ବୁଢ଼ିଆଣୀ

ବୁଢିଆଣୀ
ଜୀବାଶ୍ମ କାଳ: Pennsylvanian - Holocene, 319–0 Ma
PreЄ
Є
O
S
D
C
P
T
J
K
Pg
N
ବୁଢ଼ିଆଣୀ
An assortment of different spiders.
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
Phylum: Arthropoda
Subphylum: Chelicerata
Class: Arachnida
Order: Araneae
Clerck, 1757
Suborders

MesothelaeOpisthothelae See Spider taxonomy.

Diversity
114 families, c. 46,000 species

ବର୍ଣ୍ଣନା

ବୁଢିଆଣୀ ଏକ ୮ଟି ଗୋଡ଼ ଥିବା 'ଆର୍ଥୋପୋଡ଼୍' ଯାହାର ମୁଖରେ ବିଷଜାତୀୟ ପଦାର୍ଥ ଥାଏ । ଏମାନେ 'ଆଣ୍ଟାର୍କଟିକା' ବ୍ୟତୀତ ଅନ୍ୟ ସମସ୍ତ ମହାଦେଶରେ ଦେଖାଯାଆନ୍ତି । ନଭେମ୍ବର ୨୦୧୫ ସୁଦ୍ଧା ୪୫,୭୦୦ ପ୍ରଜାତିର୧୧୪ ପରିବାରର ବୁଢିଆଣୀ ଚିହ୍ନଟ କରାଯାଇଛି । ବୁଢିଆଣୀ ଅନ୍ୟ 'ଆର୍ଥୋପୋଡ'ମାନଙ୍କଠାରୁ ଶାରିରୀକ ସ୍ତରରେ କିଛି ମାତ୍ରାରେ ଭିନ୍ନ । ଏହାର ଶରୀରକୁ ଦୁଇ ଭାଗରେ ବିଭକ୍ତ କରାଯାଏ, ଯଥା- 'ସେଫାଲୋଥୋରାକ୍ସ' ଓ 'ଆବଡୋମେନ୍' ଏବଂ ଏହା ଏକ ସିଲିଣ୍ଡରାକୃତି ଅଂଶଦ୍ୱାରା ଯୋଡି ହୋଇ ରହିଥାଏ । ମାତ୍ର ଅନ୍ୟ କୀଟପତଙ୍ଗଙ୍କ ଭଳି ଏହାର 'ଆଣ୍ଟିନା' ନ ଥାଏ । କେବଳ 'ମେସୋଥେଲାଏ' ବୁଢିଆଣୀକୁ ବାଦ୍ ଦେଲେ ଅନ୍ୟ ସମସ୍ତ ବୁଢିଆଣୀଙ୍କର କେନ୍ଦ୍ରୀୟ 'ନର୍ଭସ ସିଷ୍ଟମ' ଥାଏ । ମାତ୍ର ଅନ୍ୟ 'ଆର୍ଥୋପୋଡ୍'ଙ୍କ ଭଳି ବୁଢିଆଣୀର ଗୋଡରେ ପ୍ରସାରିତ ମାଂସପେଶୀ ନ ଥାଏ ବରଂ ସେ ଏହାକୁ 'ହାଇଡ୍ରଉଲିଟିକ୍' ଚାପଦ୍ୱାରା ପ୍ରସାଏ କରେ । ଏହାର 'ଆବଡୋମେନ୍'ରେ 'ସ୍ପିନୋରେଟସ୍' ଥାଏ ଯାହା ୬ ପ୍ରକାର ଗ୍ରନ୍ଥିରୁ 'ସିଲ୍କ' ବାହାର କରେ । ବୁଢିଆଣୀ ଜାଲ ଆକାର, ଆକୃତି