ରସାୟନ ବିଜ୍ଞାନ

ରସାୟନ ବିଜ୍ଞାନ ହେଉଛି ଭୌତିକ ବିଜ୍ଞାନର ଏକ ଶାଖା । ଏଠାରେ ପଦାର୍ଥର ସଙ୍ଘଟନ, ସଂରଚନା, ଗୁଣ, ଆଉ ରାସାୟନିକ ପ୍ରତିକ୍ରିୟା ସମୟରେ ହେଉଥିବା ପରିବର୍ତ୍ତନର ଅଧ୍ୟୟନ କରାଯାଏ। ରସାୟନ ବିଜ୍ଞାନଦ୍ୱାରା ଆମେ ଜାଣିପାରୁ ଥିବା ଦୃଷ୍ଟିକୋଣ ମଧ୍ୟରୁ ମୁଖ୍ୟ ହେଉଛି ଉଦ୍ଭିଦ ବିଜ୍ଞାନ, ଆଗ୍ନେୟଗିରିରୁ ଉତ୍କ୍ଷିପ୍ତ ହଉଥିବା ପଥର ବା ଆଗ୍ନେୟ ପଥରର ଗଠନ ଭୂବିଜ୍ଞାନ ,କିପରି ବାୟୁମଣ୍ଡଳୀୟ ଓଜୋନର ନିର୍ମାଣ ହୁଏ ଏବଂ କିପରି ବାୟୁମଣ୍ଡଳକୁ ଦୂଷିତ କରୁଥିବା ପଦାର୍ଥ ନଷ୍ଟ ହୁଏ ପରିବେଶ ବିଜ୍ଞାନ, ଚନ୍ଦ୍ର ପୃଷ୍ଠରେ ମୃତ୍ତିକାର ଗୁଣଧର୍ମ ବିଷୟରେ (ଗ୍ରହ ନକ୍ଷତ୍ର ସମ୍ପର୍କୀୟ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ),କିପରି ଔଷଧ କାମ କରେ(ଔଷଧ ତତ୍ତ୍ବ, ଭେଷଜ ବିଜ୍ଞାନ ) ଇତ୍ୟାଦି ।

ରସାୟନ ବିଜ୍ଞାନ
ରସାୟନ ହେଉଛି ପଦାର୍ଥର ଗଠନ, ସଞ୍ଜୁକ୍ତି, ଧର୍ମ ଏବଂ ରାସାୟନିକପ୍ରକ୍ରିୟା ସମୟରେ ପଦାର୍ଥର ପରିବର୍ତନର ସଙ୍କ୍ରାନ୍ତ ବିଜ୍ଞାନ

ଆଧାର

ଅଧିକ ପଢ଼ିବେ

    Popular reading
  • Atkins, P.W. Galileo's Finger (Oxford University Press) ISBN 0-19-860941-8
  • Atkins, P.W. Atkins' Molecules (Cambridge University Press) ISBN 0-521-82397-8
  • Kean, Sam. The Disappearing Spoon - and other true tales from the Periodic Table (Black Swan) London, 2010 ISBN 978-0-552-77750-6
  • Levi, Primo The Periodic Table (Penguin Books) [1975] translated from the Italian by Raymond Rosenthal (1984) ISBN 978-0-14-139944-7
  • Stwertka, A. A Guide to the Elements (Oxford University Press) ISBN 0-19-515027-9
    Introductory undergraduate text books
  • Atkins, P.W., Overton, T., Rourke, J., Weller, M. and Armstrong, F. Shriver and Atkins inorganic chemistry (4th edition) 2006 (Oxford University Press) ISBN 0-19-926463-5
  • Chang, Raymond. Chemistry 6th ed. Boston: James M. Smith, 1998. ISBN 0-07-115221-0.
  • Clayden, Jonathan; Greeves, Nick; Warren, Stuart; Wothers, Peter (2001). Organic Chemistry (1st ed.). Oxford University Press. ISBN 978-0-19-850346-0.
  • Voet and Voet Biochemistry (Wiley) ISBN 0-471-58651-X
    Advanced undergraduate-level or graduate text books
  • Atkins, P.W. Physical Chemistry (Oxford University Press) ISBN 0-19-879285-9
  • Atkins, P.W. et al. Molecular Quantum Mechanics (Oxford University Press)
  • McWeeny, R. Coulson's Valence (Oxford Science Publications) ISBN 0-19-855144-4
  • Pauling, L. The Nature of the chemical bond (Cornell University Press) ISBN 0-8014-0333-2
  • Pauling, L., and Wilson, E. B. Introduction to Quantum Mechanics with Applications to Chemistry (Dover Publications) ISBN 0-486-64871-0
  • Smart and Moore Solid State Chemistry: An Introduction (Chapman and Hall) ISBN 0-412-40040-5
  • Stephenson, G. Mathematical Methods for Science Students (Longman) ISBN 0-582-44416-0

