ନୃତତ୍ତ୍ୱ ବିଜ୍ଞାନ

ନୃତତ୍ତ୍ୱ ବିଜ୍ଞାନ ଅତୀତ ଓ ବର୍ତ୍ତମାନର ମଣିଷମାନଙ୍କର ବୈଜ୍ଞାନିକ ଅଧ୍ୟୟନର ବିଦ୍ୟା ଅଟେ । ଏହି ଶାସ୍ତ୍ର ସମାଜଶାସ୍ତ୍ର, ମାନବିକୀ ଶାସ୍ତ୍ର, ତଥା ବିଜ୍ଞାନୱର ନାନା ବିଦ୍ୟାଲୋଚନାର ପରମ୍ପରାର ଭିତ୍ତିରେ ଜ୍ଞାନନିର୍ମାଣ କରେ । ଉନବିଂଶ ଶତାବ୍ଦୀର ଶେଷ ଓ ବିଂଶ ଶତାବ୍ଦୀର ଆରମ୍ଭରୁ, ଅର୍ଥାତ୍, ଫ୍ରାଞ୍ଜ୍ ବୋଆସ୍ ଓ ବ୍ରୋନିସ୍ଲ୍ ମାଲିନସ୍କି ଙ୍କର ସମୟରୁ ଯୁକ୍ତରାଜ୍ୟ ଆମେରିକାରେ ସାଂସ୍କୃତିକ ନୃତତ୍ତ୍ୱ ବିଜ୍ଞାନ ଓ ବିଲାତରେ ସାମାଜିକ ନୃତତ୍ତ୍ୱ ବିଜ୍ଞାନ ନିଜକୁ ଏଥ୍ନୋଲୋଜି ଓ ଅନ୍ୟ ସମାଜଶାସ୍ତ୍ରଠାରୁ ପଦ୍ଧତିରେ ଆନ୍ତର୍ସାଂସ୍କୃତିକ ତୁଳନା, ସନ୍ଦର୍ଭର ଦୀର୍ଘମିଆଦୀ ଓ ଗଭୀର ପରୀକ୍ଷା, ଓ ଗବେଷଣାର କ୍ଷେତ୍ରରେ ସହଭାଗୀ ନୀରିକ୍ଷଣର ବ୍ୟବହାର ଯୋଗୁ ଭିନ୍ନ ବୋଲି ପ୍ରତିପାଦିତ କରି ଆସିଛି ।

