ସ୍କାରଲେଟ ଜୋହାନସନ: ଆମେରିକୀୟ ଅଭିନେତ୍ରୀ

ସ୍କାରଲେଟ ଇଙ୍ଗ୍ରିଡ଼ ଜୋହାନସନ ୧୯୮୪ ମସିହା ନଭେମ୍ବର ୨୨ ତାରିଖରେ ନ୍ୟୁୟର୍କ ସିଟିର ମାନହାଟାନ ବରୋଠାରେ ଜନ୍ମଗ୍ରହଣ କରିଥିଲେ ।  ସେ ଜଣେ ଆମେରିକୀୟ ଅଭିନେତ୍ରୀ ଏବଂ ଗାୟିକା।  ୨୦୧୪ ରୁ ୨୦୧୬ ମଧ୍ୟରେ ସେ ସବୁଠାରୁ ଦାମୀ କଳାକାର ହୋଇଥିଲେ । ସେ ଅନେକଥର ଫୋର୍ବସ ଜଣାଶୁଣା ଶ୍ରେଷ୍ଠ ୧୦୦ ତାଲିକାରେ ସ୍ଥାନ ପାଇଛନ୍ତି ।

Scarlett Johansson
Scarlett Johansson, wearing a pink dress, poses for the camera.
୨୦୧୪ ମସିହା କ୍ୟାପଟେନ ଆମେରିକା ୨ ସମୟରେ ସ୍କାରଲେଟ
ଜନ୍ମ
Scarlett Ingrid Johansson

(1984-11-22) ୨୨ ନଭେମ୍ବର ୧୯୮୪ (ବୟସ ୩୯)
New York City, New York, U.S.
ଜାତୀୟତା
  • American
  • Danish
ବୃତ୍ତିସମୂହ
  • Actress
  • singer
ସକ୍ରିୟ ବର୍ଷ1994–present
ବୈବାହିକ-ସାଥୀs
  • Ryan Reynolds
    (m. ୨୦୦୮; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
  • Romain Dauriac
    (m. ୨୦୧୪; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ସନ୍ତାନ1
ପୁରସ୍କାରFull list

ଜୋହାନସନ ୨୦୦୩ରେ ତାଙ୍କର ସିନେମା, ଲଷ୍ଟ ଇନ ଟ୍ରାନ୍ସଲେସନ ପାଇଁ ଶ୍ରେଷ୍ଠ ଅଭିନେତ୍ରୀର ବାଫଟା ସମ୍ମାନ ଲାଭ କରିଥିଲେ । ୨୦୧୦ ମସିହାରୁ ସେ ମାର୍ଭେଲ ସିନେମା ପ୍ରଡକ୍ସନର ନାନାଦି ସିନେମାରେ ବ୍ଲାକ ୱିଡୋ ଭୂମିକାରେ ଅଭିନୟ କରିଆସୁଛନ୍ତି ।

ପ୍ରାରମ୍ଭିକ ଜୀବନ

ସ୍କାରଲେଟ, ମାନହାଟନର ନିଉ ୟର୍କ ସିଟିରେ ୨୨ ନଭେମ୍ବର ୧୯୮୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ବାପା କର୍ଷ୍ଟଏନ ଓଲାଫ ଜୋହାନ୍ସନ ଜଣେ ଆର୍କିଟେକ୍ଟ ଅଟନ୍ତି । ସେ ଡେ଼ନମାର୍କର ମୂଳ ବାସିନ୍ଦା ଥିଲେ । ତାଙ୍କର ଜେଜେବାପା, ଏଜେନେର ଜୋହାନ୍ସନ ଜଣେ କଳା ଏତିହାସିକ, ସଂଳାପ ଲେଖକ, ନିର୍ଦ୍ଦେଶକ ଥିଲେ, ତାଙ୍କର ବାପା ସ୍ୱିଡ଼େନରୁ ଥିଲେ । ସ୍କାରଲେଟଙ୍କର ବୋଉ ମେଲାନି ସ୍ଲୋଆନ ଜଣେ ପ୍ରଯୋଜିକା ଯେ କି ପୋଲାଣ୍ଡ ଏବଂ ରୁଷିଆ ଅଞ୍ଚଳର ଜଣେ ଜିଉ ଧର୍ମାବଲମ୍ବୀ । ତାଙ୍କର ଜଣେ ଅଭିନେତ୍ରୀ ବଡ଼ ଭଉଣୀ ଭେନେସା, ବଡ଼ ଭାଇ ଆଡ୍ରିଆନ୍ ଏବଂ ଏକ ଯମଜ ଭାଇ ହଣ୍ଟର ମଧ୍ୟ ଅଛନ୍ତି । ବାପାଙ୍କର ପ୍ରଥମ ବିବାହରୁ ଜନ୍ମିତ ତାଙ୍କର ଏକ ଅଧା ଭାଇ କ୍ରିଷ୍ଟିୟାନ ମଧ୍ୟ ଅଛନ୍ତି । ସ୍କାରଲେଟ, ଉଭୟ ଆମେରିକୀୟ ଏବଂ ଡେ଼ନମାର୍କ ନାଗରିକତ୍ୱ ରଖିଛନ୍ତି ।