ଓ ବ୍ୟବହୃତ ସୂତା ଅନୁଯାୟୀ ଭିନ୍ନ ଭିନ୍ନ ଅଟେ । ବର୍ତ୍ତମାନ ଦେଖାଯାଉଛି ଯେ ଅଣ୍ଡାକୃତି 'ଅର୍ବ' ବସା ତିଆରି କରୁଥିବା ବୁଢିଆଣୀ ସବୁଠାରୁ ପୁରୁଣା ପ୍ରଜାତିର ମାତ୍ର ଯେଉଁମାନେ 'ଟାଙ୍ଗଲଡ୍ କବ୍' ବସା ତିଆରି କରନ୍ତି, ସେମାନେ 'ଅର୍ବ' ବସା ତିଆରି କରୁଥିବା ବୁଢିଆଣୀଠାରୁ ଅଧିକ ସଂଖ୍ୟାରେ ଦେଖାଯାଆନ୍ତି । 'ଆରାକନିଡସ୍' ନାମକ ଏକ ବୁଢିଆଣୀ ପ୍ରଜାତି ଯାହାର 'ସ୍ପାଇଗଟ୍'ରୁ ସିଲ୍କ୍ ଉତ୍ପାଦନ ହୁଏ, ସେ ପ୍ରାୟ ୩୮୬ ନିୟୁତ ବର୍ଷ ପୂର୍ବେ 'ଡେଭୋନିଆନ୍ ପିରିୟଡ଼'ରେ ଦେଖା ଯାଇଥିଲା ମାତ୍ର ଏମାନଙ୍କଠାରେ 'ସ୍ପିନେରେଟସ୍' ଦେଖା ଯାଏନାହିଁ । ସତ ବୁଢିଆଣୀ ପ୍ରାୟ ୩୧୮ରୁ ୨୬୬ ନିୟୁତ ବର୍ଷ ପୂର୍ବେ 'କାର୍ବୋନିଫେରସ୍ ପିରିୟଡ଼' ଦେଖା ଯାଇଥିଲା ଏବଂ ଏହା ସବୁଠାରୁ ପୁରୁଣା 'ସବ୍ ଅଡର' 'ମେସୋଥେଲାଏ' ସହ ସାମଞସ୍ୟ ରଖେ ।ଆଧୁନିକ ବୁଢିଆଣୀର ମୁଖ୍ୟ ଦଳ ହେଲା 'ମାଇଗାଲୋମୋରଫାଏ' ଓ 'ଆରାନେଓମୋରଫାଏ', ଯାହା ପ୍ରାୟ ୨୦୦ ନିୟୁତ ବର୍ଷ ପୂର୍ବେ 'ଟ୍ରିଆସିକ୍ ପିରିୟଡ଼'ରେ ଦେଖା ଯାଇଥିଲା । 'ବାଘୀରା କିପଲିଙ୍ଗ୍', ଏକ ତୃଣଭୋଜୀ ପ୍ରଜାତି ଯାହା ୨୦୦୮ ମସିହାରେ ଆବିଷ୍କୃତ ହୋଇଛି, ମାତ୍ର ଅନ୍ୟ ସମସ୍ତ ପ୍ରଜାତି ମାଂସାଶୀ । ମୁଖ୍ୟତଃ ସେମାନେ କୀଟପତଙ୍ଗ ଓ ଅନ୍ୟ ବୁଢିଆଣୀ ଖାଇଥାଆନ୍ତି । ବୁଢିଆଣୀ ଶିକାର ଧରିବା ପାଇଁ ଏକ ବୃହତ ଜାଲ ତିଆରି କରେ ଓ ଏହି ଅଠାଳିଆ ଜାଲରେ ଶିକାରକୁ ଧରେ । ଅଧିକାଂଶ ବୁଢିଆଣୀ ଶିକାରକୁ ଅନୁଭୂତ ହେଉଥିବା କମ୍ପନଦ୍ୱାରା ଚିହ୍ନଟ କରୁଥିବା ବେଳେ କେତେକ ନିଜର ଦୃଷ୍ଟି ଶକ୍ତିଦ୍ୱାରା ଚିହ୍ନଟ କରନ୍ତି । 