ନୃତତ୍ତ୍ୱ ବିଜ୍ଞାନ
ମଣିଷ ବିଜ୍ଞାନ ସଂଗ୍ରାହଳୟ

ଅଧିକ ବର୍ଣ୍ଣନା

ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସମାଜରେ ବଞ୍ଚି ରହିବା ସହିତ ତା'ର ଦୈନଦିନ ଜୀବନର ଆବଶ୍ୟକତାଗୁଡ଼ିକ ପୂରଣ କରିବା ପାଇ ସେ ସମାଜରେ ବାସ କରୁଥିବା ଅନ୍ୟାନ୍ୟ ବ୍ୟତ୍କି ଏବଂ ପ୍ରାକ୍ରୁତିକ ପରିବେଶ ଉପରେ ନିର୍ଭର କରିଥାଏ । ଜୀବନକୁ ସରଶ ସୁନ୍ଦର କରିବା ପାଇ ସେ ସମୂହର ସହଯୋଗ ମଧ୍ୟ ଆବଶ୍ୟକ କରିଥାଏ । ମାନବ ସମ୍ବନ୍ଧରେ ପ୍ରଚଳିତ ଅନ୍ୟାନ୍ୟ ବିଜ୍ଞାନ ମଧ୍ୟରେ ନୃତତ୍ତ୍ୱ ଏକ ସ୍ୱତନ୍ର ସ୍ଥାନ ଅଧିକାର କରିଅଛି । ଏହା ମାନବର ଶାରୀରିକ, ସାମାଜିକ ଓ ସାଂସ୍କ୍ରୁତିକ ବିକାଶ ସଂପର୍କରେ ଅଧ୍ୟୟନ କରିଥାଏ । ଇଂରାଜୀ ଭାଷାରେ ଆନ୍ଥ୍ରୋପୋଲୋଜି (Anthropology)‌ ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦ 'ଆନ୍ଥ୍ରୋପସ୍' (Anthropos) ଅର୍ଥ 'ମାନବ' ଏବଂ "ଲୋଗସ୍" (Logos) ଅର୍ଥ 'ବିଜ୍ଞାନ' ଶବ୍ଦଦ୍ୱୟର ସମ୍ମିଶଣରେ ଗଠିତ । ସୁତରାଂ ଆନ୍ଥ୍ରୋପୋଲୋଜିର ପ୍ରକୃତ ଅର୍ଥ ହେଲା ମାନବ ବିଜ୍ଞାନ ବା Science of Humanbeing or Study of man, ଏବଂ ଓଡ଼ିଆ ଭାଷାରେ ଏହାକୁ ନୃତତ୍ତ୍ୱ କୁହାଯାଏ । ପୁନଶ୍ଚ ଏଠାରେ 'ନୃ"ର ଅର୍ଥ ହେଲା ନର ବା ମାନବ ଏବଂ 'ତତ୍ତ୍ୱ'ର ଅର୍ଥ ହେଲା ଜ୍ଞାନ ବା ଗବେଶଣା । ତେଣୁ ନୃତତ୍ତ୍ୱର ଅର୍ଥ ହେଉଛି ମାନବ ସମ୍ବନ୍ଧରେ ଅଧ୍ୟଯନ କରୁଥିବା ବିଜ୍ଞାନ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ସରଳା ଦେବୀମାଗୁଣି ଚରଣ ଦାସଚନ୍ଦ୍ରଗୁପ୍ତମଧ୍ୟ ଏସିଆଔଷଧୀୟ ଗଛଲତାମାନଙ୍କର ତାଲିକାଜ୍ଞାନପୀଠ ପୁରସ୍କାରମନୋଜ ଦାସଙ୍କ କଥା ଓ କାହାଣୀଜଗନ୍ନାଥ ଦାସଲୁଣମୂରଲୀଧର କୁଅଁରପାରୁଲ ଯାଦବଓଡ଼ିଆ୭ ଅପ୍ରେଲଲିଙ୍ଗରାଜ ମନ୍ଦିରଦେଓମାଳୀଗୋପାଳ ଚନ୍ଦ୍ର ପ୍ରହରାଜସଚ୍ଚିଦାନନ୍ଦ ରାଉତରାୟଶାରଳା ପୁରସ୍କାରରେଭେନ୍‌ସା କଲିଜିଏଟ ସ୍କୁଲୟୁରୋପଭାରତୀୟ ଜନତା ପାର୍ଟିରଥଯାତ୍ରାକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଉଇକିମିଡ଼ିଆ ଫାଉଣ୍ଡେସନଯାଜପୁରଅପରେଟିଙ୍ଗ ସିଷ୍ଟମଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକା୩ ସେପ୍ଟେମ୍ବରସୁଦଶା ବ୍ରତଭାରତ ସରକାରଗୌତମ ବୁଦ୍ଧସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚଇତି ଘୋଡ଼ା ନାଚଟିକୋନାଜୋଲଜୟ ଜଗନ୍ନାଥ୧୯ ଫେବୃଆରୀ୨ ଅପ୍ରେଲଭୃସଙ୍ଗ ଗଛକଣ୍ଡୋମପଞ୍ଚସଖାଶିବଲକ୍ଷ୍ମୀକାନ୍ତ ମହାପାତ୍ରପ୍ରାଣବନ୍ଧୁ କରଶ୍ରୀରାଧାସାତକଡ଼ି ହୋତାନଦୀକାଳିନ୍ଦୀ ଚରଣ ପାଣିଗ୍ରାହୀବିଜୟ ମିଶ୍ରଖପୁରୀ କଣା ଅସ୍ତ୍ରୋପଚାରସମ୍ବଲପୁରଚିଲିକା ହ୍ରଦଅଶୋକ ସମ୍ରାଟହୃଷୀକେଶ ପଣ୍ଡାଜାପାନୀ ଭାଷାମହାଦେଶଜଗନ୍ନାଥ୧୭ ଅପ୍ରେଲରାଜ୍ୟ ସଭାଓଡ଼ିଆ ସାହିତ୍ୟ୮ ଅପ୍ରେଲରାଜ୍ୟଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଓଡ଼ିଶୀ🡆 More