Tags:

ଉଦ୍ଭିଦ ବିଜ୍ଞାନବିଜ୍ଞାନସମୟ

🔥 Trending searches on Wiki ଓଡ଼ିଆ:

ଗୋପୀନାଥ ମହାନ୍ତି୧୪ ମାର୍ଚ୍ଚଉତ୍କଳ ଦିବସଗୋରଖନାଥନିତାଇ ପାଲିତ୨୦୧୯ ନୂତନ କରୋନା ଭୂତାଣୁଆଡ଼ୋବିକ୍ୱାଣ୍ଟମ କମ୍ପ୍ୟୁଟିଙ୍ଗହୋଲିଓଡ଼ିଶା ବିଧାନ ସଭାପ୍ରତିଭା ରାୟ୮ ମାର୍ଚ୍ଚସଫ୍ଟୱେରଗାୟତ୍ରୀ ସରାଫରୋମନ ରେନ୍ସଭଜାଗୁରୁ ପ୍ରସାଦ ମହାନ୍ତିଚାଣକ୍ୟତାରାତାରିଣୀ ମନ୍ଦିର୧୧ ମାର୍ଚ୍ଚଦୁର୍ଗାଗୀତଗୋବିନ୍ଦଭୂଖାଲକ୍ଷ୍ମୀକାନ୍ତ ମହାପାତ୍ରଅନନ୍ତ ପଟ୍ଟନାୟକଭାରତୀୟ ମହିଳାକ୍ରିଏଟିଭ କମନ୍ସହାଡ଼ଫୁଟିକୁଜିବର ପ‌ତ୍ରମରିସସରେବତୀ (କ୍ଷୁଦ୍ରଗଳ୍ପ)ଉଇକିକମନ୍ସବିଜୟ ମିଶ୍ରଇଣ୍ଟରନେଟଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରତାମିଲ ଭାଷାଫ୍ରାଙ୍କଲିନ ଡି ରୁଜଭେଲଟଗୋଲୋକ ବିହାରୀ ଧଳଟୋକିଓଖଣ୍ଡାୟତIndia୨୦୨୨ ଫିଫା ବିଶ୍ୱକପ୍ପାଳୁଅବୀଣାପାଣି ମହାନ୍ତିଭୁବନେଶ୍ୱରଓଡ଼ିଶାର ଭୂଗୋଳଜ୍ଞାନକୋଷଋଷିଆଆର୍ଯ୍ୟଭଟ୍ଟମହାପାତ୍ର ନୀଳମଣି ସାହୁଜୟୀ ରାଜଗୁରୁବ୍ରହ୍ମଗିରି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଡ୍ରିମ୍ ଗାର୍ଲମାର୍ଚ୍ଚଇସ୍ରାଏଲ୯୮୮ଦକ୍ଷିଣ କୋଏଲ ନ‌ଦୀ୩୧ ମାର୍ଚ୍ଚ୧୯୪୯ଏନଫୋର୍ଟୁମାବ ଭେଡୋଟିନ🡆 More