ପାରା

ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର ।

କପୋତ
ଜୀବାଶ୍ମ କାଳ: ପ୍ରାକ୍-ମାୟୋସିନ–ହୋଲୋସିନ
PreЄ
Є
O
S
D
C
P
T
J
K
Pg
N

ପାରା
ତାର ଉପରେ ବସିଥିବା ମୁକ୍ତ ପାରାଟିଏ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
ବିଭାଗ: କଲୁମ୍ବିମୋର୍ଫେ
ଗଣ: କଲୁମ୍ବିଫୋର୍ମ୍ସ
ଲାଥାମ, ୧୭୯୦
କୁଳ: କୋଲୁମ୍ବିଡେ
ଲିଚ, ୧୮୨୦
ଉପକୁଳ
  • କଲୁମ୍ବିନେ
    • ଜେନାଇଡିନି
    • କଲୁମ୍ବିନି
  • କ୍ଲାରାଭିନେ
  • ରାଫିନେ
    • ଫାବିନି
    • ରାଫିନି
    • ଟ୍ରେରୋନିନି
    • ଟୁର୍ଟୁରିନି
    • ଟିଲିନୋପିନି
ପାରା
କଲୁମ୍ବିଡେ କୁଳର ଭୌଗଳିକ ବିସ୍ତାର

ଏହା ଏକ କପୋତ ଶ୍ରେଣୀୟ ପକ୍ଷୀ । ଅପାଳିତ ଅବସ୍ଥାରେ ଏମାନେ ଘରର ଚାଳରେ ଦେଉଳର ଖୋଲରେ ଓ ପର୍ବତ ଖୋଲରେ ରହନ୍ତି । ଗୃହପାଳିତ ପାରାମାନେ ଧଳା, କଳା, ନାଲି ଆଦି ନାନା ରଙ୍ଗର ହୁଅନ୍ତି ଏମାନଙ୍କର ଶଦ୍ଦକୁ ଘୁମୁରିବା କହନ୍ତି ଏମାନଙ୍କର ଧ୍ୱନି 'ଚକ୍ ବକୂମ୍ କୀମ୍' । ଏମାନେ ଘମୁରିଲା ବେଳେ ବେକ ଫୁଲାନ୍ତି । ଏମାନେ ବହୁ ଉଚ୍ଚରେ ଉଡ଼ି ପାରନ୍ତି ଓ ଉଡ଼ିବା ସମୟରେ ଲୋଟଣି ପାରାମାନେ ବନ୍ଧ ଭାଙ୍ଗନ୍ତି । ଇଉରୋପ ଆଦି ଦେଶରେ ଏମାନଙ୍କ ଗୋଡ଼ରେ ଚିଠି ବାନ୍ଧି ଦେଇ ଉଡ଼ାଇ ଦେଲେ ଏମାନେ ଦୂର ଦେଶରେ ଅଭିପ୍ରେତ ସ୍ଥାନରେ ଯାଇ ପହଞ୍ଚିବାଦ୍ୱାରା ଦୂରବାସୀମାନେ ସମ୍ବାଦ ପାଆନ୍ତି । ପାରାମାନଙ୍କ ଉଡ଼ିବା ଦେଖିବା ପାଇଁ ଲୋକେ ସଉକିରେ ପାରା ପାଳନ୍ତି ଏମାନଙ୍କର ଦୃଷ୍ଟିଶକ୍ତି ଅତି ପ୍ରଖର ଏମାନେ ଉପରକୁ ୧/୨: ମାଇଲ ଉଚ୍ଚକୁ ଉଠି ମେଘରେ ଅଦୃଶ୍ୟ ହୋଇ ଯାଆନ୍ତି ଭୂଇଁରେ ସୋରିଷ ବୁଣି ଦେଲେ ଏମାନେ ବହୁ ଉଚ୍ଚରୁ ତାହା ଦେଖି ଖୁଣ୍ଟି ପାରନ୍ତି ।

ପ୍ରକାର

  • ଦେଉଳିଆ ପାରା
  • ଲୋଟଣୀ ପାରା
  • ପରପାଓଁ ପାରା
  • ରେସୀ ପାରା
  • ସୀରାଜୁ ପାରା
  • ଲଙ୍କା ପାରା
  • ପାର୍ବତୀଆ ପାରା ଇତ୍ୟାଦି ।

