Wiki ଓଡ଼ିଆ

ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!ସଭିଙ୍କୁ ଲେଖିବା ଓ ସମ୍ପାଦନାର ସୁଯୋଗ ଦେଉଥିବା ଏକ ଖୋଲା ଜ୍ଞାନକୋଷ ।୩ ଜୁନ ୨୦୦୨ରେ ଆରମ୍ଭ ହୋଇଥିବା ଏହି ଜ୍ଞାନକୋଷର ପ୍ରସଙ୍ଗ ସଂଖ୍ୟା ଅଧୁନା ୧୭,୯୨୨ ।

ପ୍ରଧାନ ପୃଷ୍ଠା
ଓଡ଼ିଆ ଉଇକିପିଡ଼ିଆ
ଏକ ଖୋଲା ଜ୍ଞାନକୋଷ
ପ୍ରଧାନ ପୃଷ୍ଠା କିପରି ଟାଇପ କରିବେ ଜାଣିବା ନିମନ୍ତେ ଏଥିରେ କ୍ଳିକ କରନ୍ତୁ

ଆଲୋଚନା ସଭାଇ-ମେଲରେ ଯୋଗାଯୋଗଲଗ ଇନ/ନୂଆ ଖାତାଟିଏ ଖୋଲିବେ

 
ପ୍ରଧାନ ପୃଷ୍ଠା ନୂଆ ପ୍ରସଙ୍ଗଟିଏ ଗଢ଼ିବା ଶିଖନ୍ତୁ

ନିୟମାବଳୀକିଛି ଜାଣିବା କଥାଲେଖିବାରେ ସହଯୋଗଦରକାରୀ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ତାଲିକା

ଖୋଜିବାକୁ ଚାହୁଁଥିବା ପ୍ରସଙ୍ଗର ପ୍ରଥମ ଅକ୍ଷର ଉପରେ କିମ୍ବା ଶ୍ରେଣୀ ଉପରେ କ୍ଳିକ କରନ୍ତୁ ।

୦-୯
ଶ୍ରେଣୀ କ୍ଷ ଜ୍ଞ ଶ୍ରୀ ଓଁ
ନୂଆ ପୃଷ୍ଠାର ନାମ ଲେଖନ୍ତୁ:

 ପୂର୍ବରୁ ଥିବା ପ୍ରସଙ୍ଗ ସବୁକୁ ଆପଣ ଅଧିକ ତଥ୍ୟ ଯୋଡ଼ି ଉନ୍ନତ କରିପାରିବେ ବା ନୂଆ ପ୍ରସଙ୍ଗ ତିଆରି କରିପାରିବେ

ପ୍ରଧାନ ପୃଷ୍ଠା

ମଧୁବାବୁଙ୍କ ଉପରେ ଜାରିକରାଯାଇଥିବା ଡାକଟିକଟ

ମଧୁସୂଦନ ଦାସ (ମଧୁବାବୁ ଭାବେ ଜଣାଶୁଣା) କଟକ ଜିଲ୍ଲାର ସତ୍ୟଭାମାପୁରରେ ୨୮ ଅପ୍ରେଲ ୧୮୪୮ରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଦେଶାତ୍ମବୋଧକ କବି ତଥା ଓଡ଼ିଶାର ପ୍ରଥମ ବାରିଷ୍ଟର । ମଧୁସୂଦନଙ୍କ ପ୍ରଥମ ନାଆଁ ଥିଲା ଚୌଧୁରୀ ଗୋବିନ୍ଦ ବଲ୍ଲଭ ଦାସ । ପରେ ତାଙ୍କ ବାପା, ମାଆ ତାଙ୍କ ନାଆଁକୁ ବଦଳାଇ ମଧୁସୂଦନ ରଖିଥିଲେ ।

ଗାଁ ଚାଟଶାଳୀରୁ ମାଟି ବଂଶ ଅବଧାନଙ୍କ ତତ୍ତ୍ୱାବଧାନରେ ଚାଟଶାଳୀ ପଢ଼ା ଶେଷ କରି ସେ କଟକ ଯାଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ନାମ ଲେଖାଇଲେ । ୧୮୬୪ରେ ମଧୁସୂଦନ ଅନ୍ୟ ଚାରିଜଣଙ୍କ ସହ କଟକ ସ୍କୁଲରୁ ଦ୍ଵିତୀୟ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାସ କରିଥିଲେ ।

