ଫିନଲ୍ୟାଣ୍ଡ

ଫିନଲ୍ୟାଣ୍ଡ ଉତ୍ତର ଇଉରୋପରେ ଥିବା ଏକ ଦେଶ।ଏହି ଦେଶଟିର ଆନୁଷ୍ଠାନିକ ନାମ ରିପବ୍ଲିକ ଅଫ୍ ଫିନଲାଣ୍ଡ । ଏହାର ପଶ୍ଚିମରେ ସୁଇଡେନ,ଉତ୍ତରରେ ନରୱେ,ପୂର୍ବରେ ଋଷିଆ ଏବଂ ଦକ୍ଷିଣରେ ଇସ୍ତୋନିଆ ଆଦି ଦେଶ ରହିଛନ୍ତି ।ଆୟତନ ଦୃଷ୍ଟିରୁ ଫିନଲ୍ୟାଣ୍ଡ ଇଉରୋପର ଆଠନମ୍ବର ଦେଶ ıଏହାର ଲୋକ ସଂଖ୍ୟାମାତ୍ର ୫୫ ଲକ୍ଷ ମଧ୍ୟରେ ıଫିନଲ୍ୟାଣ୍ଡର ରାଜଧାନୀର ନାମ ହେଲସିଙ୍କି ।

ଫିନଲ୍ୟାଣ୍ଡ
ଫିନଲ୍ୟାଣ୍ଡ ପତାକା
ଫିନଲ୍ୟାଣ୍ଡ
ଫିନଲ୍ୟାଣ୍ଡ ଅବସ୍ଥିତି

ଇତିହାସ

ଦ୍ୱାଦଶ ଶତାବ୍ଦୀରୁ ଉନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଫିନଲ୍ୟାଣ୍ଡ ସୁଇଡେନର ଏକ ଅଂଶ ବିଶେଷ ଥିଲା । ପୁଣି ୧୮୦୯ରୁ ୧୯୦୭ପର୍ଯ୍ୟନ୍ତ ଏହା ଋଷିଆ ଅଧୀନରେ ରହିଥିଲା ı ୧୯୧୭ରେ ଏକ ଗୃହଯୁଦ୍ଧ କ୍ରମେ ଋଷିଆ କର୍ତ୍ତୃତ୍ୱରୁ ବାହାରି ଏହା ସ୍ୱାଧୀନ ହେଲା । ୧୯୫୫ରେ ଫିନଲ୍ୟାଣ୍ଡ ଜାତିସଂଘର ସଦସ୍ୟ ଏବଂ ୧୯୯୫ରେ ଇଉରୋପୀୟ ୟୁନିୟନର ସଦସ୍ୟଭାବେ ସ୍ୱୀକୃତି ପାଇଲା ।

ଭୂଗୋଳ

ଧର୍ମ

ପ୍ରଶାସନିକ ବିଭାଜନ

ଫିନଲ୍ୟାଣ୍ଡର ଶାସନବ୍ୟବସ୍ଥା ଦୁଇ ପ୍ରକାର-କେନ୍ଦ୍ରୀୟ ଶାସନ ବ୍ୟବସ୍ଥା ଓ ଆଞ୍ଚଳିକ ଶାସନ ବ୍ୟବସ୍ଥା ıରାଜଧାନୀ ହେଲସିଙ୍କିରୁ କେନ୍ଦ୍ରୀୟ ଶାସନ ବ୍ୟବସ୍ଥା ପରିଚାଳିତ ହେଉଥିବା ବେଳେ ଆଞ୍ଚଳିକ ଶାସନ ବ୍ୟବସ୍ଥା ୩୩୬ଟି ପୌରପାଳିକା ମାଧ୍ୟମରେ ନିୟନ୍ତ୍ରିତ ହେଇଥାଏ ।

ଭାଷା

ଆଧାର

ଅଧିକ ତଥ୍ୟ

Tags:

ଫିନଲ୍ୟାଣ୍ଡ ଇତିହାସଫିନଲ୍ୟାଣ୍ଡ ଭୂଗୋଳଫିନଲ୍ୟାଣ୍ଡ ଧର୍ମଫିନଲ୍ୟାଣ୍ଡ ପ୍ରଶାସନିକ ବିଭାଜନଫିନଲ୍ୟାଣ୍ଡ ଭାଷାଫିନଲ୍ୟାଣ୍ଡ ଆଧାରଫିନଲ୍ୟାଣ୍ଡ ଅଧିକ ତଥ୍ୟଫିନଲ୍ୟାଣ୍ଡଇଉରୋପଇସ୍ତୋନିଆଋଷିଆନରୱେସୁଇଡେନ

🔥 Trending searches on Wiki ଓଡ଼ିଆ:

ଗୁଗଲଖୋର୍ଦ୍ଧା ଜିଲ୍ଲାଜଳଓଡ଼ିଆ ଭାଗବତଜହ୍ନସ୍ୱାମୀ ବିବେକାନନ୍ଦବୈଦେହୀଶ ବିଳାସକରଣ (ଜାତି)ରଥସୌରୀନ୍ଦ୍ର ବାରିକଶ୍ରୀଜଙ୍ଗଅଖିଳ ମୋହନ ପଟ୍ଟନାୟକମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଜନୀତି ବିଜ୍ଞାନଭାରତର ନ୍ୟାୟୀକ ବ୍ୟବସ୍ଥାନବଦୁର୍ଗାଜ୍ୟୋତି ପ୍ରକାଶ ପାଣିଗ୍ରାହୀସଚ୍ଚିଦାନନ୍ଦ ରାଉତରାୟଚଳନ୍ତି ଠାକୁରଗୋପାଳ ଚନ୍ଦ୍ର ପ୍ରହରାଜଦୁର୍ଗାରେବା ରାୟମିଳିତ ଜାତିସଂଘରାଧାମୋହନ ଗଡ଼ନାୟକଅଂଶୁଘାତହେମୋଫିଲିଆଭଗବତୀ ଚରଣ ପାଣିଗ୍ରାହୀସାନଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କଳାପାହାଡ଼ଟୁଇଟରଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିହରେକୃଷ୍ଣ ମହତାବବୁଧନ ମୁର୍ମୁଓଡ଼ିଶା ବିଧାନ ସଭାମନୋଜ ଦାସଗଣେଶଚନ୍ଦନ ଯାତ୍ରାଅଶୋକାଷ୍ଟମୀରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଜଗନ୍ନାଥ ପ୍ରସାଦ ଦାସଶାରଳା ପୁରସ୍କାରମାୟାଧର ମାନସିଂହଗଙ୍ଗାଧର ମେହେରଓଧକବିସୂର୍ଯ୍ୟ ବଳଦେବ ରଥବାଲେଶ୍ୱର ଜିଲ୍ଲାଶବ୍ଦ (ପଦ)ଅଭିନେତ୍ରୀ (ନାରୀ କଳାକାର)ଜାପାନୀ ଭାଷାରାସାୟନିକ ମୌଳିକକଣ୍ଟାବାଞ୍ଝି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗଜାନନ ବେଶଶ୍ରାଦ୍ଧରାସନ କାର୍ଡ଼ (ଭାରତ)ସୁରେଶ କୁମାର ରାଉତରାୟଚନ୍ଦ୍ରଗୁପ୍ତପ୍ରାଚୀ ନଦୀପୌରସଂସ୍ଥାଲୋକ ସଭାର ବାଚସ୍ପତିସୀତାକାନ୍ତ ମହାପାତ୍ରଋତୁସ୍ରାବମିଳିମିଳାଗୁପ୍ତେଶ୍ୱରବେଲୟୁନେସ୍କୋହିନ୍ଦୁସ୍ତାନ ପେଟ୍ରୋଲିୟମଆହାର ଯୋଜନା🡆 More