ଜୀବ ବିଜ୍ଞାନ

ଜୀବବିଜ୍ଞାନ ହେଉଛି ଜୀବନ ତଥା ଜୀବମାନଙ୍କ ଉପରେ ଗବେଷଣା କରୁଥିବା ପ୍ରାକୃତିକ ବିଜ୍ଞାନର ଏକ ଶାଖା । ଏଥିରେ ଜୀବମାନଙ୍କର ବାହ୍ଯ ଗଠନ, ଅନ୍ତର୍ଗଠନ, ଆଣବିକ ପ୍ରକ୍ରିୟା, ରାସାୟନିକ ପ୍ରକ୍ରିୟା ଇତ୍ୟାଦି ମଧ୍ଯ ଅନ୍ତର୍ଭୁକ୍ତ ।

ଜୀବ ବିଜ୍ଞାନ
ପ୍ରାଣୀ
ଜୀବ ବିଜ୍ଞାନ
ଉଦ୍ଭିଦ: ଗହମ
ଜୀବ ବିଜ୍ଞାନ
କବକ: ମୋର୍ଚ୍ଚେଲା ଏଷ୍କ୍ଯୁଲେଣ୍ଟା
ଜୀବ ବିଜ୍ଞାନ
ବୀଜାଣୁ
ଜୀବ ବିଜ୍ଞାନ
ଆର୍କିଆ: ହାଲୋଆର୍କିଆ
ଜୀବ ବିଜ୍ଞାନ
ଭୂତାଣୁ: ଗାମା ବ୍ଯାକ୍ଟେରିଆଭୋଜୀ

ଜୀବବିଜ୍ଞାନ ଦୁଇଟି ଶବ୍ଦକୁ ନେଇ ଗଠିତ, ଜୀବ ଓ ବିଜ୍ଞାନ । ଜୀବ କହିଲେ ପୃଥିବୀରେ ବାସକରୁଥିବା ଯେ କୌଣସି ଜୀବନ୍ତ ପ୍ରାଣୀ ବା ଉଦ୍ଭିଦକୁ ବୁଝାଏ ଏବଂ ଜୀବ ବିଜ୍ଞାନ ସେମାନଙ୍କ ବିଷୟରେ ବିଜ୍ଞାନ ଜ୍ଞାନ ପ୍ରଦାନ କରେ । ବିଜ୍ଞାନର ଯେଉଁ ବିଭାଗରେ ଜୀବଜନ୍ତୁ ଏବଂ ସେମାନଙ୍କ ଗୁଣ, ଧର୍ମ ଓ ବିଶେଷତ୍ୱ ବିଷୟରେ ଆଲୋଚନା କରାଯାଏ ତାହାକୁ ଜୀବବିଜ୍ଞାନ କୁହାଯାଏ । ଏହା ଏକ ବିସ୍ତୃତ ବିଷୟ ଯାହାକି ପାଞ୍ଚୋଟି ମୂଖ୍ୟ ମତ ଉପରେ ଆଧାରିତ ।

  1. କୋଷ ହେଉଛି ଜୀବନ ଧାରଣାର ଏକକ
  2. ନୂଆ ପ୍ରାଣୀମାନଙ୍କ ସୃଷ୍ଟି ଓ ବିଭେଦାୟନ ହେଉଛି ସୃଷ୍ଟିର ତିଆରି
  3. ଜିନ ହେଉଛି ବିଭେଦାୟନର ଏକକ
  4. କୌଣସି ଏକ ଜୀବ ଏହାର ଅବସ୍ଥାଟିକୁ ସଚଳ ରଖିବା ଲାଗି ତାହାର ଆଭ୍ୟନ୍ତରୀଣ ପରିବେଶକୁ ସେଇ ଅନୁସାରେ ରଖିଥାଏ
  5. ବଞ୍ଚିଥିବା ଜୀବ ଶକ୍ତି ଗ୍ରହଣ ଓ ପ୍ରବାହ କରିଥାନ୍ତି

ଆଧାର

ଅଧିକ ତଥ୍ୟ

Tags:

ପ୍ରାକୃତିକ ବିଜ୍ଞାନ

🔥 Trending searches on Wiki ଓଡ଼ିଆ:

ଗଙ୍ଗାଧର ମେହେରବନମାଳୀ ଦାସମହିମା ଧର୍ମଓଡ଼ଗାଁଆଲ୍‌କା ୟାଗ୍ନିକ୍‌ମିଳିତ ଜାତିସଂଘଇନୋଟୁଜୁମାବ ଓଜୋଗାମିସିନରକ୍ତତାଜମହଲପରି ମହଲପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଚାନ୍ଦିପୁରଅଚ୍ୟୁତାନନ୍ଦ ପ‌ତିଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଯୁକ୍ତରାଷ୍ଟ୍ର ଆମେରିକା୨୧ଦିନରଘୁବଂଶଗୋପାଳ ଚନ୍ଦ୍ର ପ୍ରହରାଜଗାୟତ୍ରୀବାଳା ପଣ୍ଡାଭଗବତୀ ଚରଣ ପାଣିଗ୍ରାହୀକୁମାର ପୂର୍ଣ୍ଣିମାଚା’ଭୂମିକମ୍ପଓଡ଼ିଶାର ଭୂଗୋଳନେପାଳବରଗଡ଼ ଜିଲ୍ଲାବସନ୍ତ କୁମାର ଶତପଥୀମସ୍କୋଓଡ଼ିଆ ସାହିତ୍ୟର ଇତିହାସପ୍ରାଣୀବିଶ୍ୱ ସ୍ୱାସ୍ଥ୍ୟ ସଂଗଠନବ୍ରତଅଭିମନ୍ୟୁ ସାମନ୍ତସିଂହାରପ୍ରସନ୍ନ ଆଚାର୍ଯ୍ୟହନୁମାନ ଜୟନ୍ତୀପଖାଳଲାଟିନ ଭାଷାକିଶୋରୀ ଚରଣ ଦାସନବଗୁଞ୍ଜରରବି ପଟ୍ଟନାୟକଅଶୋକ ସମ୍ରାଟକଳିଙ୍ଗ ଯୁଦ୍ଧମଧୁସୂଦନ ଦାସକୃଷ୍ଣଗୋପୀନାଥ ମହାନ୍ତିଆର୍ଯ୍ୟଭଟ୍ଟହେମୋଫିଲିଆଅଖିଳ ମୋହନ ପଟ୍ଟନାୟକମିଳିମିଳାବୈଶାଖଲିଙ୍ଗରାଜ ମନ୍ଦିରସଉରାପ୍ଲୁଟୋଧର୍ମଅନନ୍ତ ପଟ୍ଟନାୟକଯୁକ୍ତରାଜ୍ୟଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାସଚ୍ଚିଦାନନ୍ଦ ରାଉତରାୟକଥା (ପତ୍ରିକା)୨ୟ ଓଡ଼ିଶା ବିଧାନ ସଭାସାପହୋ ଜନ‌ଜାତିରାମାନୁଜ ଆଚାର୍ଯ୍ୟଅଚ୍ୟୁତ ସାମନ୍ତ🡆 More