ଆଲବର୍ଟ ଆଇନଷ୍ଟାଇନ

ଆଲବର୍ଟ ଆଇନଷ୍ଟାଇନ (ଜନ୍ମ: ୧୪ ମାର୍ଚ୍ଚ ୧୮୭୯) ଜଣେ ଜର୍ମାନ ନୋବେଲ ପୁରସ୍କାର ବିଜେତା ଯିଏ ସାଧାରଣ ଆପେକ୍ଷିକ ତତ୍ତ୍ୱ ତିଆରି କରିଥିଲେ ଯାହା ଭୌତିକ ବିଜ୍ଞାନରେ ବିପ୍ଳବ ସୃଷ୍ଟି କରିଥିଲା । ଏଥିପାଇଁ ତାଙ୍କୁ ଆଧୁନିକ ଭୌତିକ ବିଜ୍ଞାନର ଜନକ କୁହାଯାଏ । ସେ ଆପେକ୍ଷିକ ତତ୍ତ୍ୱ ଏବଂ ବସ୍ତୁତ୍ୱ ଶକ୍ତି ସମୀକରଣ E=mc2} ପାଇଁ ସବୁଠୁ ଅଧିକ ଜଣାଶୁଣା ଥିଲେ । ତାଙ୍କୁ ସୈଦ୍ଧାନ୍ତିକ ଭୌତିକ ବିଜ୍ଞାନ, ବିଶେଷତଃ ଆଲୋକ-ବିଦ୍ୟୁତ ବିକିରଣର ସନ୍ଧାନ ପାଇଁ ୧୯୨୧ରେ ନୋବେଲ୍ ପୁରସ୍କାର ପ୍ରଦାନ କରା ଗଲା । ଆଇନଷ୍ଟାଇନ ଆପେକ୍ଷିକତାର ବିଶେଷ ଏବଂ ସାଧାରଣ ସିଦ୍ଧାନ୍ତ ସହିତ ଅନେକ ଯୋଗଦାନ ଦେଇଛନ୍ତି । ସେ ୧୮ ଅପ୍ରେଲ ୧୯୫୫ରେ ମୃତ୍ୟୁବରଣ କରିଥିଲେ ।

ଆଲବର୍ଟ ଆଇନଷ୍ଟାଇନ
ଆଲବର୍ଟ ଆଇନଷ୍ଟାଇନ
୧୯୨୧ରେ ଆଲବର୍ଟ ଆଇନଷ୍ଟାଇନ
Born(1879-03-14)୧୪ ମାର୍ଚ୍ଚ ୧୮୭୯
ଉମ୍, ଉର୍ଟମ୍ବର୍ଗ୍, ଜର୍ମାନୀ
Died୧୮ ଅପ୍ରେଲ ୧୯୫୫(1955-04-18) (ବୟସ ୭୬)
ପ୍ରିନ୍ସଟନ, ନ୍ୟୁ ଜର୍ସି, ଯୁକ୍ତରାଷ୍ଟ୍ର ଆମେରିକା
Citizenship
Alma mater
  • ଇଟିଏଚ୍ ଜୁରିକ୍
  • ଜୁରିକ୍ ବିଶ୍ୱବିଦ୍ୟାଳୟ
Known for
Spouse(s)ମିଲେଭା ମାରିକ୍ (୧୯୦୩-୧୯୧୯)
ଏଲିସା ଲୋୱେନ୍ଥାଲ୍, née Einstein, (୧୯୧୯–୧୯୩୬)
Awards
  • ପଦାର୍ଥ ବିଜ୍ଞାନରେ ନୋବେଲ୍ (୧୯୨୧)
  • Matteucci Medal (1921)
  • Copley Medal (1925)
  • Max Planck Medal (1929
  • Time Person of the Century (1999)
ବିଜ୍ଞାନୀ ଜୀବନ
କ୍ଷେତ୍ରପଦାର୍ଥ ବିଜ୍ଞାନ
କର୍ମାନୁଷ୍ଠାନ
  • Swiss Patent Office (Bern)
  • ଜୁରିକ୍ ବିଶ୍ୱବିଦ୍ୟାଳୟ
  • ଚାର୍ଲସ୍ ବିଶ୍ୱବିଦ୍ୟାଳୟ
  • ଇଟିଏଚ୍ ଜୁରିକ୍
  • ପ୍ରୁସିଆନ୍ ବିଜ୍ଞାନ ଏକାଡେମି
  • କାଇଜର୍ ୱେଲ୍‌ହାମ୍ ଇନ୍‌ଷ୍ଟିଚ୍ୟୁଟ୍
  • ଲେଡେନ୍ ବିଶ୍ୱବିଦ୍ୟାଳୟ
  • ଆଡ୍‌ଭାନ୍‌ସ୍ ଷ୍ଟଡି ଇନ୍‌ଷ୍ଟିଚ୍ୟୁଟ୍
ଡକ୍ଟରୀ ଉପଦେଷ୍ଟାଆଲ୍‌ଫ୍ରେଡ୍ କ୍ଲେନର୍
ଶିକ୍ଷକୀୟ ଉପଦେଷ୍ଟାହେନ୍ରିଚ୍ ଫ୍ରେଡ୍ରିଚ୍ ୱେବର୍
ଜଣାଶୁଣା ଛାତ୍ର
  • ଜି. ଷ୍ଟ୍ରସ୍
  • ନାଥନ୍ ରୋଜେନ୍
  • ଲିଓ ଜିଲାର୍ଡ୍
  • Raziuddin Siddiqui
Signature
ଆଲବର୍ଟ ଆଇନଷ୍ଟାଇନ