'ଜେନସ୍' 'ପୋର୍ଟିଆ'ର ଶିକାରୀମାନେ ଏହି ବିଷୟରେ ନିଜର ବୁଦ୍ଧିମତା ପଦର୍ଶନ କରନ୍ତି । ବୁଢିଆଣୀର ଅନ୍ତ୍ର ସରୁ ହୋଇଥିବା ହେତୁ କଠିନ ପରିବର୍ତ୍ତେ, ଖାଦ୍ୟକୁ ହଜମ ରସଦ୍ୱାରା ତରଳ କରି 'ପେଡିପାପ୍' (ପ୍ରଥମ ଯୋଡ଼ା ଗୋଡ)ର ପାପୁଲିଦ୍ୱାରା ଗୁଣ୍ଡ କରି (କାରଣ ସେମାନଙ୍କ ମାଢି ନ ଥାଏ) ଖାଦ୍ୟ ଗ୍ରହଣ କରନ୍ତି ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଓଡ଼ିଶା ସରକାରମଙ୍ଗଳା ମନ୍ଦିରଶ୍ୱେତସାରଚନ୍ଦକା ହାତୀ ଅଭୟାରଣ୍ୟବର୍ଷା ପ୍ରିୟଦର୍ଶିନୀସ୍ଫୁଲିଙ୍ଗ (କବିତା ସଙ୍କଳନ)ଅନ୍ତରା ଚକ୍ରବର୍ତ୍ତୀହନୁମାନ ଜୟନ୍ତୀଜଳ ପ୍ରଦୂଷଣଅମୃତଭଣ୍ଡାଉଦ୍ୟମ ସଂସାଧନ ଯୋଜନା ‍‌(ଇଆର୍‍ପି‌‌)ବେଦସ୍ୱସ୍ତିକଦାସକାଠିଆପାର୍ବତୀଗୋକୁଳାନନ୍ଦ ମହାପାତ୍ର୪ ଜାନୁଆରୀମନୋଜ ଦାସଙ୍କ କଥା ଓ କାହାଣୀଲୁଣ୨୦୨୨ ଫିଫା ବିଶ୍ୱକପ୍ଚେକ୍ ଗଣରାଜ୍ୟମହାଦେଶ୨୦୦୭କିଶୋର ପାଣିଗ୍ରାହୀଉଦ୍‌ବେଗଚଇତି ଘୋଡ଼ା ନାଚରାଜ୍ୟମୋହନ ଭୋଗଭୂଗୋଳଅପରେଟିଙ୍ଗ ସିଷ୍ଟମକୋଣାର୍କ ସୂର୍ଯ୍ୟ ମନ୍ଦିରବଣ୍ଡ (ଅର୍ଥ)ପଣା ସଂକ୍ରାନ୍ତିକାହ୍ନୁଚରଣ ମହାନ୍ତିକୁଞ୍ଜବିହାରୀ ତ୍ରିପାଠୀ୩୦ ଅପ୍ରେଲଇଟାମାଟି ଗ୍ରାମକଳିଙ୍ଗ ଯୁଦ୍ଧନନ୍ଦ କିଶୋର ବଳପ୍ରାଣବନ୍ଧୁ କରତ୍ରିଭୁଜଗ୍ରହରତ୍ନାକର ଚଇନିତମନ୍ନା ବ୍ୟାସହିଙ୍ଗୁଳା ମନ୍ଦିରହିନ୍ଦୁ ବିବାହ ଅଧିନିୟମ, ୧୯୫୫ପକ୍ଷୀଶୁକ୍ରବାରସୋମବାରଚନ୍ଦ୍ରସଂକ୍ରାନ୍ତି୨୦୦୪ସୌଭାଗ୍ୟ କୁମାର ମିଶ୍ରକୃଷ୍ଣଆଷାଢ଼କାଶୀ ବିଶ୍ୱନାଥ ମନ୍ଦିରଇତିହାସଏମିତି ଭାଇ ଜଗତେ ନାହିଁଚନ୍ଦ୍ରଶେଖର ରଥଭାରତୀୟ ଜାତୀୟ କଂଗ୍ରେସଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟAnifrolumabଜାଭା (ପ୍ରୋଗ୍ରାମିଂ ଭାଷା)ରାଜା ରାମମୋହନ ରାୟଇଂଲଣ୍ଡଦୋହାକୋଷ ଓ ବୌଦ୍ଧ ଗାନଛବିଳ ମଧୁ ବର୍ଣ୍ଣବୋଧକାନାଡ଼ା୧୧ ଫେବୃଆରୀସୁରେନ୍ଦ୍ର ମହାନ୍ତି🡆 More