ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର

୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।

ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
ବାରକୋଡ଼
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
The parts of a 10-digit I୧୦ଅଙ୍କ ବାରକୋଡ଼ର ଓ ୧୩ ଅଙ୍କ ବାରକୋଡ଼

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ନବକଳେବରଭଞ୍ଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଭାରତର ଜାତୀୟ ପତାକା୧୯୧୮ଓଡ଼ିଆ ଭାଗବତଭାରତୀୟ ଜାତୀୟ କଂଗ୍ରେସଜଗନ୍ନାଥଙ୍କ ବେଶ୧୮ ଫେବୃଆରୀବୌଦ୍ଧଗଡ଼ନିମାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଳେଇଚ୧୨ ଜାନୁଆରୀଗଙ୍ଗା ନଦୀକବିସୂର୍ଯ୍ୟ ବଳଦେବ ରଥରତ୍ନାକର ଚଇନିଦୀପା ସାହୁକାଳୀଚରଣ ପଟ୍ଟନାୟକକେଳୁଚରଣ ମହାପାତ୍ରଜାମ୍ବବାନସମ୍ବଲପୁରୀ ଭାଷାରାଜେନ୍ଦ୍ର କିଶୋର ପଣ୍ଡାଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳପ୍ରଦ୍ୟୁମ୍ନ ଲେଙ୍କାବିଧାନ ସଭା ସଭ୍ୟବାଇଶି ପାହାଚପାଇମେକ୍ରୋଲିମସ୧୧ ଅକ୍ଟୋବରବେଦକନ୍ୟାକୁମାରୀପୃଥିବୀର ବାୟୁମଣ୍ଡଳବୌଦ୍ଧ ଜିଲ୍ଲାବ୍ରଜ କିଶୋର ପ୍ରଧାନନିମୋନିଆଭାରତୀୟ ମହାକାଶ ଗବେଷଣା ସଂସ୍ଥାକେ. ଏଲ. ରାହୁଲସବୁଜବୀଜାଣୁତିଳକଝୁମରବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପୋକଶୁଙ୍ଗାବିଶ୍ୱ ଏଡ୍‌ସ ଦିବସବି. ଆର. ଆମ୍ବେଦକରଇଣ୍ଡିଆନ ପ୍ରିମିଅର ଲିଗତାଲାଜାଶେଖର ଘୋଷଶଙ୍ଖମନୋଜ ଦାସଇନ୍ଦିରା ଗାନ୍ଧୀ ବୈଷୟିକ ମହାବିଦ୍ୟାଳୟପେଞ୍ଚ୍ ଜାତୀୟ ଉଦ୍ୟାନଓ ଟିଭିଦାଶରଥି ଦାସଓଉଜିଓବେଲେଶ୍ୱର ମନ୍ଦିରଉଇକିପିଡ଼ିଆଯାଜପୁରଓଡ଼ିଆ ଲିପିରମାକାନ୍ତ ରଥଧନୁର୍ଜୟ ସିଦୁସିନ୍ଧୁ ନଦୀକାମିଉଇକିପାଠାଗାରକାଳିନ୍ଦୀ ଚରଣ ପାଣିଗ୍ରାହୀ🡆 More