ଓକିଲ ଭାବେ ମଧୁବାବୁ ପ୍ରଥମେ ଚବିଶ ପ୍ରଗଣା ଅନ୍ତର୍ଗତ ଆଲିପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ପରେ ୧୮୮୧ରେ କଲିକତାରୁ ଫେରି ସେ କଟକରେ ଓକିଲାତି କରିଥିଲେ ।

୬ ଜାନୁଆରୀ ୧୯୨୧ ମସିହାରେ ମଧୁବାବୁ ବିହାର ଓଡ଼ିଶାର ମନ୍ତ୍ରୀରୂପେ ନିଯୁକ୍ତି ପାଇଥିଲେ । ସେତେବେଳେ ମନ୍ତ୍ରୀ ମାନଙ୍କୁ ମାସିକ ବେତନ ମିଳୁଥିଲା । ଇଂରେଜ ସରକାରଙ୍କଠାରୁ ଦରମା ନେଇ କାମ କଲେ ଲୋକଙ୍କୁ ନିରପେକ୍ଷ ସେବା ଦେବା ସମ୍ଭବ ନୁହେଁ ବୋଲି ଯୁକ୍ତି କରି ସେ ଅବୈତନିକ ମନ୍ତ୍ରୀପଦ ପାଇଁ ପ୍ରସ୍ତାବ ରଖିଥିଲେ । ସରକାର ଏଥିରେ ରାଜି ନ ହେବାରୁ ୯ ମାର୍ଚ୍ଚ ୧୯୨୩ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।


ପୁରା ପଢ଼ନ୍ତୁ...

ଏଇଟି ଗତବର୍ଷ ପୁରୁଣା ବଛା ଲେଖା, ନୁଆ ତିଆରି କରନ୍ତୁ
ଅଭିଲେଖ
ପ୍ରଧାନ ପୃଷ୍ଠା
ପ୍ରସଙ୍ଗ ପଞ୍ଜିକା

ଅପ୍ରେଲ

ଜନ୍ମ

ମୃତ୍ୟୁ

ପର୍ବପର୍ବାଣୀ

ପ୍ରଧାନ ପୃଷ୍ଠା
ଛାଞ୍ଚ:Potw/୨୦୨୩-୧୫
ଏ ଫଟୋ ଗତବର୍ଷରୁ । ନୂଆଟିଏ ବାଛନ୍ତୁ
ପ୍ରଧାନ ପୃଷ୍ଠା
ଉଇକିପିଡ଼ିଆ ବ୍ୟବହାର କରିବେ କିପରି

ପଚରାଯାଇଥିବା ପ୍ରଶ୍ନର ଉତ୍ତର ଶିକ୍ଷଣ ଖୋଲା ଏଡ଼ିଟର

ପ୍ରଧାନ ପୃଷ୍ଠା
ଅଲଗା ଭାଷାରେ ଉଇକିପିଡ଼ିଆ
ପ୍ରଧାନ ପୃଷ୍ଠା
ଉଇକିମିଡିଆର ସହପ୍ରକଳ୍ପ

ମେଟା-ଉଇକି ମେଟା-ଉଇକି (ଉଇକିମିଡ଼ିଆ ପ୍ରକଳ୍ପର ପରିଚାଳନା)    କମନ୍ସ ଉଇକିକମନ୍ସ (ମାଗଣା ମାଧ୍ୟମର ଭଣ୍ଡାର)    Wikidata ଉଇକିଡାଟା (ଖୋଲା ତଥ୍ୟ ଭଣ୍ଡାର)    ଉଇକିଅଭିଧାନ ଉଇକିଅଭିଧାନ (ଶବ୍ଦକୋଷ ଓ ବିଶେଷଣ ପୋଥି)    ଉଇକିକଥା ଉଇକିକଥା (ଢଗଢମାଳି ଓ ବିଶେଷ କଥା)    ଉଇକିପାଠାଗାର ଉଇକିପାଠାଗାର (ମାଗଣା ପଢ଼ାଘର)    ଉଇକି ସମ୍ବାଦ ଉଇକି ସମ୍ବାଦ (ଖୋଲା ସମ୍ବାଦ)    ଉଇକିପୋଥି ଉଇକିପୋଥି (ମାଗଣା ପଢ଼ାବହି ଓ ମାନୁଆଲ)    ଉଇକିସ୍ପିସିସ ଉଇକିସ୍ପିସିସ (ଜାତିମାନଙ୍କର ତାଲିକା)    ଉଇକି ମହାବିହାର ଉଇକି ମହାବିହାର (ମାଗଣା ଶିକ୍ଷଣ ଓ ଉପକରଣ)    ଉଇକିଭ୍ରମଣ ଉଇକିଭ୍ରମଣ (ଖୋଲା ଭ୍ରମଣ-ପୁସ୍ତିକା)