ଓଡ଼ିଶା ପୋଲିସ ପାରା ଡାକ

ପାରାମାନେ ପୂର୍ବ କାଳରେ ଡାକ ନେବାକୁ ବ୍ୟବହାର ହେଉଥିଲେ ଯାହାର ସବୁଠାରୁ ପୁରୁଣା ଇତିହାସ ହେଉଛି ଖ୍ରୀଷ୍ଟପୂର୍ବ ୨୯୦୦ରେ ମିଶରୀୟ ଲୋକଂକଦ୍ୱାରା ପାରା ଡାକ ବ୍ୟବହାର । ଆଧୁନିକ ବିଶ୍ୱରେ ଓଡ଼ିଶା ପୋଲିସ ହେଉଛଂତି ଏକମାତ୍ର ସଂସ୍ଥା ଯେକି ବର୍ତ୍ତମାନ (୨୦୧୮) ପର୍ଯ୍ୟନ୍ତ ଏକ ପାର ଡାକ ସେବା ବ୍ୟବସ୍ଥା ରଖିଛଂତି ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ବନ୍ଧୁତାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାପ୍ରତିଭା ରାୟହନୁମାନ ଜୟନ୍ତୀକାଜୁକଲମ୍ବିଆପୁରୀ ଜିଲ୍ଲାହନୁମାନକାଳୀଚରଣ ପଟ୍ଟନାୟକଜଗନ୍ନାଥ ମନ୍ଦିରପ୍ରୀତି ପାଣିଗ୍ରାହୀଚନ୍ଦନ ବୋଡ଼ାଗୌତମ ବୁଦ୍ଧପ୍ରଥମାଷ୍ଟମୀକୁନ୍ତଳା କୁମାରୀ ସାବତଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଲବଙ୍ଗଏ. ପି. ଜେ. ଅବଦୁଲ କଲାମଦଣ୍ଡ ନାଟଶିମିଳିପାଳ ଜାତୀୟ ଉଦ୍ୟାନବିର୍ସା ମୁଣ୍ଡାଭାରତର ଜାତୀୟ ପତାକା୧୨ ସେପ୍ଟେମ୍ବରମଧୁସୂଦନ ଦାସବାରାକ ଓବାମାରାଜ୍ୟ ସଭାକଳିଙ୍ଗ ଯୁଦ୍ଧରାଜେନ୍ଦ୍ର କିଶୋର ପଣ୍ଡାବିଲେଇଅଜନ୍ତା ଗୁମ୍ଫାଜଗନ୍ନାଥଗଙ୍ଗାଧର ମେହେରୱାଟରଲୁ ଯୁଦ୍ଧସଞ୍ଜୁ ସାମସନଗୁଗଲରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଲକ୍ଷ୍ମୀକାନ୍ତ ମହାପାତ୍ରଔଷଧୀୟ ଗଛଲତାମାନଙ୍କର ତାଲିକାଭୂମିଜ ଜାତିହୀରାକୁଦ ବନ୍ଧଓଡ଼ିଶା ବିଧାନ ସଭାମହିଳା ଯୌନାଙ୍ଗ ଛେଦନଲକ୍ଷ୍ମଣ ନାୟକମା ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର)କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବନଟବର ସାମନ୍ତରାୟଜବାହରଲାଲ ନେହେରୁକରଣ (ଜାତି)ବେଲଓଡ଼ିଆ ଯୁବକ ପାଠାଗାରବ୍ୟାସଦେବଚକ୍ରଧର ବେହେରାwiki.phtmlଚିତ୍ତରଞ୍ଜନ ଦାସଚଉଷଠି ଯୋଗିନୀ ମନ୍ଦିର, ହୀରାପୁରକେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଜଳଉଦୟନାଥ ଷଡ଼ଙ୍ଗୀଦୁର୍ଗାଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଜଗନ୍ନାଥ ଦାସବାଜି ରାଉତଇବାଣ୍ଡ୍ରୋନିକ ଏସିଡଲୋକ ସଭା🡆 More