୧୨ ୧୩ ୧୪ ୧୫
୧୬ ୧୭ ୧୮ ୧୯ ୨୦ ୨୧ ୨୨
୨୩ ୨୪ ୨୫ ୨୬ ୨୭ ୨୮ ୨୯
୩୦  

  ୨୦୨୩ (ଶନିବାର)
  ୨୦୨୨ (ଶୁକ୍ରବାର)
  ୨୦୨୧ (ଗୁରୁବାର)
  ୨୦୨୦ (ବୁଧବାର)
  ୨୦୧୯ (ସୋମବାର)
  ୨୦୧୮ (ରବିବାର)
  ୨୦୧୭ (ଶନିବାର)
  ୨୦୧୬ (ଶୁକ୍ରବାର)
  ୨୦୧୫ (ବୁଧବାର)
  ୨୦୧୪ (ମଙ୍ଗଳବାର)

ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୭ ଜୁନ ବର୍ଷର ୧୬୮ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୧୬୯ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୯୭ ଦିନ ବାକି ଅଛି ।

ଘଟଣାବଳୀ

  • ୧୭୭୫- ବଂକର ହିଲର ଯୁଦ୍ଧରେ ବ୍ରିଟିସ ସେନା ଆମେରିକାର ମହାଦ୍ୱୀପୀୟ ସେନାକୁ ପରାଜିତ କଲା କିନ୍ତୁ ତାକୁ ଏହି ଯୁଦ୍ଧରେ ଭାରୀ କ୍ଷତି ଉଠେଇବା ପଡ଼ିଥିଲା । ମହାଦ୍ୱୀପୀୟ ସେନା ଶିଘ୍ରାତୀ ଶିଘ୍ର ନିଜକୁ ପୁନର୍ସଂଯୋଜିତ କରି ନେଲା ଏବଂ ଆମେରିକାର ସ୍ୱାଧୀନତା ସଂଗ୍ରାମ ଜାରୀ ରହିଲା ।
  • ୧୮୮୫- ଷ୍ଟେଚ୍ୟୁ ଅଫ ଲିବର୍ଟୀ ଫ୍ରାନ୍ସରୁ ଯୁକ୍ତରାଷ୍ଟ୍ର ଆମେରିକା ଜଳପଥ ଯୋଗେ ନ୍ୟୁୟର୍କ ବନ୍ଦରରେ ଆସି ପହଁଚିଲା ।
  • ୧୯୩୮- ଜାପାନ , ଚୀନ ବିରୋଧରେ ଯୁଦ୍ଧ ଘୋଷଣା କଲା ।
  • ୧୯୪୪- ଆଇସଲୈଂଡକୁ ଡେନମାର୍କଠାରୁ ସ୍ୱଧୀନତତା ମିଳିଲା ।
  • ଜର୍ମନୀ ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ସମର୍ପଣ କଲା ।
  • ୨୦୧୨- ମିଶରର ଇତିହାସରେ ପ୍ରଥମ ଥର ରାଷ୍ଟ୍ରପତିପଦ ପାଇଁ ସାଧାରଣ ନିର୍ବାଚନ ହେଲା ।
  • ଚୀନର " ଶନଚୋ-୯" ଅଂତରିକ୍ଷ ଯାନ ପ୍ରକ୍ଷେପିତ କରାଯିବାପରେ ନିଶ୍ଚିତ କକ୍ଷାରେ ପହଁଚିବାରେ ସଫଳ ହେଲା ।

ଜନ୍ମ

  • ୧୯୭୩- ଲିଏଣ୍ଡର ପେସ- ଭାରତୀୟ ସର୍ବଶ୍ରେଷ୍ଠ ଟେନିସ ଖେଳାଳୀ
  • ୧୯୮୦- ଭେନସ ୱିଲିୟମ୍ସ୍- ସର୍ବଶ୍ରେଷ୍ଠ ଅମେରିକୀୟ ମହିଳା ଟେନିସ ଖେଳାଳୀ
  • ୧୯୮୧- ଅମୃତା ରାଓ, ହିନ୍ଦୀ କଥାଚିତ୍ର ଅଭିନେତ୍ରୀ