ବାଲ୍ୟକାଳ ଓ ଶିକ୍ଷା

ଆଲବର୍ଟ ଆଇନଷ୍ଟାଇନ 
୧୯୪୮ର ଛବି

ଆଲବର୍ଟ ଆଇନଷ୍ଟାଇନ ଜର୍ମାନ ସାମ୍ରାଜ୍ୟର ଉର୍ଟମ୍ବର୍ଗ ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ହର୍ମାନ ଆଇନଷ୍ଟାଇନ ଜଣେ ବ୍ୟବସାୟୀ ଓ ଯନ୍ତ୍ରୀ ଥିଲେ । ତାଙ୍କ ମାତା ଥିଲେ ପ'ଲିନ ଆଇନଷ୍ଟାଇନ। ଆଲବର୍ଟ ୫ ବର୍ଷ ବୟସରେ ଯୋଗ ଦେଲେ Catholic elementary schoolରେ ୩ବର୍ଷ ପାଇଁ ଓ ତା ପରେ ସେ Luitpold Gymnasiumରେ ଯୋଗ ଦେଲେ ସେଥି ସେ primary and secondary ସ୍କୁଲ ଶିକ୍ଷା ପାଇଥିଲେ ।

ବ୍ୟକ୍ତିଗତ ଜୀବନୀ

୧୯୪୬ ମସିହାରେ ଆଇନଷ୍ଟାଇନ Lincoln University,Pennsylvaniaକୁ ଯାତ୍ରା କରିଥିଲେ ଓ ସେଠାରେ ସେ honorary degreeରେ ସମ୍ମାନିତ ହୋଇଥିଲେ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଅହଲ୍ୟାଭାରତୀୟ ମହିଳାରାଶି ଓ ନକ୍ଷତ୍ରଯକ୍ଷ୍ମାସେରେବ୍ରାଲ ଭେନସ ସାଇନସ ଥ୍ରୋମ୍ବୋସିସପାରମିତା ଶତପଥୀଉଇକିମିଡ଼ିଆ ଫାଉଣ୍ଡେସନବର କୋଳିସୁରେନ୍ଦ୍ର ମହାନ୍ତିପିଆଜକୁନ୍ତଳା କୁମାରୀ ସାବତସ୍ନେହସାରୟୁ ଟ୍ୟୁବପାକସ୍ଥଳୀ କର୍କଟହିନ୍ଦୀଇଂରାଜୀ ଭାଷାନୟାଗଡ଼ ଜିଲ୍ଲାଚନ୍ଦନ ବୋଡ଼ାଓଡ଼ିଶୀପଳାଶଅଭିରାମ ପରମହଂସମେନିଞ୍ଜାଇଟିସ୍ପିଣ୍ଟୁ ନନ୍ଦମହାତ୍ମା ଗାନ୍ଧୀଜ୍ଞାନପୀଠ ପୁରସ୍କାରବରାତମନ୍ନା ବ୍ୟାସବାଜି ରାଉତଓଡ଼ିଆ ଚଉତିଶାକରଣ (ଜାତି)ସଂସ୍କୃତବିନୋଦ ପାତ୍ରପ୍ରଧାନମନ୍ତ୍ରୀ ଜନଧନ ଯୋଜନାମିଳିତ ଜାତିସଂଘଓଡ଼ିଆ ନାଟକୱିଲିଅମ ସେକ୍ସପିଅରଭାରତୀୟ ଡାକ ସେବାସଂସଦୀୟ ଗଣତନ୍ତ୍ରବ୍ରହ୍ମଗିରି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଫାଇଲିନ୨୯ ମାର୍ଚ୍ଚଆଇସଲ୍ୟାଣ୍ଡତାଜମହଲଜାପାନୀ ଧର୍ମକଥାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରବଙ୍ଗଳା ଭାଷାଉଟିନିତାଇ ପାଲିତସୁନାଗୁଗଲମିଆଁମାରଓଡ଼ିଆ ବାହାଘରତେଲୁଗୁ ଭାଷାଓଡ଼ିଶା ସରକାରଦିସପୁରଚିଲିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉଇକିଅଭିଧାନମିହିର ଦାସଉପେନ୍ଦ୍ର ଭଞ୍ଜଗୋପବନ୍ଧୁ ଚୌଧୁରୀଏରିଦେମା ମଲ୍ଟିଫର୍ମଦୋହାକୋଷ ଓ ବୌଦ୍ଧ ଗାନଅର୍କ କେଶରୀ ଦେଓଭାରତର ନଦୀ ସମୂହର ତାଲିକାକମ୍ପ୍ୟୁଟର🡆 More