ଜୋହାନ୍ ସେବାଷ୍ଟିଆନ୍ ବାକ୍

ଜୋହାନ୍ ସେବାଷ୍ଟିଆନ୍ ବାକ୍ (୩୧ ମାର୍ଚ୍ଚ ୧୬୮୫ - ୨୮ ଜୁଲାଇ ୧୭୫୦) ବାରୋକ୍ ଯୁଗର ଜଣେ ଜର୍ମାନ ସଂଗୀତକାର ଓ ସଙ୍ଗୀତଜ୍ଞ ଥିଲେ । ସେ ଚେଲୋ ସୁଇଟସ୍ ଏବଂ ବ୍ରାଣ୍ଡେନବର୍ଗ କନସେର୍ଟୋସ ପରି ଯନ୍ତ୍ରସଙ୍ଗୀତ ରଚନା ପାଇଁ ଜଣାଶୁଣା । ଏଥିମଧ୍ୟରେ କୀବୋର୍ଡ ରଚନା ଯଥା ଗୋଲ୍ଡବର୍ଗ ଭେରିଏସନ୍, ଦି ୱେଲ୍-ଟେମ୍ପର୍ଡ କ୍ଲାଭିଅର୍ ଏବଂ ଡି ମାଇନରରେ ଟୋକାଟା ଏବଂ ଫୁଗ୍; ଏବଂ ସେଣ୍ଟ ମାଥ୍ୟୁ ପାସନ୍ ଏବଂ ବି ମାଇନରରେ ମାସ୍ ପରି କଣ୍ଠ ସଂଗୀତ ଅନ୍ତର୍ଗତ ।

ଜୋହାନ୍ ସେବାଷ୍ଟିଆନ୍ ବାକ୍
ଜୋହାନ୍ ସେବାଷ୍ଟିଆନ୍ ବାଚ୍ 1746
ଜୋହାନ୍ ସେବାଷ୍ଟିଆନ୍ ବାକ୍
ବାଚଙ୍କ ଲୋଗୋ |

ପାଶ୍ଚାତ୍ୟ ଇତିହାସର ଜଣେ ଶ୍ରେଷ୍ଠ ରଚୟତା ଭାବରେ ତାଙ୍କୁ ବିବେଚନା କରାଯାଉଥିଲା ।ବାଚ୍ ଙ୍କର ପ୍ରଭାବ ମୋଜାର୍ଟ ଏବଂ ବିଥୋଭେନ ଙ୍କର ରଚନା ଉପରେ ଥିଲା, ଯେହେତୁ ସେ ତାଙ୍କ ସମୟର ସଂଗୀତ ରୂପକୁ ଏକ ଉଚ୍ଚ ସ୍ତରକୁ ଉନ୍ନୀତ ଏବଂ ଯାନ୍ତ୍ରିକ ନିପୁନତା ପ୍ରଦାନ କରିଥିଲେ | ତାଙ୍କ ସଙ୍ଗୀତର ଗୁଣବତ୍ତା ଏବଂ କଳା ନିପୁନତା ହେତୁ ବୃତ୍ତିଗତ ସଂଗୀତଜ୍ଞମାନେ ତାଙ୍କୁ ପାଶ୍ଚାତ୍ୟ ଇତିହାସର ସର୍ବଶ୍ରେଷ୍ଠ ରଚୟତା ଭାବରେ ଗ୍ରହଣ କରନ୍ତି।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରବନ୍ଦେ ଉତ୍କଳ ଜନନୀଫକୀର ମୋହନ ସେନାପତି୩ ସେପ୍ଟେମ୍ବରଶନିଫତୁରାନନ୍ଦକଳିଙ୍ଗ ଯୁଦ୍ଧଉଇକିଖବରସାମାଜିକ ବିଜ୍ଞାନଲବଣ ସତ୍ୟାଗ୍ରହଭୂଗୋଳଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସସମ୍ବଲପୁରଚିତ୍ତରଞ୍ଜନ ଦାସମାସ୬୦୨୧୮୬୬ସୁରେନ୍ଦ୍ର ମହାନ୍ତିଧରିତ୍ରୀପ୍ଲାଟିପସରବୀନ୍ଦ୍ରନାଥ ଠାକୁରରେଭେନ୍‌ସା କଲିଜିଏଟ ସ୍କୁଲଯକ୍ଷ୍ମାଜଗଦୀଶ ମହାନ୍ତି୧୭୯୫କିଶୋର ପାଣିଗ୍ରାହୀଉତ୍କଳ ସମ୍ମିଳନୀ୧୪୦୫ଖାଦ୍ୟଟିକୋନାଜୋଲଇତିହାସବାଲେଶ୍ୱରକାନାଡ଼ାହୀରାକୁଦ ବନ୍ଧଅର୍ଥଶାସ୍ତ୍ରପ୍ରହ୍ଲାଦ ନାଟକଧାତୁଶବ୍ଦ (ପଦ)ଭୁବନେଶ୍ୱରଭୃସଙ୍ଗ ଗଛଶାରଳା ପୁରସ୍କାରହନୁମାନ ଜୟନ୍ତୀନିତ୍ୟାନନ୍ଦ ମହାପାତ୍ରଶେଷ ଶ୍ରାବଣସତ୍ୟବାଦୀ ବନ ବିଦ୍ୟାଳୟଜାତୀୟ ସଂସଦ (ଜାପାନ)ମଇପୋଙ୍ଗଲଗଙ୍ଗାଧର ମେହେର୫ ଫେବୃଆରୀଓଟାୱାଦ୍ରୌପଦୀ ମୁର୍ମୁଗୋପୀନାଥ ନନ୍ଦସମୟମଣ୍ଡଳନୀଳକଣ୍ଠ ଦାସମନୋଜ ଦାସଙ୍କ କଥା ଓ କାହାଣୀଦୀପକ ମିଶ୍ର୧୭ ଅପ୍ରେଲଅଶୋକ ସମ୍ରାଟମ୍ୟାଲେରିଆବିଜୟ ମିଶ୍ରବର୍ଷା ପ୍ରିୟଦର୍ଶିନୀ🡆 More