ମୃତ୍ୟୁ

  • ୧୬୩୨- ମୁମତାଜ ମହଲ, ମୁଗଲ ବାଦଶାହ ଶାହଜହାଁ ଙ୍କର ପତ୍ନୀ
  • ୧୮୫୮- ରାଣୀ ଲକ୍ଷ୍ମୀ ବାଈ, ୧୮୫୭ରେ ଘଟିତ ଭାରତୀୟ ସ୍ୱତନ୍ତ୍ରତା ସଂଗ୍ରାମର ନାୟିକା ଝାଁସୀ ରାଜ୍ୟର ରାଣୀ
  • ୧୯୯୦- ଜ୍ଞାନୀନ୍ଦ୍ର ବର୍ମା, ଅନୁବାଦକ (ଜନ୍ମ: ୧୯୧୬)

ପର୍ବପର୍ବାଣି

ବାହାର ଲିଙ୍କ

Tags:

୧୭ ଜୁନ ଘଟଣାବଳୀ୧୭ ଜୁନ ଜନ୍ମ୧୭ ଜୁନ ମୃତ୍ୟୁ୧୭ ଜୁନ ପର୍ବପର୍ବାଣି୧୭ ଜୁନ ବାହାର ଲିଙ୍କ୧୭ ଜୁନ

🔥 Trending searches on Wiki ଓଡ଼ିଆ:

ରାଜ୍ୟ ସଭାବାଲିଯାତ୍ରାଓଡ଼ିଆ ନାଟକଯୌନ ସମ୍ଭୋଗଆଭାସ କୁମାର ବରାଳଗଙ୍ଗା (ହିନ୍ଦୁଧର୍ମରେ)ଭାରତୀୟ ଜନତା ପାର୍ଟିରସଗୋଲା ଦିବସଗଙ୍ଗାଧର ମେହେରଜିମି ୱେଲ୍ସବଂଶୀବିରାଟ କୋହଲୀତାଜମହଲବାବୁଶାନ୍ଶୃତି ମହାପାତ୍ରସାର୍ବଭୌମ ସ୍ୱାଧୀନ ଦେଶମାନଙ୍କର ତାଲିକାଅମର ସିଂହ ଚମକିଲାହିନ୍ଦୀସୋଡିୟମ୍ ନାଇଟ୍ରାଇଟ (ଡାକ୍ତରୀ ବ୍ୟବ‌ହାର)ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନନୃସିଂହ ଚରଣ ପଣ୍ଡାଉତ୍କଳ ସମ୍ମିଳନୀଶିବାଜୀଆଇଜାକ ନିଉଟନପ୍ରଶାନ୍ତ ମହାସାଗର୧ ଅପ୍ରେଲରାସନ କାର୍ଡ଼ (ଭାରତ)ବିଷ୍ଣୁ ପୁରାଣଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଦୁର୍ଗା ପୂଜାମହାପାତ୍ର ନୀଳମଣି ସାହୁଓଡ଼ିଶାପ୍ରତିଭା ଶତପଥୀପିତ୍ତକୋଷନେଇଯା'ରେ ମେଘ ମତେଚୁପ୍ କିଏ ଆସୁଛିଗୌରହରି ଦାସଯକ୍ଷ୍ମାଉଦ୍ଭିଦ ବିଜ୍ଞାନରାଇମୋହନ ପରିଡ଼ାଅଶୋକାଷ୍ଟମୀଚନ୍ଦନ ବୋଡ଼ାଅଶୋକ (ଗଛ)ଅଟିଜିମ୍‌ଡେଙ୍ଗୁ ଜରଜିନା ସାମଲସାହି ଯାତଉଦ୍ଭିଦବାରାଣସୀଘରଓଡ଼ିଆ ସାହିତ୍ୟପଠାଣି ସାମନ୍ତଶିଶୁ ଅନନ୍ତ ଦାସଚୀନନବଦୁର୍ଗାବରଗଡ଼ ଜିଲ୍ଲାମେଘାଳୟପଦ୍ମ ଲୋଚନ ପଣ୍ଡାକାହ୍ନୁଚରଣ ମହାନ୍ତିପ୍ରଦୋଷ ବ୍ରତସୁନା ଭାଉଜସ୍କ୍ୱାମସ ସେଲ ଚର୍ମ କର୍କଟଓଡ଼ିଆ ସାହିତ୍ୟର ଇତିହାସସଚ୍ଚିଦାନନ୍ଦ ରାଉତରାୟଦ୍ୱିତୀୟ ବିଶ୍ୱଯୁଦ୍ଧଉଦ୍‌ଜାନଉଇକିକମନ୍ସଆଜାଦ ହିନ୍ଦ୍ ଫୌଜ🡆 More