ମକା

ବିଶ୍ୱ ଓ ଭାରତରେ ମକ୍କା ଏକ ମୁଲ୍ୟବାନ୍ ଫସଲ |ଏହାର ଉତ୍ପାଦନର ୨୫% ମାନବ ଆହାର, ୧୨% ପଶୁ ଆହାର,୪୯% କୁକୁଡା ଆହାର, ୧୨% ବାଣିଜ୍ୟ ଲାଗି,୧% ଷ୍ଟାଚ୍ଚ୍ ଓ ୧% ମଞ୍ଜି ରୂପରେ ବ୍ୟବହାର କରାଯାଏ |ଏହା ଛଡା ମକ୍କାର ଉପଯୋଗ କର୍ନ୍ ଫ୍ଲେକ୍ସ୍, ତେଲ, ଷ୍ଟାର୍ଚ୍ଚ୍, ପଫ୍ କର୍ନ୍, ଆଲକୋହଲ୍, ଜୈବିକ ଇନ୍ଧନ ଆଦି ରୂପରେ କରାଯାଏ |

ବିଶ୍ୱର ଖାଦ୍ୟ ଶସ୍ୟ ଉତ୍ପାଦନରେ ମକ୍କାର ୨୫% ଯୋଗଦାନ ରହିଛି| ଚାଷ ଜମିର ଆକାରକୁ ନେଇ ତୁଳନା କଲେ, ପ୍ରଧାନ ଫସଲମାନଙ୍କ ମଧ୍ୟରେ ମକ୍କା ତୃତୀୟ ସ୍ଥାନ ଅଧିକର କରିଛି | ଭାରତରେ ମକ୍କାର ରକବା ୮୫୯ ମିଲିୟନ୍ ହେକ୍ଟର୍ ତଥା ଓସତ୍ ଉତ୍ପାଦକତା ୨୫୪ କୁଇଣ୍ଟାଲ୍ ପ୍ରତି ହେକ୍ଟର୍ ଅଟେ |

ଓଡ଼ିଶାରେ ମକ୍କା ଚାଷ ୧।୭୯ ଲକ୍ଷ୍ୟ ହେକ୍ଟର୍ ଜମିରେ କରାଯାଏ ଓ ଏହାର ଓସତ୍ ଉତ୍ପାଦକତା ୨୦ କୁଇଣ୍ଟାଲ୍ ପ୍ରତି ହେକ୍ଟର୍ ଅଟେ | ଓଡ଼ିଶାରେ ଅଳ୍ପ ଉତ୍ପାଦକତାର ପ୍ରମୁଖ କାରଣଗୁଡିକ ମଧ୍ୟରେ , ଉନ୍ନତଶୀଳ ମକ୍କା ପ୍ରଜାତିର ପ୍ରୟୋଗ ନକରିବା, ସାରର କମ୍ ଓ ଅସନ୍ତୁଳିତ ମାତ୍ରାରେ ପ୍ରୟୋଗ, ଧାଡିକୁ ଧାଡି ଓ ଗଛ-ଗଛ ମଧ୍ୟରେ ଉପଯୁକ୍ତ ବ୍ୟବଧାନ ବିଷୟରେ ସ୍ୱଳ୍ପ ଗ୍ୟାନ ଅନ୍ୟତମ ।

ସମଗ୍ର ଦେଶରେ ମକ୍କା ସ୍ୱାଦିଷ୍ଟ ଓ ପୃଷ୍ଟିକର ଚାରା ଯୋଗାଏ, ଯାହା ପଶୁମାନଙ୍କ ବିକାଶ ଲାଗି କୌଣସି ସ୍ତରରେ ଖାଇବାକୁ ଦେଇ ହେବ। ଏଥିରୁ ସବୁଜ ବା ସୁଖିଲା ସାଇଲେଜ୍ ପ୍ରସ୍ତୁତ ହୁଏ ଯାହାକୁ ଚାର ରୂପରେ ଦେଇ ହେବ।

ଆଧାର

http://www.iimr.res.in/ Archived 2017-09-05 at the Wayback Machine.


Tags:

ଭାରତ

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ସାହିତ୍ୟକେନ୍ଦୁଝର (ଲୋକ ସଭା ନିର୍ବାଚନ ମଣ୍ଡଳୀ)କୃଷ୍ଣ ଜନ୍ମାଷ୍ଟମୀଚଇତି ଘୋଡ଼ା ନାଚଖାଦ୍ୟ ଖଣିଜ ଲବଣବିଜୁ ଜନତା ଦଳଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିବଳଦେବଜୀଉ ମନ୍ଦିରଲକ୍ଷ୍ମୀକାନ୍ତ ମହାପାତ୍ରକୁଞ୍ଜବିହାରୀ ତ୍ରିପାଠୀପ୍ରତିଭା ରାୟପ୍ରତୀକ୍ଷାନବଗୁଞ୍ଜରଅଂଶୁଘାତବିଶ୍ୱନାଥ କରମହେଶ ସାହୁଇଟାମାଟି ଗ୍ରାମପ୍ରଧାନ ପୃଷ୍ଠାଜଗନ୍ନାଥକିଶୋରୀ ଚରଣ ଦାସଅପରେଟିଙ୍ଗ ସିଷ୍ଟମକାନାଡ଼ାବିର୍ସା ମୁଣ୍ଡାଟୋକିଓଗୋପୀନାଥ ମହାନ୍ତିଆଷାଢ଼ଶ୍ରବଣ ( ରାମାୟଣ ର ଚରିତ୍ର )ବଡ଼ଦିନପଦାର୍ଥ ବିଜ୍ଞାନଓଡ଼ିଶାର ଭୂଗୋଳସରଳା ଦେବୀହିନ୍ଦୁ ବିବାହ ଅଧିନିୟମ, ୧୯୫୫୧୧ଇଣ୍ଡୋନେସିଆଉତ୍କଳ ବ୍ରାହ୍ମଣକଲମ୍ବିଆଭୁବନେଶ୍ୱର ରେଳ ଷ୍ଟେସନମଧ୍ୟ ଏସିଆପଠାଣି ସାମନ୍ତରସାୟନ ବିଜ୍ଞାନକଳିଙ୍ଗ ଯୁଦ୍ଧଶବ୍ଦ (ଧ୍ୱନି)ବୈଦେହୀଶ ବିଳାସଓଧଦ୍ରୌପଦୀ ମୁର୍ମୁ୧୯୮୮ସଂକ୍ରାନ୍ତି୧୫୭୨ଭଗବତ ଗୀତା୧୭ ଅପ୍ରେଲପୌଷ୨୦ ଅପ୍ରେଲଫତୁରାନନ୍ଦଆନିଫ୍ରୋଲୁମାବଭଦଭଦଳିଆରେଭେନ୍‌ସା କଲିଜିଏଟ ସ୍କୁଲଶୁକ୍ରହିପୋପୋଟାମସବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଶୋକ (ସମ୍ରାଟ)ରମାକାନ୍ତ ରଥମିଳିତ ଜାତିସଂଘପଖାଳ ଦିବସଇଟାଲୀଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଜାତୀୟ ସଂସଦ (ଜାପାନ)କୋଣାର୍କ ସୂର୍ଯ୍ୟ ମନ୍ଦିରରବୀନ୍ଦ୍ରନାଥ ଠାକୁର🡆 More