 ଉପରକୁ ଯିବେପୁନଃ ଲୋଡ଼ଉଇକିମିଡ଼ିଆ ଭାରତ ପୋର୍ଟାଲପରିସଂଖ୍ୟାନଆଲୋଚନା ସଭାଯୋଗାଯୋଗପ୍ରଧାନ ପୃଷ୍ଠା ଫେସବୁକପ୍ରଧାନ ପୃଷ୍ଠା ଟୁଇଟର

ଭାଷା

🔥 Trending searches on Wiki ଓଡ଼ିଆ:

ବୀଜାଣୁଗୋଟେ ଶୁଆ ଗୋଟେ ଶାରୀ୨ ଅପ୍ରେଲଧର୍ମବର୍ଷା ପ୍ରିୟଦର୍ଶିନୀକୃଷ୍ଣ ଜନ୍ମାଷ୍ଟମୀଶାନ୍ତନୁ କୁମାର ଆଚାର୍ଯ୍ୟହିମାଳୟମଙ୍ଗଳା ମନ୍ଦିରକଥା (ପତ୍ରିକା)ଜୟ ଜଗନ୍ନାଥଅଶୋକାଷ୍ଟମୀବାସୁଦେବ ସୁନାନୀଗନ୍ଧମାର୍ଦନମିଡାଜୋଲାମ୍ନବୀନ ପଟ୍ଟନାୟକ୧୪ ଅପ୍ରେଲଜଗନ୍ନାଥ ମିଶ୍ର (ରାଜନେତା)ଓଡ଼ିଶାର ଇତିହାସବିଜ୍ଞାନକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାନନ୍ଦ କିଶୋର ବଳ୧୨୦୦ଚୈତ୍ର ମଙ୍ଗଳବାର ଓଷାମିନାକ୍ଷୀ ମହନ୍ତକଳିଙ୍ଗ ଯୁଦ୍ଧଧରିତ୍ରୀନୀଳକଣ୍ଠ ଦାସଲକ୍ଷ୍ମଣ ନାୟକପୂର୍ବାଷାଢ଼ା (ନକ୍ଷତ୍ର)ବାଞ୍ଛାନିଧି ମହାନ୍ତିବୀର ସୁରେନ୍ଦ୍ର ସାଏଆଳୁ ପୋଟଳ ଭଜାଏ. ପି. ଜେ. ଅବଦୁଲ କଲାମନୀଳମାଧବ ମନ୍ଦିରଓଡ଼ିଶା ବିଧାନ ସଭାନରୱେ୧୭ ଡିସେମ୍ବରଲିସିନୋପ୍ରିଲ/ହାଇଡ୍ରୋକ୍ଲୋରୋଥିଆଜାଇଡମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉଇକିକଥାଶିମିଳିପାଳ ଜାତୀୟ ଉଦ୍ୟାନ୧୭ ଅଗଷ୍ଟକଦଳୀ୩ ମାର୍ଚ୍ଚନାରାୟଣ ସାହୁ (୧୯୨୮ ଜନ୍ମ)ଶିବାଜୀଗଡ଼ଗଡ଼ିଆ ମନ୍ଦିରଖାରବେଳଯୋଗ୨୯ ଅପ୍ରେଲଜୟା ବଚ୍ଚନଫ୍ରାଜାଇଲ ଏକ୍ସ ସିଣ୍ଡ୍ରୋମବୀରକିଶୋର ଦାସପାରଦବିଦ୍ୟାଳୟଜର୍ମାନୀଏକାଦଶୀଚାଉଳଘରକାମଧେନୁରଜଚମ୍ପାଭଗବତ ଗୀତାଚିନ୍ତାମଣିଶ୍ୱର ଶିବ ମନ୍ଦିରପାଇଯକୃତଚରକ🡆 More