ଆଧାର

'

Tags:

ଅଭିନେତ୍ରୀ

🔥 Trending searches on Wiki ଓଡ଼ିଆ:

ସ୍ନେହସାରଓଡ଼ିଆ ଭାଗବତଚାଣକ୍ୟମେରୁ ଯାତ୍ରାରେବା ରାୟଡଙ୍ଗାଟାଇଫଏଡକଳାକଳେବର ଚଉତିଶାକୁମାର ପୂର୍ଣ୍ଣିମାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାମୁମ୍ବାଇସାନିଆ ମିର୍ଜାକଣ୍ଟାବାଞ୍ଝି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୁଣ୍ଡିଚା ମନ୍ଦିରମହାଭାରତପ୍ରଧାନ ପୃଷ୍ଠାମାରୀଚମହାବୀର ଜୈନକଥକଳୀବଳରାମ ଦାସରାସାୟନିକ ମୌଳିକଅବସରସ୍ୱାମୀ ବିବେକାନନ୍ଦବର୍ଷାଗୁରୁ ପ୍ରସାଦ ମହାନ୍ତିମାହିମ ଦୁର୍ଗ , ମୁମ୍ବାଇହନୁମାନରବି ନାରାୟଣ ନନ୍ଦଟୁଇଟରସିଦ୍ଧାର୍ଥ ଭରତନକୋଷମନମୋହନ ସାମଲବରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଖିଳ ମୋହନ ପଟ୍ଟନାୟକନାନଚିକିତ୍ସା ବିଜ୍ଞାନଛତ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପାର୍ବତୀସାପକୃଷ୍ଣ ଜନ୍ମାଷ୍ଟମୀପଣା ସଂକ୍ରାନ୍ତିନବୀନ ପଟ୍ଟନାୟକଜଳରମାକାନ୍ତ ରଥକନ୍ଧମାଳ ଜିଲ୍ଲାରାମଚନ୍ଦ୍ର ବେହେରାକୃପାସିନ୍ଧୁ ମିଶ୍ରଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳସୁରେଶ କୁମାର ରାଉତରାୟଅପରେଟିଙ୍ଗ ସିଷ୍ଟମସାଧୁ ମେହେରଋତୁସ୍ରାବ୬ ମାର୍ଚ୍ଚଓଡ଼ିଶାର ଲୋକନୃତ୍ୟମହର୍ଷି ଗୌତମଜିନା ସାମଲଭାରତର ନ୍ୟାୟୀକ ବ୍ୟବସ୍ଥାହୋ ଜନ‌ଜାତିସୁରେନ୍ଦ୍ର ମହାନ୍ତିବାଲେଶ୍ୱର ଜିଲ୍ଲାଶ୍ରୀମନ୍ଦିର ବେଢ଼ା-ଦେବାଦେବୀରାଜକିଶୋର ପଟ୍ଟନାୟକଜଗନ୍ନାଥ ପ୍ରସାଦ ଦାସଓଡ଼ିଶାଏଣ୍ଟ୍ରେକ୍ଟିନିବଆମାଜନ୍.କମ୍‌ମୁଡ଼ି ନାଏକୋକାଜାଖସ୍ତାନ🡆 More