ଡୋନାଲ୍ଡ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ ଯୁକ୍ତରାଷ୍ଟ୍ର ଆମେରିକାର ୪୫ତମ ରାଷ୍ଟ୍ରପତି ଭାବରେ ୨୦-୧-୨୦୧୭ରୁ ଚାରି ବର୍ଷ ନିମଂତେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଆମେରିକାର ରିପବ୍ଲିକାନ ରାଜନୈତିକ ଦଳ ତରଫରୁ ୨୦୧୬ ନଭେମ୍ବର ରାଷ୍ଟ୍ରପତି ନିର୍ବାଚନ ଲଢି ସେ ହରାଇଥିଲେ ଡେମୋକ୍ରାଟ ଦଳର ହିଲାରି କ୍ଲିଣ୍ଟନଙ୍କୁ । ଟ୍ରମ୍ପ ଅର୍ଗାନାଇଜେସନ୍‌ର ଚେୟାରମ୍ୟାନ୍‌ ହେଉଛନ୍ତି ଟ୍ରମ୍ପ । 2014ରେ ଯେଉଁ କମ୍ପାନିର ରାଜସ୍ୱ ଥିଲା 9.5 ୟୁଏସ୍‌ ବିଲିୟନ୍‌ ଡଲାର । ସେ ବର୍ତ୍ତମାନ 3.7 ବିଲିୟନ୍‌ ଡଲାର ମାଲିକ । ତାଙ୍କର ଟ୍ରମ୍ପ ଟାଓ୍ବାର ପେଣ୍ଟ ହାଉସ୍‌ର ମୂଲ୍ୟ ହେଉଛି ଶହେ ମିଳିୟନ୍‌ ଡଲାର । ଏହାଛଡ଼ା ତାଙ୍କର ରହିଛି ନ୍ୟୁୟର୍କରେ ଏକ ବିରାଟ ମ୍ୟାନସନ୍‌  । ଟ୍ରମ୍ପଙ୍କ ଗୋଲ୍ଡ ପ୍ଲେଟେଡ୍‌ ମୋଟର ସାଇକେଲ , 3ଟି ସିକୋରିସ୍କାଏ ହେଲିକପ୍ଟର ଓ ଏକ ବୋଇଂ 757 ରହିଛି । ଏହା ବାଦ ତାଙ୍କ ପାଖରେ ରହିଛି ପ୍ରାୟ 23 ମିଲିଅନ୍‌ ଡଲାରର ଜେଟ୍‌ ବିମାନ । ସେ ବର୍ତ୍ତମାନ ଆମେରିକାର 113 ତମ ଓ ବିଶ୍ୱର 324ତମ ଧନୀ ବ୍ୟକ୍ତି ।

Donald Trump
ଡୋନାଲ୍ଡ ଟ୍ରମ୍ପ
45th President of the United States
Incumbent
Assumed office
January 20, 2017
Vice PresidentMike Pence
ପୂର୍ବ ଅଧିକାରୀBarack Obama
ବ୍ୟକ୍ତିଗତ ସବିଶେଷ
ଜନ୍ମ
Donald John Trump

(1946-06-14) ୧୪ ଜୁନ ୧୯୪୬ (ବୟସ ୭୭)
New York City
ରାଜନୀତିକ ଦଳRepublican (1987–99, 2009–11, 2012–present)
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
  • Reform (1999–2001)
  • Democratic (2001–09)
  • Independent (2011–12)
ଜୀବନ ସାଥୀ
Ivana Zelníčková
(m. ୧୯୭୭; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
Marla Maples
(m. ୧୯୯୩; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
Melania Knauss
(m. ୨୦୦୫)
ସମ୍ପର୍କSee Family of Donald Trump
ସନ୍ତାନ
  • Donald Jr.
  • Ivanka
  • Eric
  • Tiffany
  • Barron
ଘରWhite House
ଶିକ୍ଷାନୁଷ୍ଠାନ
  • Fordham University
  • University of Pennsylvania (BS)
ବୃତ୍ତି
    • Real estate developer
    • (The Trump Organization)
    • Television producer
    • (The Apprentice)
Net worth$4.5 billion
ସନ୍ତକDonald J Trump stylized autograph, in ink
ୱେବସାଇଟ

ଆଧାର

Tags:

ଯୁକ୍ତରାଷ୍ଟ୍ର ଆମେରିକା

🔥 Trending searches on Wiki ଓଡ଼ିଆ:

ପଟ୍ଟଚିତ୍ରବିଶ୍ୱ ଏଡ୍‌ସ ଦିବସଇଣ୍ଟରନେଟମିଳିମିଳାତାରାଶଙ୍କର ବନ୍ଦୋପାଧ୍ୟାୟକ୍ରିଏଟିଭ କମନ୍ସପୋଲିଓ ଟିକାଜର୍ମାନୀ୩୧ ଅକ୍ଟୋବରମାସଜଳ ପ୍ରଦୂଷଣକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଲବଣ ସତ୍ୟାଗ୍ରହଟୀକା ଗୋବିନ୍ଦ ଚନ୍ଦ୍ରପଣସଜୟ ଜଗନ୍ନାଥମନମୋହନ ସାମଲବର୍ଷାକାହ୍ନୁଚରଣ ମହାନ୍ତିଆନିହିଲେସନ ଅଫ କାଷ୍ଟୟୁ ଟ୍ୟୁବହିନ୍ଦୁ ସମୟ ଗଣନାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରୋହିଣୀ (ନକ୍ଷତ୍ର)ବିଚିତ୍ର ରାମାୟଣଓଡ଼ିଆ ରାମାୟଣଇରାନଶଙ୍ଖଯାଜପୁରନୀଳମଣି ବିଦ୍ୟାରତ୍ନଉତ୍କଳ ଦିବସଫସଫେନିଟଏନବାରୁଣୀ ସ୍ନାନହରିହର ସ୍ୱାଇଁଜାହାଙ୍ଗୀରନୀଳମାଧବ ମନ୍ଦିରଭାରତର ରାଷ୍ଟ୍ରପତିରାଣୀ ଲକ୍ଷ୍ମୀବାଈରାମାୟଣପୂରଣବାଚକ ସଂଖ୍ୟାପୁଷ୍ପଗିରି ମହାବିହାରହନୁମାନ ଚାଳିଶାଯୀଶୁନବୀନ ପଟ୍ଟନାୟକଗାୟନାସଚ୍ଚିଦାନନ୍ଦ ରାଉତରାୟଲକ୍ଷ୍ମଣ ନାୟକସୂର୍ଯ୍ୟପରାଗମତ୍ସ୍ୟ ଅବତାରବିଶ୍ୱନାଥ କରପୃଥିବୀନୂଆ ଦିଲ୍ଲୀଅମର ସିଂହ ଚମକିଲାଗୋଦାବରୀଶ ମହାପାତ୍ରଭାରତୀୟ ଦଣ୍ଡ ସଂହିତା, ୧୮୬୦ବଳପରମାଣୁପାରମିତା ଶତପଥୀଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରନାଗାବଳୀ ନଦୀବେଲ ପଣାବାରଣାସୀର ଘାଟକୋଳିଲକ୍ଷ୍ମୀକାନ୍ତ ମହାପାତ୍ରଜୟୀରାମ ସାମଲଯୁକ୍ତରାଜ୍ୟଓଡ଼ିଆ କଥାଚିତ୍ର ଜଗତଚାରି ଧାମ🡆 More